ପିକନିକ ସ୍କୁଲ ବସ ଅଧା ରାସ୍ତାରେ ହେଲା ଦୁର୍ଘ-ଟଣାଗ୍ରସ୍ତ । ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଘଟିଲା ଏଭଳି ଦୁର୍ଘ-ଟଣା ।

ପିକନିକ ଭଳି ହାସଖୁସି ସମୟରେ କୌଣସି ବଡ଼ ଦୁର୍ଘ-ଟଣା କଣ କେହିବି ଭାବି ପାରନ୍ତି ? ଆଉ ତାପରେ ବି କେତେବେଳେ କଣ ଯେ ଦୁର୍ଘ-ଟଣା ଘଟିଯିବ ତାହା କାହାକୁ ବା ଜଣା ? ଛାତ୍ରଛାତ୍ରୀ ସମ୍ବଲପୁରରୁ ପିକନିକ ସାରି ବେଶ ହସଖୁସିରେ ମଜାମସ୍ତି କରି ସକାଳୁ ସକାଳୁ ବାଲେଶ୍ୱର ସୋରକୁ ଫେରୁଥିଲେ ।

କେହିବି ଭାବି ନଥିଲେ ଯେ ଘରେ ପହଞ୍ଚିବା ବଦଳରେ ସେମାନେ ହସ୍ପିଟାଲରେ ପହଞ୍ଚିଯିବେ ବୋଲି । ଛାତ୍ରଛାତ୍ରୀ ସମ୍ବଲପୁରରୁ ମା’ ସମଲେଶ୍ବରୀଙ୍କ ଦର୍ଶନ କରି ସକାଳୁ ସକାଳୁ ଘରକୁ ଫେରୁଥିଲେ । କିନ୍ତୁ ଅଧା ବାଟରେ ଭ-ୟଙ୍କର ଦୁର୍ଘ-ଟଣା ଘଟି ଯାଇଥିଲା । ଯେଉଁ ଦୁର୍ଘ-ଟଣାରେ ୧୦ ରୁ ଅଧିକ ଛାତ୍ରଛାତ୍ରୀ ଆ-ହତ ହୋଇଥିବା ସୂଚନା ମିଳିଛି ।

ତେବେ ବସରେ ଥିବା ଜଣେ ଲୋକ କହିଛନ୍ତି ଯେ ଦୁଇଟି ବସରେ ପୁଅ ଏବଂ ଝିଅ ପୃଥକ ଭାବରେ ପିକନିକ କରିବାକୁ ଯାଇଥିଲେ । ଆଉ ପିକନିକ ସାରି ଆସିବା ବେଳେ ପୁଅ ମାନେ ଥିବା ବସରେ ଏଭଳି ଘଟଣା ଘଟି ଯାଇଥିଲା । ଝିଅ ମାନଙ୍କ ବସ ଠିକ ଥିବା ବେଳେ ପୁଅ ମାନଙ୍କ ବସରେ ଥିବା ଡ୍ରାଇଭରର ଆଖି ଲାଗି ଯିବାରୁ ଏଭଳି ଘ-ଟଣା ଘଟିଥିବା କହିଛନ୍ତି ବ୍ୟକ୍ତି ଜଣକ । ସେ କହିଛନ୍ତି ଯେ ବସ ଡ୍ରାଇଭରର ଆଖି ଲାଗିଯିବା କାରଣରୁ ବସଟି ଯାଇ ସାମ୍ନାରେ ଥିବା ଏକ ଟ୍ରକକୁ ବାଡ଼େଇ ହୋଇଥିଲା । ଯେଉଁ କାରଣରୁ ବସର ସାମ୍ନା କାଚ ଭାଙ୍ଗିବା ସହିତ ବସ ଡ୍ରାଇଭରର ଗୋଡ଼ ଭାଙ୍ଗି ଯାଇଛି ।

କିନ୍ତୁ ଛାତ୍ରଛାତ୍ରୀଙ୍କୁ ବିଶେଷ ଆ-ଘାତ ଲାଗିନାହିଁ । ତେବେ ଦୁର୍ଘ-ଟଣା ଏଭଳି ଭ-ୟଙ୍କର ଥିଲା ଯେ ସ୍କୁଲ ବସର ସମ୍ମୁଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ଏଭଳି ଏକ ଦୁର୍ଘ-ଟଣା ଘଟି ଯାଇଛି ।

ସୂଚାନ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସୋରର ୬୦ ଜଣ ଛାତ୍ରଛାତ୍ରୀ ସମ୍ବଲପୁରକୁ ପିକନିକ କରିବାକୁ ଯାଇଥିଲେ । କିନ୍ତୁ ପିକନିକ ସାରି ଫେରୁଥିବା ସମୟରେ ଏକ ଟ୍ରକକୁ ପଛପଟୁ ଧ-କ୍କା ଦେଇଥିଲା ବସ । ଏହି ଦୁର୍ଘ-ଟଣାରେ ବସ ଚାଳକ ଜଣକ ବସ ଭିତରେ ଚାପି ହୋଇ ରହି ଯାଇଥିଲେ ଏବଂ ବସର ସମ୍ମୁଖ ଭାଗକୁ କଟରରେ କାଟି ତାଙ୍କୁ ଉ-ଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିମଧ୍ୟରୁ ବସ ଡ୍ରାଇଭର ଏବଂ ଜଣେ ଶିକ୍ଷକଙ୍କ ଅବସ୍ଥା ଗୁରୁ-ତର ଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *