ଗୁଜୁରାଟରେ ପ୍ରେମ କରି ପେଟରେ ଛୁଆ ଦେଇ ଓଡ଼ିଶା ଆସିବାର ମି-ଛ କଥା କହି ଅଧା ବାଟରେ ଫେ-ରାର ଗିରିଧାରୀ।

ଆଜିର ଦିନରେ ଭଲ ପାଇବାର ମାନେ କେବଳ ଧୋ-କା ଏବଂ ଶାରି-ରୀକ ସ-ମ୍ପର୍କ। ଭଲ ପାଇବାରେ ଗୋଟେଥର ଝିଅର ବିଶ୍ଵାସ ଜିତି ଶାରି-ରୀକ ସ-ମ୍ପର୍କ ରଖିଲା ପରେ ପୁଅମାନେ ବଦଳି ଯାଉଛନ୍ତି। ଏବେ ପ୍ରତି ସପ୍ତାହରେ ପୁଅମାନେ ଗୋଟେ ଗୋଟେ ପ୍ରେମିକା ବଦଳାଉଛନ୍ତି।

ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣମାଧ୍ୟମରେ ଅଟେ କଥା ଶୁଣିବା ପରେ ମଧ୍ୟ ଝିଅମାନେ ଭଲ ବାଟରେ ନ ଯାଇ ଏମିତି ଛଳନା କରି ଭଲ ପାଉଥିବା ପୁଅ ମାନଙ୍କ ପ୍ରେମରେ ପଡ଼ି ଯାଉଛନ୍ତି। ହଁ ଆଜ୍ଞା ବଲାଙ୍ଗୀର ଜିଲ୍ଲାରେ ଏମିତି ଏକ ଘଟ-ଣା ଦେଖିବାକୁ ମିଳିଛି।

ବଲାଙ୍ଗୀର ଜିଲ୍ଲା ଶଇତଳା ବ୍ଲକ ଅନ୍ତର୍ଗତ ଝରାବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝିଙ୍କି ଡୁଙ୍କୁରି ଗାଆଁର ଗିରିଧାରୀ ଗୁଜୁରାଟର ଗୋଟେ ଘରୋଇ କମ୍ପାନୀରେ ରହି କାମ କରନ୍ତି । ଗୁଜୁରାଟରେ କାମ କଲାବେଳେ ଶୋଶିଲା ପଟେଲ ଙ୍କ ସହ ତାଙ୍କର ଦେଖା ହେଇଥିଲା। ଦୁହେଁ ଗୋଟେ କମ୍ପାନୀରେ କାମ କରୁଥିବାରୁ ସବୁ ଦିନ ଦେଖା ଦେଖି ଭିତରେ ଭଲ ପାଇବା ବଢିଲା। ତା ପରେ ଗିରିଧାରୀ ବାହାହେବର ଆଶା ଦେଖାଇ ଯୁବତୀଙ୍କ ସହ ଅନେକ ଥର ଶାରି-ରୀକ ସ-ମ୍ପର୍କ ରଖିଲେ।

ଏମିତି କିଛି ଦିନ ଯିବାପରେ ଶୋଷିଳା ଗର୍ଭ-ବତୀ ହେଲେ । ୭ ମାସର ଗର୍ଭ-ବତୀ ହେବାପରେ ଗିରିଧାରୀ ଓଡ଼ିଶା ଯିବାର ବାହାନା କରି ଶୋଷିଳାଙ୍କୁ ସାଥିରେ ଧରି ଆସିଲେ। କିନ୍ତୁ ଅଧା ବାଟରେ ତାଙ୍କୁ ଏକା ଛାଡ଼ି କୁଆଡେ ଚାଲିଗଲେ। ଏବେ ୭ ମାସର ପିଲାକୁ ପେଟରେ ଧରି ଶୋଷିଳା ଏଘରରୁ ସେ ଘର ଘୁରି ବୁଲୁଛନ୍ତି। ତାଙ୍କ ପାଖରେ ଖାଇବା ପାଇଁ ଖାଦ୍ୟ ଏବଂ ପିନ୍ଧିବା ପାଇଁ କପଡା ମଧ୍ୟ ନାହିଁ। ୭ ମାସର ପିଲା ପେଟ ଭିତରେ ସବୁ ବେଳେ ଗୋଇଠା ମା-ରିଥିବାରୁ ତାଙ୍କୁ ବହୁତ୍ କଷ୍ଟ ହେଉଛି।

Leave a Reply

Your email address will not be published. Required fields are marked *