ପୋ-ଲିସ୍ ନଈ ବନ୍ଦ ଉପରେ ଛିଡ଼ା ହେଇ ସବୁ ଦେଖୁଥିଲେ କିନ୍ତୁ କିଛି କଲେନି, ମୁଁ ମୋ ଶାଳକୁ ବଞ୍ଚାଇବା ପାଇଁ ଗଲାବେଳକୁ ମତେ ପା-ଟିକଲେ।

ଗତ ତିନଦିନ ତଳେ କଟକ କ୍ୟାଣ୍ଟନମେଣ୍ଟ ଥା-ନା ଅଧିକାରୀ ମୋବାଇଲ୍ ଫୋନ ଚୋ-ରି ପାଇଁ ସନ୍ଦେ-ହଜନକ ଭାବରେ ବବୁଲ ବେହେରାଙ୍କୁ ଗି-ରଫ କରି ଥା-ନାକୁ ଆଣିଥିଲେ। କିନ୍ତୁ ଗତ କାଲି ବବୁଲ ହଠାତ୍ ଥା-ନାରୁ ଖସି ଯାଇ ମହାନଦୀକୁ ଡେଇଁ ପଡ଼ିଥିଲେ। ତାପରେ ନଦୀ ଭିତରେ ସେ ମୃ-ତ୍ୟୁ ବ-ରଣ କରିଥିଲେ। ସୋସିଆଲ ମିଡ଼ିଆରେ ତାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କିନ୍ତୁ ତାଙ୍କ ଭିଣେଇଙ୍କ କହିବା ଅନୁସାରେ ତାଙ୍କ ମାରିବା ପାଇଁ ପୋ-ଲିସ୍ ପ୍ରସାସନ ହିଁ ଦାୟୀ।

ବବୁଲଙ୍କ ଭିଣେଇଙ୍କ କହିବା ଅନୁସାରେ ସେ ଯେତେବେଳେ ରୋଗୀଙ୍କୁ ଗାଡ଼ିରେ ନେଇ ମେଡିକାଲ ଯାଉଥିଲେ ସେତେବେଳେ ତାଙ୍କୁ ପରି-ସ୍ରା ଲାଗିବାରୁ ସେ ଥା-ନା ପାଖରେ ଅଟକି ଥିଲେ କିନ୍ତୁ ହଠାତ ଜଣେ ଲୋକ ଥା-ନାରୁ ବାହାରି ନଈ ଆଡ଼କୁ ଦୌଡ଼ିଲା ଆଉ ପୋ-ଲିସ୍ ମାନେ ମଧ୍ୟ ବିନା ଚପଳରେ ତା ପଛରେ ଗୋଡାଉ ଥିଲେ।

ସେ ଯେତେବେଳେ ଏ ସବୁର ଭିଡିଓ କଲେ ସେ ଦେଖିଲେ ଯେ ସେ ହେଉଛି ତାଙ୍କ ଶଳା। ଶଳାକୁ ଅଟକାଇବା ପାଇଁ ସେ ବହୁତ୍ ଡାକିଲେ କିନ୍ତୁ ସେ କିଛି ନ ଶୁଣି ପୋ-ଲିସ୍ ଭୟରେ ନଈକୁ ଡେଇଁ ପଡ଼ିଲେ। ସେଠି ପୋ-ଲିସ୍, ଆମ୍ବୁଲାନସ୍, ଜନସାଧାରଣ ସମସ୍ତେ ଥିଲେ କିନ୍ତୁ କେହି କିଛି କଲେନି। ମୁଁ ଯେତେବେଳେ ବଞ୍ଚାଇବା ପାଇଁ ଗଲି ପୋ-ଲିସ୍ ମତେ ରୋକିଦେଲେ।

ସମାଜ ସେବା ଅଧିକାରୀଙ୍କ କହିବା ଅନୁସାରେ ଏ ସବୁ ପୋଲି-ସଙ୍କର ଅବେହେଳ ପାଇଁ ହେଉଛି। ବବୁଲ ଉପରେ କିଛି କେସ ନଥିଲା କି କିଛି ପ୍ରମାଣ ମଧ୍ୟ ମିଳି ନଥିଲା ଯଦି ସେ ଶସପେକ୍ଟ ହେଇ ଆସିଥିଲା ତା ହେଲେ ୨୪ ଘଣ୍ଟା ପରେ ତାକୁ କୋର୍ଟ ନ ପଠାଇ ୩ ଦିନ ପଯ୍ୟନ୍ତ ଜେ-ଲ୍ ଭିତରେ ରଖି ନିର୍ଯାତନା କାଇଁ ଦିଆ ଯାଉଥିଲା। ପୋଲି-ସଙ୍କ ମା-ଡ଼ ପାଇଁ ସେ ଭ-ୟରେ ନଈକୁ ଡେଇଁ ପଡ଼ିଲା। ଏ ସବୁ କେବଳ ପୋଲି-ସଙ୍କ ପାଇଁ ହେଇଛି।

Leave a Reply

Your email address will not be published. Required fields are marked *