ମାଙ୍କଡ଼ କାରଣରୁ ଚାଲିଗଲା ବୃଦ୍ଧାଙ୍କ ଜୀବନ , ପୁରା ପରିବାର ହୋଇଗଲା ଅନାଥ ।

ସଡ଼କ ଦୁର୍ଘ-ଟଣା ଖୁବ ଭ-ୟାନକ ହୋଇଥାଏ । ଆଉ ବର୍ତ୍ତମାନ ସମୟରେ ଲୋକେ ସଉକ ପାଇଁ ଯାନ ବାହନ ଉପରେ ଖୁବ ଅଧିକ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଯେତେ ଅଧିକ ଯାନ ବାହନ ସେତେବେଳେ ଅଧିକ ଟ୍ରାଫିକ ଏବଂ ସେତେ ଅଧିକ ସଡ଼କ ଦୁର୍ଘ-ଟଣା । ପୁଣି କନ୍ଧମାଳରେ ବର୍ତ୍ତମାନ ଏକ ଦୁଃ-ଖଦ ସଡ଼କ ଦୁର୍ଘ-ଟଣା ଘଟି ଯାଇଛି ।

ମାଙ୍କଡ଼ କାରଣରୁ ଜଣେ ବୃଦ୍ଧ ମାଲ ବୋଝେଇ ଟ୍ରକ ଚକା ତଳେ ଚାପି ହୋଇ ଯାଇଛନ୍ତି । ଡ୍ରହଲା ଶୁକମାଝୀଙ୍କ ଉପରେ ମାଲ ବୋଝେଇ ଟ୍ରକ ମାଡ଼ି ଯାଇଥିବାରୁ ଏକ ଭ-ୟାବହ ଘଟ-ଣା ଘଟିଯାଇଛି । କହି ରଖିବୁ ଯେ ଡ୍ରହଲା ମାଝୀ ସକାଳୁ ସକାଳୁ ମାଙ୍କଡ଼କୁ ଘଉଡ଼ାଇବା ପାଇଁ ଦୌଡ଼ିବାରେ ଲାଗିଥିଲେ ଏବଂ ହଠାତ ରାସ୍ତା ପାର ହେଉଥିବା ବେଳେ ହିଁ ଏକ ମାଲ ବୋଝେଇ ଟ୍ରକ ହଠାତ ତାଙ୍କ ଉପରେ ଚଢ଼ି ଯାଇଥିଲା ।

ଆଉ ଯାହାକି ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ଯେଉଁ ଘଟଣାରେ ବୃଦ୍ଧଙ୍କର ମାଂସ ଏଣେତେଣେ ର-କ୍ତାକ୍ତ ହୋଇ ଛିଟିକି ପଡ଼ିଛି । ମାଙ୍କଡ଼ କାରଣରୁ ଗୋଟିଏ ପରିବାର ଅନାଥ ହୋଇ ଯାଇଛି ବୋଲି ସବୁଠି ଚର୍ଚ୍ଚା ହେଉଛି । ଯଦି ମାଙ୍କଡ଼ ପଛରେ ବୃଦ୍ଧା ଦୌଡ଼ି ନଥାନ୍ତେ ତେବେ ହୁଏତ ଏଭଳି ଘ-ଟଣା ଘଟି ନଥାନ୍ତା ବୋଲି କହିଛନ୍ତି ଲୋକେ ।

ଏହି ଘ-ଟଣା ବିଷୟରେ ସୂଚନା ମିଳିବା ପରେ କଟଗଡ଼ ପୋ-ଲିସ ସୂଚନା ପାଇ ଘ-ଟଣା ସ୍ଥଳରେ ପହଞ୍ଚିବା ସହିତ ସମ୍ପୃକ୍ତ ଗାଡ଼ିକୁ ଅଟକ ରଖିଛି । ସେପଟେ ଏନେଇ ମୃ-ତକ ଡହଲା ମାଝୀଙ୍କର ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରି ବସିଛନ୍ତି ।

ଆଉ କ୍ଷତିପୂରଣ ନଦେଲେ ରାସ୍ତାରୁ ଉଠିବେ ନାହିଁ ବୋଲି ସିଧା ସିଧା କହି ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ହୋଇ ଥିବାରୁ ଦୀର୍ଘ ସମୟ ଧରି ଏକାଧିକ ଗାଡ଼ି ଅଟକି ରହିଛି । ସେପଟେ ଟ୍ରକ ଡ୍ରାଇଭରକୁ ନେଇ କଣ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ଏବଂ ଏଥିସହିତ ସ୍ଥାନୀୟ ଲୋକଙ୍କ ଦାବି ପୂରଣ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା । ତେବେ ଆମେ ଏଠାରେ କହିରଖିବୁ ଯେ କୌଣସିବି ପରିସ୍ଥିତି ଥାଉ ନା କାହିଁକି କିମ୍ବା ମନୁଷ୍ୟ ଯେତେ ବ୍ୟସ୍ତ ଥାଉ ନା କାହିଁକି ରାସ୍ତାରେ ଯିବା ସମୟରେ ସ-ତର୍କ ହୋଇ ଚାଲିବା ଆବଶ୍ୟକ । ନଚେତ ଏଭଳି ଅକାଳ ମୃ-ତ୍ୟୁ ଘଟିବା ସମ୍ଭାବନା ଅଧିକ ହୋଇଯାଏ ।

Leave a Reply

Your email address will not be published. Required fields are marked *