ପ୍ରଯୋଜକ ଦୀପ୍ତି ରଞ୍ଜନକୁ ବାନ୍ଧିଲା ପୋ-ଲିସ

ବାନ୍ଧି ନେଲା ପୋଲିସ , ସିଧା ସଳଖ ଭାବରେ ଉଠାଇ ନେଲା ଆଉ ବର୍ତ୍ତମାନ ଜେ-ଲର ଚାରି କାନ୍ଥ ମଧ୍ୟରେ ଠ-କ ପ୍ରଯୋଜକ । ତେବେ ଆଜ୍ଞା ହଁ ଆମେ ଆପଣଙ୍କୁ ସତ କହୁଛୁ । ଧରା ପଡିଯାଇଛନ୍ତି ସେହି ମିଛ ପ୍ରଯୋଜକ । ଯାହାଙ୍କୁ ନେଇ ଅନେକ ଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା । ଯିଏ ମିଛ କହି କହି ସମସ୍ତଙ୍କୁ ଠ-କି ଚାଲିଥିଲେ । ସବୁ ଠାରେ ନିଜର ଏକ ଭିନ୍ନ ଭିନ୍ନ ପରିଚୟ ଦେଇ ଚାଲିଥିଲେ ପ୍ରଯୋଜକ ।

ଆଉ ଶେଷରେ ସବୁକିଛି ଶେଷ ହୋଇଗଲା । ନିଜର ମି-ଛର କାୟା ବିସ୍ତାର କରି ରଖିଥିବା ମିଛ ପ୍ରଯୋଜକ ଶେଷରେ ଫ-ସିଗଲେ । ବର୍ତ୍ତମାନ ପୋ-ଲିସ ତାଙ୍କୁ ଗିର-ଫ କରି ନେଇଛି ଆଉ ତ-ଦନ୍ତ କରିବାରେ ଲାଗିଛି । କାହିଁକି ସେ ଏପରି କାମ କରି ଚାଲିଥିଲେ ଆଉ ସମସ୍ତଙ୍କୁ ଠ-କି ଚାଲିଥିଲେ , ତାହା ଜାଣିବା ପାଇଁ ପୋ-ଲିସ ଚେଷ୍ଟା ଚଳାଇଛି ।

ତେବେ ସୂଚନା ଅନୁଯାୟୀ , କେନ୍ଦ୍ରାପଡ଼ା ପୋ-ଲିସ୍ ଗତକାଲି ଠ-କ ପ୍ରଯୋଜକ ସିତାଂଶୁ ମହାନ୍ତିଙ୍କୁ ଉଠାଇ ନେଇଛି । ତେବେ ଆପଣ ସମସ୍ତେ ଜାଣିଥିବେ କି , କିଛି ଦିନ ଧରି ପିଣ୍ଟୁ ନନ୍ଦ ମାମ-ଲା ସହିତ ଜଡିତ ଥିଲେ ସେ । ଆଉ ସେ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିବା ବାହାନା ଦେଖାଇ ତାଙ୍କୁ ଚେକ୍ ଦେଇ ଆସିଥିଲେ ଆଉ ଯାହା ପରେ ବାଉନ୍ସ ହୋଇ ଯାଇଥିଲା । ଯାହା ପରେ ଦେଖା ଯାଇଥିଲା ବି-ବାଦ ।

ଯାହା ପରେ ଗୋଟିଏ ଗୋଟିଏ ସତ ସାମ୍ନାକୁ ଆସିଥିଲା । ସମସ୍ତେ ତାଙ୍କ ବିରୁ-ଦ୍ଧରେ କହିବାକୁ ଲାଗିଥିଲେ । ସମସ୍ତେ କହିଥିଲେ କି , ସେ କିଛି ପ୍ରଯୋଜକ ନୁହଁନ୍ତି । ସାଧାରଣ ମଣିଷଟିଏ ସେ । ନିଜକୁ ଏକ ବଡ ପ୍ରଯୋଜକର ପରିଚୟ ଦେଇ ଚାଲିଛନ୍ତି ଆଉ ସମସ୍ତଙ୍କୁ ଭୁଲାଇ ଚାଲିଛନ୍ତି । ସୂଚନା ଅନୁଯାୟୀ , ଗତ ମାସରେ ସେ ଜଣଙ୍କ ଘରୁ ମିକଚର୍ ମେସିନ ଚୋ-ରି କରିଥିଲେ ।

ଆଉ ଏହା ପର ଠାରୁ ତାଙ୍କୁ ଖୋଜି ଚାଲିଥିଲା ପୋ-ଲିସ । କିନ୍ତୁ ପୋଲି-ସକୁ ବୋ-କା ବନାଇ ଚାଲିଥିଲେ ସେ । ତେବେ ବର୍ତ୍ତମାନ ପୋ-ଲିସ ହାତରେ ଲାଗିଛି ପ୍ରଯୋଜକ ସିତାଂଶୁ ମହାନ୍ତି । ବର୍ତ୍ତମାନ ପୋଲି-ସର ଦୀର୍ଘ ସମୟର ତ-ଦନ୍ତ ପରେ ଧରା ପଡିଯାଇଛନ୍ତି ପ୍ରଯୋଜକ । ଆଉ କାହାକୁ ବୋକା ବନାଇ ପାରିବେ ନାହିଁ ସେ । ତେବେ ଏହାପରେ ମଧ୍ୟ ସେ ନିଜକୁ ନି-ର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରିଥିଲେ ।

ସେ କହିଥିଲେ ସେ କିଛି ଜାଣି ନାହାନ୍ତି । ଜଣେ ସରଳ ମଣିଷ ସେ । ସେଦିନ ସେ ପିଣ୍ଟୁ ନନ୍ଦଙ୍କୁ ଟଙ୍କା ଦେଇଥିଲେ ସତ । କିନ୍ତୁ ପରେ ଆଉ ଜଣେ ମଣିଷକୁ ସେ ସାହାଯ୍ୟ କରିବା ପାଇଁ ଧାଇଁ ଯାଇଥିଲେ ଆଉ ସେଠାରେ ଟଙ୍କା ଦରକାର ହେବାରୁ ସେ ସେଠାରେ ଟଙ୍କା ଦେଇ ଦେଇଥିଲେ। ତେଣୁ ଏଥିରେ ତାଙ୍କର କିଛି ଭୁଲ ନାହିଁ ବୋଲି ସେ କହି ଚାଲିଥିଲେ

ଅନ୍ୟ ପକ୍ଷରେ କ୍ରାଇମ୍ ରେକର୍ଡରୁ ଜଣା ପଡ଼ିଛି କି , ଅନେକ ଥର ସେ ଚୋରି ଏବଂ ଡକାୟତ ମାମଲାରେ ଧରା ପଡିଛନ୍ତି । ଯାହା ପରେ ତାଙ୍କ ନାମରେ ମାମଲା ରୁଜୁ ହୋଇ ରହିଛି । ଆଉ ସେ ଖସି ଯାଇଛନ୍ତି । ତାଙ୍କ ସାଙ୍ଗ ସାଥୀ ମାନେ ମଧ୍ୟ ତାଙ୍କ ନାମରେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ମାଆ ମଧ୍ୟ କହିଥିଲେ କି , ତାଙ୍କ ପୁଅ ପାଖରେ ଏତେ ଟଙ୍କା ନାହିଁ କି ସେ କାହାକୁ ସାହାଯ୍ୟ କରିପାରିବେ ।

ସେ ନିଜ ବାପାଙ୍କ ଠାରୁ ଟଙ୍କା ନେଇ ଚଳିଥାଏ। ତେବେ ଏତେ ସବୁ କଥା ପରେ ଏହା ସ୍ପଷ୍ଟ ଯେ , ପ୍ରଯୋଜକ ଜଣକ ଜଣେ ଠକ ପ୍ରଯୋଜକ । ଆଉ ଅନେକ ସ୍ଥାନରେ ସେ ନିଜର ଭିନ୍ନ ଭିନ୍ନ ପରିଚୟ ଦେଇ ସମସ୍ତଙ୍କୁ ଠକି ଚାଲିଥାନ୍ତି । ତେଣୁ ବର୍ତ୍ତମାନ ତାଙ୍କ ପାଳି ଆସିଲା ଆଉ ସେ ଧରା ପଡିଗଲେ । ତେବେ ବର୍ତ୍ତମାନ ତାଙ୍କୁ ପୋଲିସ ଗିରଫ କରି ନେଇ କୋର୍ଟ ଚାଲାଣ କରିଦେଇଛି ।

Leave a Reply

Your email address will not be published. Required fields are marked *