ନିଜକୁ ନିଜେ ଗୁ-ଳି କରିଦେଲେ ପୋ-ଲିସ ଇନ୍ସପେକ୍ଟର , ସମସ୍ତେ ହେଲେ ତାଯୁବ୍

ଜୀବନରେ କେବେ ଆପଣ ଏମିତି କଥା କେବେ ଶୁଣି ନଥିବେ । ଜଣେ ପୋ-ଲିସ ଅଫିସର ନିଜକୁ ନିଜେ ଗୁଳି କରିବାର ଘଟ-ଣା ଆପଣଙ୍କୁ ନୂଆ ଲାଗି ପାରେ । ଜଣେ ପୋ-ଲିସ ଅଫିସର ସଦାବେଳେ ନିଜ ବନ୍ଧୁକକୁ ଅପ-ରାଧୀ ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ କେବେ ନିଜ ପାଇଁ ବ୍ୟବହାର କରିବା କଥା ନୂଆ ହୋଇପାରେ । ହଁ ଆଜ୍ଞା ଏପରି ଏକ ଘ-ଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରି ଦେଇଛି । ଜଣେ ପୋ-ଲିସ ଅଫିସର ଯିଏ ଅନ୍ୟ ମାନଙ୍କ ପାଇଁ କାମ କରିଥାନ୍ତି ଆଉ ଲୋକଙ୍କ ସୁର-କ୍ଷା ପାଇଁ ସବୁବେଳେ ଆଗଭର ରହିଥାନ୍ତି , ସେ ହଠାତ୍ ଏପରି କାମ କରିଦେବେ ବୋଲି କେହି ବିଶ୍ବାସ କରିପାରୁ ନାହାଁନ୍ତି ।

ଜଣେ ପୋ-ଲିସ ଅଫିସର ନିଜ ବନ୍ଧୁକ ନିଜେ ବାହାର କରି ନିଜ ବାମ ପାଖ ଗାଲକୁ ଗୁଳି କରି ଦେଇଛନ୍ତି । ଆଉ ଏହି ଭଳି ଦୁର୍ଭା-ଗ୍ୟଜ-ନକ ଘ-ଟଣା ଘଟି ଯାଇଛି କୋରାପୁଟ ପୋ-ଲିସ ଷ୍ଟେସ-ନରେ । ନରେନ୍ଦ୍ର ବିଶ୍ୱାଳ ନାମକ ଜଣେ ପୋ-ଲିସ ଇନସ୍ପେକ୍ଟର ନିଜ ପକେଟରୁ ବ-ନ୍ଧୁକ ବାହାର କରିଥିଲେ ଆଉ ହଠାତ୍ ସମସ୍ତଙ୍କ ଆଗରେ ନିଜକୁ ଗୁ-ଳି କରି ଦେଇଥିଲେ । ଏହି କଥା ଦେଖି ସମସ୍ତେ ହୋଇ ଯାଇଥିଲେ ତାଯୁବ । ତେବେ ସୂଚନା ଅନୁଯାୟୀ , ଘଟ-ଣା ସ୍ଥଳରେ ଉପସ୍ଥିତ ଥିଲେ ଅତିରିକ୍ତ ପୋ-ଲିସ ଅଫିସର ମାନେ ।

ଯେଉଁ ମାନେ ସେହି ସମୟରେ ଏକ ମିଟିଂ କରୁଥିଲେ । ଆଉ ମିଟିଂ ରେ ସେମାନେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ଚଳାଇ ଥିଲେ । କିନ୍ତୁ କେହି ବି ଭାବି ନଥିଲେ ହଠାତ୍ ଏପରି ଦୁର୍ଘ-ଟଣା ଘଟିଯିବ ଆଉ ପୋ-ଲିସ ଅଫିସର ଜଣକ ଏପରି କା-ଣ୍ଡ କରିଦେବେ । ତେବେ ଚାହୁଁ ଚାହୁଁ ପୋ-ଲିସ ଅଫିସର ଜଣକ ନିଜ ବନ୍ଧୁକ ବାହାର କରି ବାମ ପଟ ଗା-ଲକୁ ଗୁ-ଳି ଚଳାଇ ଦେଇଥିଲେ । ଆଉ ଘ-ଟଣା ସ୍ଥଳରେ ହିଁ ତାଙ୍କ ଅବସ୍ଥା ଗୁରୁ-ତର ହୋଇ ଯାଇଥିଲା । ଯାହା ପରେ ତାଙ୍କୁ ତାଙ୍କ ସାଥି ଅଫିସର ମାନଙ୍କ ଦ୍ଵାରା କୋରାପୁଟ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା।

ମେଡିକାଲ ରେ ଯାଇ ସମସ୍ତେ ପହଞ୍ଚି ଯାଇଥିଲେ । ଚାହୁଁ ଚାହୁଁ ମେଡିକାଲ ପରିସରରେ ଲୋକାରଣ୍ୟ ହୋଇ ଉଠିଥିଲା । ତେବେ ସାଙ୍ଗେ ସାଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ଅପରେସନ ଥିଏଟରକୁ ପଠାଇ ଦିଆ ଯାଇଥିଲା । ତେବେ ଏପଟେ ଘ-ଟଣା ପଛରେ ରହିଥିବା ମୂଳ କାରଣ ଜାଣିବା ପାଇଁ ପୋ-ଲିସ ଅଧିକାରୀ ମାନେ ତ-ଦନ୍ତ ଚଳାଇଛନ୍ତି । କାହିଁକି ଏବଂ କେଉଁ କାରଣରୁ ନରେନ୍ଦ୍ର ବିଶ୍ଵାଳ ଏପରି କାମ କଲେ , ତାହା ଜାଣିବା ପାଇଁ ତ-ଦନ୍ତ ଚଳାଇଛି ପୋ-ଲିସ । ତେବେ ଅନ୍ୟ ପକ୍ଷରେ ନରେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *