ବାହାବେଦୀରୁ ଚମ୍ପଟ ମା-ରିଲା କନ୍ୟା… ଶିଶୁପାଳ ହୋଇ ଥା-ନାରେ ବର..

ବାହା ହେବା ପାଇଁ ଯାଇଥିଲେ ବର କିନ୍ତୁ ଘରକୁ ଫେରିବା ବେଳକୁ ଏକୁଟିଆ ହିଁ ଫେରିଲେ । ସାଥିରେ ନଥିଲେ କନିଆ । ତେବେ କୁଆଡେ ଗଲେ ପ୍ରେମିକ , ଏକଥା ଆପଣ ଜାଣିବାକୁ ଚାହୁଁଛନ୍ତି କି । ଏହା ବିଷୟରେ ଜାଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । କାହିଁକି ନା କନିଆ ଜଣକ ଏପରି କୁଆଡେ ପଳାଇ ଗଲେ ଯେ , ସମସ୍ତେ ତାଙ୍କୁ ନେଇ ଚର୍ଚ୍ଚା କରିବାକୁ ଲାଗିଥିଲେ ।

ତେବେ କହିରଖୁଛୁ କି , ବାହାଘର ପରେ ପରେ ନିଜ ପ୍ରେମିକ ସହିତ ଫେ-ରାର ହୋଇଗଲେ କନିଆ । ସେପଟେ ବର ଜଣକ ଶିଶୁପାଳ ହୋଇ ନିଜ ଘରକୁ ଫେରି ଚାଲିଗଲେ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ସମସ୍ତେ ଏହାକୁ ନେଇ ଆଲୋଚନା କରିବାରେ ଲାଗିଛନ୍ତି । ଆଉ ସମସ୍ତେ ଝିଅକୁ ଖୋଜାଖୋଜି କରିବାରେ ଲାଗିଛନ୍ତି ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାରେ । କେବେ ଭାବି ନଥିବା ଘ-ଟଣା ଏଠାରେ ଘଟିଗଲା । ଯେଉଁ କାହାଣୀ ଆମେ ଚଳଚିତ୍ରରେ ଦେଖିଥାଉ , ସେହି କାହାଣୀ ସତ ହୋଇଗଲା । ଆମେ ସାଧାରଣ ଫିଲ୍ମରେ ଦେଖୁଥିବା କି , କିପରି ପ୍ରେମିକାର ବାହାଘର ହେଉ ହେଉ ପ୍ରେମିକ ଆସି ତାଙ୍କୁ ବାହା ବେଦୀରୁ ଉଠାଇ ନେଇ ଯାଏ । ଆଉ ଠିକ୍ ସେପରି କିଛି ହୋଇଗଲା ଏଇ ସତ ଜୀବନରେ ।

ଯେଉଁଠି ନିଜ ପ୍ରେମିକ ସହିତ ଗାଡ଼ିରେ ବସି ଚାଲିଗଲା ପ୍ରେମିକା । ବାସ୍ ଏହାକୁ ନେଇ ବର୍ତ୍ତମାନ ସମୟରେ ଚର୍ଚା । କିପରି ସମସ୍ତେ ଥାଉ ଥାଉ ନିଜ ଘରୁ ଚାଲି ଯିବାକୁ ସାହସ କରିଲା କନିଆ । କିନ୍ତୁ ଆଜ୍ଞା ପ୍ରେମରେ ମଣିଷ ସବୁକିଛି କରିପାରେ ଆଉ ତାହା କରି ଚାଲିଗଲେ କନିଆ । ଛାଡି ଦେଇ ସମସ୍ତଙ୍କୁ କି କାହା କଥା ଚିନ୍ତା ନ କରି ସେ ଚାଲି ଗଲେ ।

ସୂଚନା ଅନୁଯାୟୀ , ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଲାଙ୍ଗୀର ଟାଉନ ସ୍ଥିତ ବ୍ରାହ୍ମଣପଡ଼ା ଅଞ୍ଚଳରେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି । କୁହାଯାଉଛି କି , ବଲାଙ୍ଗୀର ଥା-ନା ଅନ୍ତର୍ଗତ ମୁକୁରା ଅଞ୍ଚଳର ପ୍ରେମ କୁମାର ମାଝୀଙ୍କର ବ୍ରାହ୍ମଣପଡ଼ା ଅଞ୍ଚଳର ଲିଜାଙ୍କ ସହିତ ବିବାହ ସ୍ଥିର ହୋଇଥିଲା । ବିବାହ ପୂର୍ବରୁ ଉଭୟ ବର କନିଆ କଥା ମଧ୍ୟ ହୋଇଥିଲେ । କିନ୍ତୁ କନିଆ କଥାରୁ ସେପରି କିଛି ଲାଗୁ ନଥିଲା କି , ସେ କାହାକୁ ଭଲ ପାଉଛନ୍ତି ।

ତେବେ ରୀତିନୀତି ଅନୁଯାୟୀ , ବିବାହ ହୋଇଥିଲା ଆଉ ବର ଖୁସି ଖୁସିରେ ବରଯାତ୍ରୀ ସହିତ ନାଚି ନାଚି କନିଆ ଘର ଠାରେ ଆସି ପହଞ୍ଚି ଯାଇଥିଲେ । ଏପଟେ କନିଆ ସାଜି ବାହାରି ଆସିଥିଲେ । ଆଉ ବାହା ବେଦୀରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଥିଲା । ତେବେ ଖାଲି ଏତିକି ନୁହେଁ , ବର କନିଆ ଏକାଠି ବସି ଖାଇବା ମଧ୍ୟ ଖାଇଥିଲେ।

ଆଉ ଠିକ୍ ଏହା ପରେ ପରେ କନିଆର ନିଜ ପ୍ରେମିକ କଥା ମନେ ପଡ଼ି ଯାଇଥିଲା । ସେ ନିଜ ପ୍ରେମିକକୁ ଫୋନ୍ କରି ଡକାଇ ଦେଇଥିଲେ । ଆଉ ତାପରେ କେହି ଦେଖିବା ଆଗରୁ ସେଠାରୁ ଲୁଚି କରି ପଳାଇ ଯାଇଥିଲେ ସେ ଆଉ ସାଙ୍ଗରେ ନେଇ ଯାଇଥିଲେ ସମସ୍ତ ସୁନା ଗହଣା । ତେବେ ଏହାପରେ ସମସ୍ତେ ଏହାକୁ ନେଇ ଚର୍ଚ୍ଚା କରିବା ପରେ ବର୍ତ୍ତମାନ ବର ଏବଂ ତାଙ୍କ ପରିବାର ଲୋକ ଯାଇ ଥା-ନାରେ ପହଞ୍ଚି ଯାଇଛନ୍ତି ।

ତାଙ୍କ ଅଭି-ଯୋଗ ଅନୁଯାୟୀ , ତାଙ୍କୁ କ୍ଷ-ତି ପୂରଣ ଦିଆଯାଉ । କାହିଁକି ନା ଝିଅ ନିଜ ସହିତ ଅନେକ ଗହଣା ନେଇ ପଳାଇ ଯାଇଛନ୍ତି। ଯାହା ଫଳରେ ତାଙ୍କୁ ବର୍ତ୍ତମାନ ନିଜର ସମସ୍ତ ଗହଣା ଦରକାର୍ ନଚେତ୍ ତାଙ୍କୁ କ୍ଷତି ପୂରଣ ଦାବି କରି ସେମାନେ ପହଞ୍ଚି ଯାଇଛନ୍ତି । ତେବେ ପୋ-ଲିସ ବର୍ତ୍ତମାନ ମାମ-ଲା ଉପରେ ତ-ଦନ୍ତ ଆରମ୍ଭ କରି ଦେଇଛି ଆଉ ଝିଅକୁ ଖୋଜିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *