ମ-ଦ ନି-ଶା ଭାଙ୍ଗି ଦେଲା ଆଉ ଏକ ପରିବାର । ରା-ଗିଯାଇ ସ୍ତ୍ରୀକୁ ଶାବଳରେ ହ-ତ୍ୟା କଲା ସ୍ୱାମୀ ।

ପ୍ରତ୍ୟେକ ଦିନ ହ-ତ୍ୟାକା-ଣ୍ଡର ଅନେକ କରୁଣ ଦୃ-ଶ୍ୟ ଦେଖିବାକୁ ମିଳୁଛି । ମଣିଷ ଯେଉଁଠି ମଣିଷକୁ ହ-ତ୍ୟା କରୁଛି , ସେଭଳି ଘଟ-ଣାକୁ ହୃଦବୋଧ କଲେ ତାହା ଆହୁରି ଆଶ୍ଚର୍ଯ୍ୟ କରିଥାଏ । କାରଣ ଆଜିକାଲି ମଣିଷ ନିଜ କ୍ରୋ-ଧ ଏବଂ ସ୍ୱାର୍ଥ ପାଇଁ ଏତେ ନୃ-ଶଂସ ହୋଇ ଯାଉଛନ୍ତି ଯେ ନିଜ ବାପା , ମା’ , ସ୍ତ୍ରୀ ପିଲାଙ୍କୁ ମଧ୍ୟ ହ-ତ୍ୟା କରିବାକୁ ପଛାଉ ନାହାଁନ୍ତି । ଆଉ ତାହା ଏକ ଗଭୀର ଭ-ୟଙ୍କର ଘଟ-ଣାରେ ପରିଣତ ହେଉଛି । ଆଉ ପରିଣତି ହେଉଛି ଏକ ସାଧାରଣ ଏବଂ ସୁନ୍ଦର ପରିବାର କିଛି କ୍ଷଣ ମଧ୍ୟରେ ନିଜର ଅସ୍ତିତ୍ୱ ହରାଇ ଦେଉଛି । ଏହି ସମ୍ବନ୍ଧୀୟ ଆଉ ଏକ ଘଟ-ଣା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ ନିଶ୍ଚିତ । ଘ-ଟଣା ଏହା ଯେ ଜଣେ ସ୍ୱାମୀ କ୍ରୋ-ଧର ର-କ୍ତମୁଖା ହୋଇ ନିଜ ସ୍ତ୍ରୀକୁ ଶାବଳରେ ହ-ତ୍ୟା କରି ଦେଇଛି । ତାହା ପୁଣି ମ-ଦ ନି-ଶାରେ ।

ତାହାଲେ ଆପଣ ଟିକିଏ ଚିନ୍ତା କରନ୍ତୁ ଯେ ମ-ଦ ନି-ଶାରେ ଲୋକ ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଚିହ୍ନି ପାରୁ ନାହାଁନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଅଭା-ବନୀୟ ଘ-ଟଣା ଗଜପତି ଜିଲ୍ଲା ମୋହନା ଥା-ନା ରାଣୀଖମା ଗାଁରେ ଘଟି ଯାଇଛି । ଆଉ ଯେଉଁ ଘଟ-ଣା ପରଠାରୁ ସେହି ଅଞ୍ଚଳରେ ଭ-ୟର ବାତାବରଣ ଖେଳି ଯାଇଛି ।

ଜଣେ ସ୍ୱାମୀ ଯେଉଁ ଭଳି ଭାବରେ ନିଜ ସ୍ତ୍ରୀକୁ ହ-ତ୍ୟା କରିଛି ତାହା ଦେଖିବା ପରେ ଲୋକେ ବିଶ୍ୱାସ ସୁଦ୍ଧା କରିପାରି ନାହାଁନ୍ତି । ଘ-ଟଣା ଏହା ଯେ ରାଣୀଖମା ଗାଁର ହାଡୁ ମଲ୍ଲିକର ନିଜ ସ୍ତ୍ରୀ ସାରୁଗଳୁ ମଲ୍ଲିକଙ୍କ ସହିତ ପ୍ରାୟତଃ ଅନେକ ସମୟରେ କୌଣସି କାରଣକୁ ନେଇ ଝ-ଗଡ଼ା ହେଉଥିଲା । କିନ୍ତୁ ସେହି ଝ-ଗଡ଼ା ଯେ ଦିନେ ଏଭଳି ରୂପ ନେବ ତାହା କେହିବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ଗତକାଲି ହାଡୁ ମଲ୍ଲିକ ମ-ଦ ପିଇ ଆସି ନିଜ ସ୍ତ୍ରୀ ସାରୁଗଳୁ ମଲ୍ଲିକଙ୍କ ସହିତ ଝ-ଗଡ଼ା କରିଥିଲେ ।

ଆଉ ସେତେବେଳେ ଝ-ଗଡ଼ା ଏଭଳି ଉଗ୍ର ରୂପ ଧାରଣ କରିଥିଲା ଯେ ହାଡୁ ମଲ୍ଲିକ ଏକ ଶାବଳ ଆଣି ନିଜ ସ୍ତ୍ରୀର ମୁଣ୍ଡରେ ବାଡ଼େଇ ଦେଇଥିଲେ । ଏହାପରେ ତାଙ୍କ ଶରୀରରେ ବାରମ୍ବାର ଆ-ଘାତ କରିବା କାରଣରୁ ଘଟ-ଣାସ୍ଥ-ଳରେ ହିଁ ସାରୁଗଳୁ ମଲ୍ଲିକଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଚିତ୍କାର ଶୁଣି ପଡ଼ିଶା ଲୋକେ ଘଟ-ଣାସ୍ଥ-ଳରେ ପହଞ୍ଚି ସାରୁଗଳୁ ମଲ୍ଲିକଙ୍କୁ ର-କ୍ତାକ୍ତ ଅବସ୍ଥାରେ ପଡ଼ି ଥିବାର ଦେଖି ସ୍ଥାନୀୟ ୱାର୍ଡ ସଭ୍ୟ ଏବଂ ପୋଲି-ସକୁ ଖବର ଦେଇଥିଲେ । ପୋ-ଲିସ ଆସି ଶ-ବକୁ ଜ-ବତ କରିବା ସହିତ ହ-ତ୍ୟାକା-ରୀ ସ୍ୱାମୀକୁ ଅଟକ ରଖି ପଚରା ଉଚୁରା କରିଛି । ପୋ-ଲିସ ଅନୁଯାୟୀ ତ-ଦନ୍ତ ଜାରି ରହିଛି ଏବଂ ପୋ-ଷ୍ଟମ-ଟମ ପରେ ଆଉ କିଛି ତଥ୍ୟ ମିଳିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *