ପ୍ରେମିକ ସାଜିଲା ପି-ଶାଚ , ଟିଭି ଦେଖି ପ୍ରେମିକାକୁ ହ-ତ୍ୟା କରିବା ପାଇଁ ରଚିଲା ପ୍ଲାନ

ଏ ପ୍ରେମ ନା ଆଉ କିଛି । ଏ ପ୍ରେମିକ ନା ସଇ-ତାନ । ଯେଉଁ ପ୍ରେମିକାକୁ ଦିନେ ଭଲ ପାଉଥିଲା , ଯେଉଁ ପ୍ରେମିକାକୁ ଦିନେ ମନ ଦେଇଥିଲା ଆଉ ତାର ହାତ ଧରି ନେଇ ଯାଇ ତା ସହିତ ସାରା ଜୀବନ ରହିବା ପାଇଁ କଥା ଦେଇଥିଲା , ହଠାତ ତା ସହିତ ଏମିତି କେମିତି କରିପାରିଲା । ଥରେ ମନେ ପଡ଼ିଲା ନାହିଁ ତା ସହିତ ବିତାଇ ଥିବା ଏତେ ଦିନ ଆଉ ଏତେ ରାତି । ଦିନ ରାତି ମନ ଇଛା ଶାରୀ-ରିକ ସ-ମ୍ପର୍କ ରଖିଲା ଆଉ ଶେଷରେ ଛାଡି ଦେଇ କରିଲା ଏମିତି । ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।

ଜଣେ ପ୍ରେମିକ ନିଜ ପ୍ରେମିକାର ହ-ତ୍ୟା କରୁ ଦେଇ ତାର ଖଣ୍ଡ ଖଣ୍ଡ କରି ମାଟିରେ ପୋତି ଦେଇଥିବା ଘଟ-ଣା ବର୍ତ୍ତମାନ ଚାରିଆଡ଼େ ଚହଳ ସୃଷ୍ଟି କରି ଦେଇଛି । ତେବେ ଏମିତି ଏକ ଅଭା-ବନୀୟ ଘ-ଟଣା ଆସିଛି ନବରଙ୍ଗପୁର ଜିଲ୍ଲାରୁ । ସୂଚନା ଅନୁସାରେ , ନବରଙ୍ଗପୁର ଜିଲ୍ଲା ରାୟଘର ଥା-ନା ଅନ୍ତର୍ଗତ କୁନା ଗାଁର ମରୁଡି ଜଙ୍ଗଲରୁ ଜଣେ ଯୁବତୀଙ୍କ ଖଣ୍ଡ ଖଣ୍ଡ ଶରୀର ସହିତ ଧା-ରୁଆ ଅ-ସ୍ତ୍ର ମଧ୍ୟ ଉ-ଦ୍ଧାର କରାଯାଇଛି । ତେବେ ଦିଲ୍ଲୀ ଶ୍ରଦ୍ଧା ଘ-ଟଣା ପରେ ବୋଧ ହୁଏ ଏପରି ଘ-ଟଣା ଓଡ଼ିଶାରେ ପ୍ରଥମ ।

ତେବେ ସୂଚନା ଅନୁସାରେ , କୁନା ଗାଁର ପିଲା ଦ-ଣ୍ଡ ନାମକ ଜଣେ ଯୁବତୀ ସହିତ ପାଖ ଗାଆଁର ଚନ୍ଦ୍ର ରାଉତଙ୍କ ପ୍ରେମ ସଂ-ପର୍କ ଗଢ଼ି ଉଠିଥିଲା । ତେବେ ଚନ୍ଦ୍ର ପିଲାଙ୍କୁ ବିବାହ କରିବା ପାଇଁ କଥା ମଧ୍ୟ ଦେଇଥିଲେ । ଆଉ ଅନେକ ଥର ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖି ଆସୁଥିଲେ । ତେବେ ପୂର୍ବରୁ ଚନ୍ଦ୍ର ବିବାହିତ ଥିଲେ । ଆଉ ଏକଦା ଏ ବିଷୟରେ ଜାଣି ନେଇଥିଲେ ଚନ୍ଦ୍ରଙ୍କ ସ୍ତ୍ରୀ ଆଉ ଦୁହିଁଙ୍କ ମଧ୍ୟରେ ଝ-ଗଡ଼ା ହୋଇଥିଲା । ତେବେ ଏହାପରେ ଚନ୍ଦ୍ର ଆଉ ତାଙ୍କ ସ୍ତ୍ରୀ ମିଶି ପିଲାଙ୍କୁ ସାରା ଜୀବନ ପାଇଁ ବାଟରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଆଉ ଏକଦା ପିଲାଙ୍କୁ ହ-ତ୍ୟା କରି କୁକୁଡ଼ା କଟା ଚାପ-ଡ଼ରେ ୩୨ ଖଣ୍ଡ କରି ଦେଇଥିଲେ । ଆଉ ସେହି ଖଣ୍ଡ ଗୁଡ଼ିକୁ ନେଇ ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲେ । ତେବେ ପିଲାଙ୍କ ଘର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ । କିନ୍ତୁ ପାଇ ନଥିଲେ ଆଉ ଶେଷରେ ପୋ-ଲିସ ପାଖରେ ଅଭି-ଯୋଗ କରିଥିଲେ । ତେବେ ବହୁତ ଖୋଜାଖୋଜି କରିବା ପରେ ଜଙ୍ଗଲ ମଧ୍ୟରୁ ପିଲାଙ୍କ ଖଣ୍ଡ ଖଣ୍ଡ ଶରୀର ଉ-ଦ୍ଧାର କରାଯାଇଛି । ତେବେ ପିଲାଙ୍କ ଗୋଡ ଦେଖା ଯାଉଥିବାରୁ ସହଜରେ ସମସ୍ତେ ଶ-ବକୁ ପାଇ ଯାଇଥିଲେ । ତେବେ ବର୍ତ୍ତମାନ ଏହାର ତ-ଦନ୍ତ କରିବାରେ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *