ସାମ୍ନାକୁ ଆସିଲା ସୁନ୍ଦରୀ ମୁଷ୍କାନର ପ୍ରେମିକ ସହିତ ଭିଡିଓ , ଖୋଲୁଛି ଗୁମର

କିଛି ଦିନ ଆଗରୁ ଖାରବେଳ ନଗର ପୋ-ଲିସ ହାତରେ ଧରା ପଡ଼ିଥିଲା ଜଣେ ସୁନ୍ଦରୀ ତାର ଆଉ ସହଯୋଗୀ ମାନେ । ତେବେ ସେହି ସୁନ୍ଦରୀ ଜଣକ ନିଜର ଯୌବନ ଆଉ ସୁନ୍ଦରତାରେ ଅନ୍ୟ ମାନଙ୍କୁ ପାଗଳ କରି ଦେଇଥିଲା ଆଉ ସେମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ , ସେମାନଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ ଇଶାରା ଦେଇଥିଲା । ତେବେ ସେହି ସୁନ୍ଦର ଜଣକ ହେଉଛି ମୁଷ୍କାନ । ଯୌବ-ନର ପ୍ରଥମ ପାହାଚରେ ପାଦ ଥାପି ଥିଲା ମୁଷ୍କାନ ଅରଫ ଶରିଫା ଖାତୁନ ।

ଅନ୍ୟ ମାନଙ୍କୁ ନିଜ ଯୌ-ବନ ଆଉ ସୁନ୍ଦରତାରେ ପାଗଳ କରିବା ଥିଲା ତାର କାମ ଏବଂ ସେମାନଙ୍କ ଠାରୁ ଟଙ୍କା ହଡ଼ପ କରିବା ଥିଲା ତାର ବ୍ୟବସାୟ । ଏପରି କରି ସେ ଅନେକ ଟଙ୍କା ରୋଜଗାର କରି ନେଉଥିଲା ଆଉ ବଞ୍ଚିଥିଲା ବିଳାସପୂର୍ଣ୍ଣ ଜୀବନ । କିନ୍ତୁ ବର୍ତ୍ତମାନ ତାର ସବୁ ଖେଳ ଶେଷ ହୋଇ ଯାଇଛି । କାହିଁକି ନା ପୋ-ଲିସ ହାତରେ ଧରା ପଡ଼ି ଯାଇଥିବା ମୁଷ୍କାନ୍ ଆଉ ତାର ସହଯୋଗୀ ମାନେ ବର୍ତ୍ତମାନ ସମୟରେ ଜେ-ଲ ଚାରି କାନ୍ଥ ମଧ୍ୟରେ ଦିନ ବିତାଉଛନ୍ତି । ସୂଚନା ଅନୁସାରେ , ସାତ ବର୍ଷ ଆଗରୁ ଠିକ୍ ଏହିଭଳି ଘ-ଟଣା ପାଇଁ ଜେ-ଲ ଯାଇଥିଲା ସେ ।

ସେଠାରେ ଜଣେ ନି-ଶା ବ୍ୟବସାୟୀଙ୍କୁ ନିଜ କବଳରେ କରି ନେଇ ଜେ-ଲ ମଧ୍ୟରୁ ମୁକ୍ତି ପାଇ ଯାଇଥିଲା । ଆଉ ଏବେ ପୁଣି ସେହି କାମ କରୁଥିଲା । ତେବେ ସୂଚନା ଅନୁସାରେ , ସୁନ୍ଦରୀ ମୁସ୍କାନ ଆଉ ତାର କିଛି ସହଯୋଗୀ ମାନେ ରହିଥିଲେ । ମୁସ୍କାନର ମୁଖ୍ୟ ନଜର ବସ୍ ଆଉ ରେଳ ଷ୍ଟେସନକୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ରହିଥିଲା ।ସେମାନଙ୍କୁ ନିଜ ଆଖିର ଇଶାରା ଆଉ କଥାରେ ପଟାଇ ଦେଇଥିଲା । ଏହାପରେ ସେମାନଙ୍କ ସହିତ ଦେହ ସୁଖ ନେବା ପାଇଁ ମଧ୍ୟ ଇଶାରା କରୁଥିଲା । ଆଉ ଯେତେବେଳେ ସେମାନେ ମାନି ଯାଉଥିଲେ , ସେମାନଙ୍କୁ ଅଟୋ ମାଧ୍ୟମରେ ଗୋଟିଏ ଦୂର ଜାଗାକୁ ନେଇ ଯାଉଥିଲା ।

ଏହାପରେ ସେମାନଙ୍କୁ ନିଶା ଦେଇ ମା-ଡ଼ କରି ତାଙ୍କ ଠାରୁ ଟଙ୍କା ଲୁ-ଟି ନେଉଥିଲା । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ହାତରେ ଲାଗିଛି ମୁସ୍କାନ ଆଉ ପ୍ରେମିକର ରିଲ ଭିଡିଓ । ଯେଉଁ ଥିରେ ଦୁହେଁ ବେଶ୍ ଖୁସି ଥିବାର ଜଣା ପଡ଼ୁଛନ୍ତି । ତେବେ ପ୍ରକୃତରେ ଏହି ବ୍ୟକ୍ତି ଜଣକ କିଏ , ତାହା ବିଷୟରେ ପୋ-ଲିସ ଜାଣିବା ପାଇଁ ଚେଷ୍ଟା କରୁଛି । ଅନ୍ୟ ପକ୍ଷରେ ଗତକାଲି ପୋ-ଲିସ ହାତରେ ଧରା ପଡ଼ିଛି ମୁସ୍କାନର ଆଉ ଏକ ସହଯୋଗୀ ପିଣ୍ଟୁ । ସେ କହିଛି କି , ମୁସ୍କାନ ସହିତ ତାର କିଛି ସମ୍ପର୍କ ନାହିଁ , ତାର ଜଣେ ସାଙ୍ଗ ମୁସ୍କାନଙ୍କୁ ବିବାହ କରିଛନ୍ତି ।

Leave a Reply

Your email address will not be published. Required fields are marked *