ଯୁବକଙ୍କୁ ହାଜିରା ପାଇଁ ଡାକି କୋର୍ଟ ଚା-ଲାଣ କଲେ ଥା-ନା ଅଧିକାରୀ । କାରଣ ଜାଣି ହେବେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ ଯୁବକଙ୍କୁ କିଛି ଥା-ନା ଅଧିକାରୀ ହ୍ୟା-ଣ୍ଡକ-ପ ପକାଇ ଗାଡ଼ିରେ ବସାଇ କୋର୍ଟ ନେଇ ଯାଉଥିବାର ଦେଖିବାକୁ ମିଳିଛି । ଆଉ ଏହାର ଭିଡ଼ିଓ ଦେଖିଲେ କେହିବି ହୁଏତ ବୁଝି ପାରିବେ ନାହିଁ ଯେ ବାସ୍ତବରେ ଯୁବକଙ୍କୁ ଏଭଳି ପୋ-ଲିସ କାହିଁକି ନେଇ ଯାଉଛି । ଆଉ ଯୁବକ ଜଣକ ମଧ୍ୟ କା-ନ୍ଦି କା-ନ୍ଦି ପୋ-ଲିସ ତାଙ୍କୁ କାହିଁକି ଏଭଳି ଧରି ନେଉଛି ବୋଲି କହିବାରେ ଲାଗିଛନ୍ତି । ତେବେ ଯୁବକ ଜଣକ ମିଡ଼ିଆକୁ ମଧ୍ୟ ଏହା ବିଷୟରେ କହିଛନ୍ତି ଯେ ପୋ-ଲିସ ତାଙ୍କୁ ହଠାତ ଏଭଳି କୋର୍ଟ ଚା-ଲାଣ କରୁଛି ।

ସୂଚନା ଅନୁଯାୟୀ ଯୁବକ ଜଣକ ନାମରେ ବୋଧହୁଏ କିଛି ମାମ-ଲା ପୂର୍ବରୁ ଥା-ନାରେ ରୁ-ଜ୍ଜୁ ହୋଇଛି । ଯେଉଁ କାରଣରୁ ତାରିଖ ଅନୁଯାୟୀ ଯୁବକଙ୍କୁ ହାଜିରା ଦେବାକୁ କୁହାଯାଇଥିଲା । ଆଉ ଗତକାଲି ମଧ୍ୟ ଯୁବକ ଜଣଙ୍କୁ ହାଜିରା ପାଇଁ ଏବଂ କିଛି ସାଧରଣ ଏନକ୍ବାରି କରିବେ କହି ଡାକିଥିଲେ ଥା-ନା ଅଧିକାରୀ ।

ଆଉ ଯୁବକ ଜଣକ ହାଜିରା ପାଇଁ ମଧ୍ୟ ଆସିଥିଲେ । କିନ୍ତୁ ହଠାତ ତାଙ୍କୁ କୋର୍ଟ ଭିଡ଼ି ନେଇଥିଲେ ଥା-ନା ଅଧିକାରୀ ମାନେ । ଯାହାକୁ ନେଇ ଯୁବକ ଜଣକ ପ୍ରଥମେ କିଛିବି ବୁଝି ପାରିନଥିଲେ । ତାଙ୍କୁ ଯେତେବେଳେ ମୁସ୍କାନଙ୍କ ସହିତ କଣ ସ-ମ୍ପର୍କ ଅଛି ବୋଲି ପଚରା ଯାଇଥିଲା , ସେତେବେଳେ ସେ କେବଳ ଗୋଟିଏ ଉତ୍ତର ଦେଇଥିଲେ ଯେ ମୁସ୍କାନଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।

ସେ ଏହା ମଧ୍ୟ କହିଥିଲେ ଯେ ଗତ ତିନି ବର୍ଷ ହେବ ସେ ବିବାହ କରି ସାରିଛନ୍ତି ଏବଂ ନିଜ ସ୍ତ୍ରୀ ସହିତ ଅଛନ୍ତି । ଏହାବ୍ୟତୀତ ତାଙ୍କ ସାଙ୍ଗ ମୁସ୍କାନଙ୍କୁ ବିବାହ କରିଛନ୍ତି । ଆଉ ଏହା ସତ୍ତ୍ୱେ ସେ ଥା-ନାକୁ ହାଜିରା ପକାଇବାକୁ ଆସିଥିବା ବେଳେ ପୋ-ଲିସ ମାନେ ତାଙ୍କୁ ହଠାତ କୋର୍ଟ ଚା-ଲାଣ କରୁଥିବା ଦାବି କରିଛନ୍ତି ।

ସେ କହିଛନ୍ତି ଯେ ଦଶହରାରେ ପୋ-ଲିସ ମାନେ ତାଙ୍କୁ କେବଳ ଫସା-ଇବା ପାଇଁ ଏଭଳି କରୁଥିବା କହିଛନ୍ତି । ଏହାବ୍ୟତୀତ ସେ କହିଛନ୍ତି ଯେ ଏଭଳି କିଛି କାରଣ ଦ୍ୱାରା ହିଁ ଜଣେ ସାଧାରଣ ମନୁଷ୍ୟ କ୍ରିମି-ନାଲ ହୋଇଯାଏ । ତେବେ ଏହି ଘ-ଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *