କାନ୍ଥରୁ ଲିଭିନି ବାହା ଚିତା, ଘରକୁ ଅସିଥାନ୍ତା ଖୁସି ଖବର ହେଲେ ଅଫେରା ରାଇଜର ସାଥି ହେଲେ ମିଲି

ଝିଅଟି ନିଜ ଘରେ ଥିଲା ବେଳେକେତେ ଖୁସିରେ ଥାଏ। ସେ ଭାବେ ଆଉ ଯାହା ଘରକୁ ବାହା ହେଇକି ଯିବି ସେଠିବି ଏମିତି ଖୁସିରେ ରହିବି। କେତେଜଣଙ୍କ ଖୁସିରେ ରହିବା ସ୍ବପ୍ନ ପୂରଣ ହୁଏ ତ କେତେଜଣଙ୍କ ସ୍ଵପ୍ନ ଅଧା ରହିଯାଏ। କେତେବେଳେ ଶାଶୂଙ୍କ ନିର୍ଯା-ତନା ତ ଆଉ କେତେବେଳେ ସନ୍ଦେହର ଚାରି କାନ୍ତ ଭିତରେ ରହି ବୈବାହିକ ସ-ମ୍ପର୍କ ଭାଙ୍ଗି ଯାଏ। ଯୌତୁ-କରେ ସବୁ ଆଣିଲା ପରେ ବି ବେଳେବେଳେ କିଛି ସାଧାରଣ ଜିନିଷ ପାଇଁ ସ-ମ୍ପର୍କ ଭାଙ୍ଗି ଯାଏ।

୧୧ ମେ ୨୦୨୨ ରେ ଯାଜପୁର ଜିଲ୍ଲା ବିଂଝାପୁର ଥା-ନ ଅନ୍ତର୍ଗତ ଗୁହାଳ ପଦା ଗାଆଁ ର ବ୍ରଜ ଜେନା ନିଜ ଝିଅ ମିଲି ଜେନାଙ୍କୁ ସ୍ଥାନୀୟ କପା ସାହି ଗାଆଁ ର ଖଗେଶ୍ବର ଜେନା ଙ୍କ ପୁଅ ସନ୍ତୋଷ ଙ୍କ ସହ ବାହା ଦେଇ ଥିଲେ। ବାହା ଘରରେ ସମସ୍ତେ ଖୁସିଥିଲେ। ଭଲରେ ଭଲରେ ବାହାଘର ହେଇ ଗଲା। ବାହାଘର ଦୁଇ ମାସ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା।

ଦୁଇ ମାସ ପରେ ଯେତେବେଳେ ମିଲିର ସ୍ବାମୀ କାମ କରିବା ପାଇଁ ବାହାରକୁ ଚାଲି ଗଲେ ସେତେବେଳେ ତାଙ୍କ ଶାଶୂ ଏବଂ ନଣନ୍ଦ ଟଙ୍କା ପାଇଁ ତାଙ୍କୁ ବହୁତ୍ ନିର୍ଯା-ତନା ଦେଲେ। ସେ ସବୁ ବେଳେ ମିଲିକୁ ନିଜ ଘରୁ ଆଉ ଯୌ-ତୁକ ଟଙ୍କା ଆଣିବାକୁ କହି ବଡିଆ ପିଟା କରୁଥିଲେ। ଶାଶୂ ଏବଂ ନଣନ୍ଦ ଯେତେବେଳେ ଜାଣିଲେ ମିଲି ଗର୍ଭ-ବତୀ ଅଛନ୍ତି ସେତେବେଳେ ସେ ଗ-ର୍ଭ ନ-ଷ୍ଟ କରିବାକୁ କହିଲେ । ମିଲି ଗ-ର୍ଭ ନ-ଷ୍ଟ କରିବାରୁ ମନା କରିବାରୁ ଶାଶୂ ଏବଂ ନଣନ୍ଦ ତାଙ୍କ ଜୁସ୍ ରେ କିଛି ମେଡ଼ିସିନ ମିଶେଇ ତାଙ୍କୁ ପିଇବାକୁ ଦେଲେ।

ମିଲି ଜୁସ୍ ପିଇବା ପରେ ତାଙ୍କ ଗ-ର୍ଭ ନ-ଷ୍ଟ ହେଇ ବହୁତ୍ ର-କ୍ତ ସ୍ରା-ବ ହେଇ ସେ ଦୁର୍ବଳ ହେଇ ପଡିଲେ। ତାପରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ସନ୍ତୋଷଙ୍କ ଘର ଲୋକ ମିଲିକୁ ନିଜ ଘରୁ ପଠାଇ ଦେଲେ। ତାପରେ ମିଲିଙ୍କ ବାପା ମିଲିଙ୍କୁ ସମ୍ ହସପିଟାଲ ନେଇ ସନ୍ତୋଷଙ୍କୁ ଫୋନ୍ କରି ସବୁ କଥା କହିଲେ କିନ୍ତୁ ଟିକେଟ ମିଳୁନି ବୋଲି କହି ସନ୍ତୋଷ ମିଲିଙ୍କୁ ଦେଖା କରିବାକୁ ଆସି ନଥିଲେ। ଗତ ବୁଧବାର ଦିନ ମିଲି ସମ୍ ହସପିଟାଲରେ ମୃ-ତ୍ୟୁ ବରଣ କଲେ। ମିଲିଙ୍କ ବାପା ବ୍ରଜ ବିଂଝାପୁର ଥା-ନା ରେ ଅଭି-ଯୋଗ କରିଥିଲେ କିନ୍ତୁ ଥା-ନା ଅଧୀକାରି କିଛି ବୁଝି ନଥିଲେ।

Leave a Reply

Your email address will not be published. Required fields are marked *