ଡାକ୍ତର ସ୍ବାମୀ କହୁଛି ମତେ ଯୌତୁ-କରେ କାର ନଦେଲେ ତୁ ତୋ ବାପ ଘରକୁ ଜା ।

ସରକାର ଯୌ-ତୁକ ଉପରେ ଅନେକ ସଚେତନ ସୃଷ୍ଟି କରୁଛନ୍ତି । ଯୌ-ତୁକ ମାଗିବା ଆଇନ ଅନୁଯାୟୀ ଦଣ୍ଡ-ନୀୟ ଅପ-ରାଧ ବୋଲି ବି କୁହାଯାଉଛି । ହେଲେ ସରକାରୀ ଚାକିରିଆ କହୁଛନ୍ତି ମତେ ଯୌତୁ-କରେ ଜାଗୁଆର କାର ଦରକାର । ତୋ ବାପା ଯଦି କାର ନ ଦେବେ ତାହାଲେ ତୁ ମୋ ଘରୁ ଚାଲିଯା । ଯୌ-ତୁକ ଆ-ଇନ ଅନୁଯାୟୀ ଦଣ୍ଡ-ନୀୟ ଅପ-ରାଧ । ଯୌ-ତୁକ ମାଗିବା ସଭ୍ୟ ସମାଜରେ ଭଦ୍ର ବ୍ୟକ୍ତିଙ୍କ କାର୍ଯ୍ୟ ନୁହେଁ । ହେଲେ ସମାଜ ଯେତେ ଆଗକୁ ବୃଦ୍ଧି ପାଉଥିଲେ ବି ଏବେ ବି ବଞ୍ଚିଛି ଯୌ-ତୁକ ରୂପୀ ପ୍ରଥା

ଜଣେ ଡାକ୍ତର ତାଙ୍କ ପତ୍ନୀଙ୍କୁ ଦାବି କରୁଛନ୍ତି ଜାଗୁଆର୍ କାର । ସବୁବେଳେ ପତ୍ନୀଙ୍କୁ ଧ-ମକ ଦେଉଛନ୍ତି ତୋ ବାପାକୁ କହି ମତେ ଏକ ଜାଗୁଆର କାର ଆଣି ଦେ । ତୋ ବାପା ଜାଗୁଆର କାର ଦେଲେ ମୁଁ ସେ କାର ଚଢ଼ି ବୁଲିବି । ଆଉ ସ୍ତ୍ରୀ ନିଜ ବାପାଙ୍କୁ କାର ମାଗିବାକୁ ମନା କଲେ ଡାକ୍ତର ସ୍ବାମୀ ସ୍ତ୍ରୀଙ୍କୁ ଦେଉଛି ଅକଥନୀୟ ନିର୍ଯା-ତନା । ମା-ଡ ମା-ରିବା ସହିତ ସ୍ତ୍ରୀକୁ ନିର୍ଯା-ତନା ଦେଉଥିବା ଅଭି-ଯୋଗ ହୋଇଛି । ବନ୍ଧୁଗଣ ଧୀରେ ଧୀରେ ଯୌ-ତୁକ ପ୍ରଥା ଦୂର ହେବାରେ ଲାଗିଛି । ଗାଁ ଗହଳିର ଲୋକେ ମଧ୍ୟ ଯୌ-ତୁକ କବଳରୁ ନିଜକୁ ଦୂରେଇ ରଖୁଛନ୍ତି ।

ହେଲେ ଦୁର୍ଭା-ଗ୍ୟ ଓ ଅତ୍ୟନ୍ତ ଲ-ଜ୍ୟାର୍ କଥା ଗାଁ ଗହଳିର ଲୋକେ ନିଜକୁ ଯୌ-ତୁକ ଠାରୁ ଦୂରେଇ ରଖୁଥିବା ବେଳେ ଜଣେ ଡାକ୍ତରଙ୍କ ଏଭଳି କାର୍ଯ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି । ସ୍ବାମୀଙ୍କ କହିବା କଥା ସ୍ତ୍ରୀର ବାପା ଯୌତୁ-କରେ ଜାଗୁଆର କାର ଦେଲେ ଡାକ୍ତର ସ୍ବାମୀ କାର ଚଢ଼ି ଡାକ୍ତରଖାନା ଯିବେ । ଆଉ ସ୍ତ୍ରୀ ସ୍ଵାମୀଙ୍କର ଏହି ଇଚ୍ଛା ଯେତେବେଳେ ପୂରଣ ନ କଲା ସେତେବେଳେ ସ୍ବାମୀ ସେତେବେଳେ ସ୍ତ୍ରୀଙ୍କୁ ମା-ଡ ମା-ରିଥିଲେ । ଆଉ ଯେତେବେଳେ ଅ-ତ୍ୟାଚା-ର ସିମାପାର କରିଥିଲା ସେତେବେଳେ ଶେଷରେ ସେ ବାଧ୍ୟ ହୋଇ ମୁଁହ ଖୋଲିଥିଲେ ।

ଆଉ ନିର୍ଯା-ତନାକୁ ରୋକିବା ପାଇଁ ପତ୍ନୀ ଥା-ନାର ଦ୍ୱାରସ୍ଥ ହୋଇଥିଲେ । ଏ ଘ-ଟଣା କେଉଁ ଉପାନ୍ତ ଅଞ୍ଚଳର ଘ-ଟଣା ନୁହେଁ ଏହି ଘ-ଟଣା ହେଉଛି ରାଜଧାନି ଭୁବନେଶ୍ୱରର । ତେବେ ଏହି ଘ-ଟଣା ଲୋକ ଲୋଚନକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ପୋଲିସ ଏହି ଡାକ୍ତର ସ୍ବାମୀଙ୍କ ଉପରେ କେଉଁ ଭଳି କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *