ସ୍ତ୍ରୀର ଶ-ବକୁ ରାତି ସାରା ଧରି କା-ନ୍ଦିଲା ସ୍ୱାମୀ , କହିଲା ଏ କଣ ହେଇଗଲା

ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି । ଜୀବନରେ କେବେ ବି ଅଲଗା ହେବାର କଥା କହି ନଥିଲେ । ସାରା ଜୀବନ ଏକାଠି ରହିବା ପାଇଁ ଦେଖିଥିଲେ ଅନେକ ସ୍ବପ୍ନ । ଆଉ ଭାବିଥିଲେ କି ନିଜର ଏକ ଅଲଗା ଦୁନିଆଁ ତିଆରି କରିବେ । କିନ୍ତୁ ଏସବୁ ହେବା ଆଗରୁ ସବୁକିଛି ବିଗିଡି ଗଲା । କାହିଁକି ନା ଏ ଦୁନିଆଁରେ ଆଉ ରହିଲା ନାହିଁ ସ୍ତ୍ରୀ । ସବୁଦିନ ପାଇଁ ସ୍ବାମୀଙ୍କୁ ଏକୁଟିଆ କରି ଛାଡି ଦେଇଗଲା ସ୍ତ୍ରୀ । ତେବେ ଏପରି ଏକ ଦିନ ଆସିଲା ଯେଉଁ ଦିନ ନିଜ ସ୍ତ୍ରୀର ଶ-ବକୁ ଧରି କା-ନ୍ଦିବାକୁ ଲାଗିଲା ସ୍ଵାମୀ ।

କାହିଁକି ନା ତା ପାଖରେ ଆଉ ତାର ସ୍ତ୍ରୀ ନଥିଲା । ତାର ଦୁଃଖ ସୁଖ ଆଉ କିଏ ବା ବୁଝିଥାନ୍ତା । ତା ଆଖିରୁ ଆଉ କିଏ ଲୁ-ହ ପୋଛି ଦେଇଥାନ୍ତା । ତେବେ ସବୁକିଛି ବିଗିଡି ଯାଇଥିଲା ବୋଲି ସ୍ଵାମୀ ଅନୁତାପ କରିଥିଲା । ତେବେ ର-କ୍ତ ଯୁ-ଡୁବୁ-ଡୁ ନିଜ ସ୍ତ୍ରୀର ମୃ-ତ ଶରୀରକୁ କୁଣ୍ଢାଇ ଧରିଥିଲା ସ୍ଵାମୀ । ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି , ଇନ୍ଦୋରରେ । ଅନୁ ହର୍ଷ ଦୁହେଁ ଦୁହିଁଙ୍କୁ ବେଶ୍ ଭଲ ପାଉଥିଲେ । ଦୁହେଁ ନିଜର ଏକ ଛୋଟ ସଂସାର ଗଢିଥିଲେ ।

କିନ୍ତୁ ଏକଦା କିଛି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କ-ଟାକ-ଟି ହୋଇଥିଲା । ଯାହା ପରେ ନିଜ ସ୍ତ୍ରୀ ଅନୁଙ୍କୁ ଏକ ଧା-ରୁଆ ଅ-ସ୍ତ୍ରରେ ବିଭିନ୍ନ ଜାଗାରେ ହାଣି ପକାଇ ଥିଲେ ହର୍ଷ । ଯାହା ପରେ ରାତି ସାରା ସେହି ଶ-ବକୁ ଧରି କା-ନ୍ଦିବାକୁ ଲାଗିଥିଲେ । ଦେହ ସାରା ହାତ ଲଗାଉଥିଲେ ଆଉ କହୁଥିଲେ ଅନୁ ଆଉ ଫେରିବ ନାହିଁ । ତେବେ ଏପରି ଅଭି-ଯୋଗ ଆଣିଛନ୍ତି ଅନୁଙ୍କ ମାଆ । ତେବେ ବର୍ତ୍ତମାନ ସମୟରେ ହର୍ଷ ଜେ-ଲ ମଧ୍ୟରେ ଅଛନ୍ତି ।

ତେବେ ଜେ-ଲ ମଧ୍ୟରେ ସେ ନିଜେ ନିଜେ ଅନୁତାପ କରିବାକୁ ଲାଗିଛନ୍ତି । ତାଙ୍କ ଦ୍ବାରା ଏତେ ବଡ ଭୁଲ କେମିତି ହୋଇଗଲା । ଯାହାକୁ ସେ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ । ତାଙ୍କୁ ହିଁ ସେ କେମିତି ହ-ତ୍ୟା କରିଦେଲେ । ଆଉ ଏମିତି କରିଦେଲେ ଯେ , ସେ ଆଉ କେବେ ତାଙ୍କ ପାଖକୁ ଫେରିବେ ନାହିଁ । ତେବେ ବର୍ତ୍ତମାନ ଜେ-ଲର ଚାରିକାନ୍ଥ ମଧ୍ୟରେ ଦିନ ବିତାଉଛନ୍ତି ହର୍ଷ । ତେବେ ଆଜି ଅନୁଙ୍କ ଶ୍ରାଦ୍ଧ ବାର୍ଷିକୀ ହୋଇଥିବାରୁ ସେ ତାଙ୍କୁ ମନେ ପକାଇଛନ୍ତି ।

Leave a Reply

Your email address will not be published. Required fields are marked *