ବିବାହକୁ ମାତ୍ର ୭ ମାସ । କିନ୍ତୁ ସ୍ତ୍ରୀ ସହିତ ସ୍ୱାମୀ କଲା ଏଭଳି କା-ଣ୍ଡ । ବାପ ଘର ଲୋକ ଆଣିଲେ ଅଭି-ଯୋଗ ।

ବିବାହ ପରେ ଝିଅଟିଏ ନିଜର ଲୋକ ଏବଂ ଅତି ପ୍ରିୟର ପରିବାର ଲୋକଙ୍କୁ ଛାଡ଼ି ନିଜ ସ୍ୱାମୀର ହାତ ଧରି ଚାଲିଆସେ ଜୀବନ ବିତାଇବାକୁ । ତାର ଟିକିଏବି ଧାରଣା ନଥାଏ ଯେ ଅତି ଶାନ୍ତ ଭାବରେ ବେଦୀରେ ବସି ସ୍ତ୍ରୀକୁ ସୁର-କ୍ଷା ଏବଂ ଯତ୍ନ ନେବାକୁ ପ୍ରତିଜ୍ଞା କରିଥିବା ଲୋକ ଏତେ ପ୍ରତା-ରଣା କରିପାରେ ବୋଲି । ତାର ସବୁ ସ୍ୱପ୍ନ ଆଜି ତାର ସ୍ୱାମୀ ପାଇଁ ହିଁ ଧୂଳିସାତ ହୋଇଯାଇଛି ।

ଶାଶୁ ଘର କାନ୍ଥରେ ଏବେବି ଲେଖା ହୋଇଛି ସିକୁ ଏବଂ ସେବତୀ । ଏହାର ଅର୍ଥ ବିବାହକୁ ବେଶୀ ଦିନ ହୋଇନି । କିନ୍ତୁ ବିବାହର ମାତ୍ର ୭ ମାସ ଯେ ତାର ଶାଶୁ ଘରେ ବଞ୍ଚିବା ଏତେ କଷ୍ଟକର ହୋଇ ପଡ଼ିବ , ତାହା ସେ କେବେବି ଭାବି ନଥିଲା ।ସୂଚନା ଅନୁଯାୟୀ ବିବାହର ମାତ୍ର ସାତ ମାସ ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହ-ତ୍ୟା କରିଥିବା ଅଭି-ଯୋଗ ହୋଇଛି । ଯେଉଁ ଘ-ଟଣା ବର୍ତ୍ତମାନ ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ଏଭଳି ଏକ ଘ-ଟଣା ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥା-ନା ଅନ୍ତର୍ଗତ ବାଲିସାହିରେ ଘଟି ଯାଇଛି । କହିରଖିବୁ ଯେ ବିଗତ ୭ ମାସ ତଳେ ବୈଦିକ ରୀତିନୀତିରେ କାଳନ୍ଦୀ ସିଂଙ୍କ ସୁପୁତ୍ର ବିରଞ୍ଚି ସିଂ ଅର୍ଥାତ ସିକୁ , କଣ୍ଟାପାଳ ପଞ୍ଚାୟତର ଚାରି ନମ୍ବର କଲୋନୀର ସୁକୁମାର ମହାପାତ୍ରଙ୍କ ଝିଅ ସେବତୀ ମହାପାତ୍ରଙ୍କୁ ବିବାହ କରିଥିଲେ । କିନ୍ତୁ ବିରଞ୍ଚି ବିବାହର କିଛି ମାସ ପରେ ମ-ଦ୍ୟପା-ନ କରି ଘରକୁ ଆସୁଥିଲେ । ଯାହା ଦେଖି ସ୍ତ୍ରୀ ତାଙ୍କୁ ବି-ରୋଧ କରିଥିଲେ ।

କିନ୍ତୁ ଏତିକିରେ ସ୍ୱାମୀ ତାଙ୍କୁ ମା-ଡ଼ ମା-ରିଥିଲେ । ଯେଉଁ ବିଷୟରେ ସେ ନିଜ ବାପ ଘର ଏବଂ ଶାଶୁ ଘର ଲୋକଙ୍କୁ ମଧ୍ୟ ଜଣାଇ ଥିଲେ । ସମସ୍ତେ ଭାବିଥିଲେ ଯେ ଦୁହିଁଙ୍କ ମଧ୍ୟରେ ଛୋଟ ମୋଟ ଝ-ଗଡ଼ା ହୋଇଛି । କିନ୍ତୁ ଗତକାଲି ମଧ୍ୟ ବିରଞ୍ଚି ଆସି ମ-ଦ ପିଇ ନିଜ ସ୍ତ୍ରୀକୁ ବାଡ଼େଇ ଥିଲେ । ଆଉ ଆଜି ସକାଳୁ ସେବତୀଙ୍କ ମୃ-ତ ଶରୀର ଘର ଭିତରୁ ଉ-ଦ୍ଧାର କରାଯିବା ପରେ ବାପଘର ଲୋକେ କଙ୍କଡ଼ାହାଡ଼ ଥା-ନାରେ ବିରଞ୍ଚିଙ୍କ ନାମରେ ଏକ ଲିଖିତ ଅଭି-ଯୋଗ କରି ତାଙ୍କ ଝିଅର ହ-ତ୍ୟା କରିଥିବା କହିଛନ୍ତି ।

ତେବେ ଏହି ଅଭି-ଯୋଗ ଆଧାରରେ କଙ୍କଡ଼ାହାଡ଼ ଥା-ନା ଅଧିକାରିଣୀ କଳ୍ପନା ବେହେରା ଏବଂ ସହକର୍ମୀ ଘଟ-ଣାସ୍ଥଳରେ ପହଞ୍ଚି ବିରଞ୍ଚି ସିଂକୁ ଗି-ରଫ କରିବା ସହିତ ଶ-ବ ଜ-ବତ କରି ବ୍ୟବ-ଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ପଠାଇବା ସହିତ ପୋ-ଲିସ ଟିମ ମାମ-ଲାରେ ଅଧିକ ତ-ଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *