ବୃଦ୍ଧଙ୍କୁ ଟାଣି ନେଇ ଝୁଣୀ ପକାଇଲା କୁମ୍ଭୀର ।

ଏବେ ଖେଳିଯାଇଛି ରାଜ୍ୟରେ କୁମ୍ଭୀର ଆ-ତଙ୍କ । କୁମ୍ଭୀର ଆଉ ମଣିଷଙ୍କ ଭିତରେ ଚାଲିଛି ଛକା ପଛା । କୁମ୍ଭୀର ମଣିଷ ମାଂ-ସ ପାଇଁ ବିକଳ ହେଉଥିବା ବେଳେ । ମଣିଷ କୁମ୍ଭୀର ମାନଙ୍କ ପାଖରୁ ବଞ୍ଚିବାକୁ ଉପାୟ ଖୋଜୁଛି। ତେଣୁ କୁମ୍ଭୀର ଆଉ ମଣିଷ ମାନଙ୍କ ଲ-ଢେ଼ଇ ଭିତରେ କୁମ୍ଭୀର ଜିତି ଚାଲିଛି ଗୋଟିଏ ପରେ ଗୋଟିଏ ବାଜି । କୁମ୍ଭୀର ମଣିଷର ଲଢେ଼ଇ ଭିତରେ କୁମ୍ଭୀର ନିଜର ଲକ୍ଷ ପୂରଣ କରିବାରେ ସଫଳ ହେଉଛି । ହେଲେ ମଣିଷ କୁମ୍ଭୀର ମୁଁହ ଆଗରେ ପଡ଼ି ନିଜର ଜୀବନ ହାରୁ ଛନ୍ତି । ତେବେ ଏହାରି ଭିତରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ଛାତି ଥରା କାହାଣୀ ଯାହା ଶୁଣିଲେ ଆପଣ ଭ-ୟଭୀ-ତ ହୋଇଯିବେ ।

କୁମ୍ଭୀର ଆଉ ମଣିଷ ଭିତରେ ଯେତେ ଭଲ ସ-ମ୍ପର୍କ ରହିଲେ ମଧ୍ୟ ସେମାନେ ଯେତେବେଳେ ଭୋକରେ ଥିବେ ସେ ମଣିଷ ମାଂ-ସ ହିଁ ଖାଇ ଚାଲିବେ । ତେଣୁ ଜଣେ ବୃଦ୍ଧ କୁମ୍ଭୀରଙ୍କୁ ବାଡ଼ି ଧରି ଘଉଡାଇବା ବେଳେ କୁମ୍ଭୀର ବୃଦ୍ଧଙ୍କୁ ଟାଣି ନେଇ ଗି-ଳି ପକାଇ ଥିଲା । ଆଉ ଏହି ଘ-ଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ବୃଦ୍ଧଙ୍କ ମାଂ-ସକୁ ଖିନି ଭିନୀ କରି ଝୁନି ଖାଇଦେଥିଲେ । ଶେଷରେ ବୃଦ୍ଧଙ୍କ ଶରୀରର କିଛି ଅଂଶ ମାଂ-ସ ଛାଡ଼ିଲେ ଆଉ ସବୁ ମାଂସ କୁମ୍ଭୀର ଖାଇ ଶେଷ କରିଦେଇଥିଲେ ।

ତେବେ ଘଟଣା କିଛି ଏପରି ଥିଲା । ଜଣେ ବୃଦ୍ଧ ନିଜ ବାଡ଼ିରେ ଅନେକ କୁମ୍ଭୀର ଚାଷ କରିଥିଲେ । ସବୁଦିନ କୁମ୍ଭୀର ସହ ସେହି ବୃଦ୍ଧଙ୍କ ସ-ମ୍ପର୍କ ଥିଲା । ବୃଦ୍ଧ ସକାଳ ହେଲେ କୁମ୍ଭୀର ମାନଙ୍କ ପାଖକୁ ଆସି ତାଙ୍କର ଖାଇବା ପିଇବା କଥା ବୁଝିଥାନ୍ତି । ହେଲେ କିନ୍ତୁ ସେହି ଦିନ କୁମ୍ଭୀର ମାନେ ସମ୍ପ-ର୍କର କଥା ଭୁଲି ଗଲେ ଆଉ ତା ପରେ କୁମ୍ଭୀରକୁ ଝୁନୀ ଖାଇଦେଲେ ।

ଯେତେବେଳେ ବୃଦ୍ଧ ଏକ ବାଡ଼ି ଧରି କୁମ୍ଭୀର ମାନଙ୍କ ପାଖରୁ ଅଣ୍ଡା ଅଲଗା କରି ଛୁଆ ଫୁଟାଇବା ପାଇଁ ଚେଷ୍ଟା କରୁଥିଲେ ସେହି ସମୟରେ କୁମ୍ଭୀର ବୃଦ୍ଧଙ୍କ ହାତରୁ ବାଡ଼ି ଛଡାଇ ନେଇ ବୃଦ୍ଧଙ୍କୁ ଟାଣି ନେଇଥିଲେ । ଆଉ ଏହା ପରେ ଚାଳିଶ ରୁ ଅଧିକ କୁମ୍ଭୀର ବୃଦ୍ଧଙ୍କୁ ମା-ରି ଖାଇ ଦେଇଥିଲେ । ତେବେ ଏହି ସମୟରେ ବୃଦ୍ଧ ଜଣଙ୍କ ଚି-ତ୍କାର କରୁଥିଲେ ବି କେହି ତାଙ୍କୁ ବଞ୍ଚାଇ ପାରି ନଥିଲେ । ଶେଷରେ କୁମ୍ଭୀର ମାନଙ୍କ କ୍ୟାୟାର ଟେକର କୁମ୍ଭୀର ମାନଙ୍କ ପାଖରୁ ବୃଦ୍ଧଙ୍କ କିଛି ଅଂଶ ଶରୀର ଉ-ଦ୍ଧାର କରିଥିଲେ । ସେତେବେଳକୁ ବୃଦ୍ଧଙ୍କର ମୃ-ତ୍ୟୁ ହୋଇ ସାରି ଥିଲା । ତେବେ ଏହି ଘ-ଟଣା ତି ଥିଲା ଦକ୍ଷିଣ ଏସିଆର ।

Leave a Reply

Your email address will not be published. Required fields are marked *