ମିଡ଼ିଆ ସାମ୍ନାରେ ଏଭଳି କିଛି କହିଲେ ମିଷ୍ଟର ଗଜପତି । ଯେଉଁ ଝିଅ ନିଜ ବାପା ମା’ଙ୍କୁ ଛାଡ଼ି ଅନ୍ୟ ପୁଅ ସହିତ…..

ଗତ ଦୁନିଦିନ ତଳେ ଯେଉଁ ଘ-ଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି ଯାହାକୁ ନେଇ ମିଷ୍ଟର ଗଜପତି ମଧ୍ୟ ମିଡ଼ିଆରେ ନିଜର ପ୍ରତି-କ୍ରିୟା ରଖିଛନ୍ତି । ଯାହାକୁ ନେଇ ଅନେକ ଲୋକ ଭିନ୍ନ ଭିନ୍ନ କ-ମେଣ୍ଟ ମଧ୍ୟ କରୁଛନ୍ତି । ତେବେ ମିଷ୍ଟର ଗଜପତିଙ୍କ ସୁଲଭ ବିଷୟରେ କହିଲେ ତାଙ୍କୁ ପୂର୍ବରୁ ମଧ୍ୟ ଏମିତି ଘ-ଟଣା ଉପରେ ତାଙ୍କର ମତାମତ ପଚରା ଯାଇଥିଲା ।

ଆଉ ବର୍ତ୍ତମାନ ଯେଉଁ ଘଟ-ଣା ଘଟିଛି ସେଥିରେ ମଧ୍ୟ ସେ ନିଜର ପ୍ରତି-କ୍ରିୟା ରଖିଛନ୍ତି । ତେବେ ଘଟ-ଣା ଏହା ଯେ ଜଣେ ଯୁବତୀ ନିଜ ପ୍ରେମିକ ସହିତ ବିବାହ କରିବା ପରେ ତାଙ୍କ ପରିବାର ଲୋକେ ତାଙ୍କର ଶୁ-ଦ୍ଧିକ୍ରି-ୟା କରିଛନ୍ତି । ଆଉ ଏଭଳି ଘ-ଟଣା ଶୁଣିବା ପରେ ଲୋକେ ଖୁବ ଦୁଃ-ଖ ପ୍ରକାଶ କରିଛନ୍ତି ।

ତେବେ କିନ୍ତୁ ଏହି ମାମ-ଲା ଉପରେ ଆଉ ଏକ କଥା ସାମ୍ନାକୁ ଆସିଛି ଯେ ଯୁବତୀଙ୍କ ବିବାହରେ ତାଙ୍କର ବାପା ମା’ ସମ୍ପୂର୍ଣ୍ଣ ରାଜି । କିନ୍ତୁ ପରିବାରର ଅନ୍ୟ ଲୋକେ ତାଙ୍କ ବାପା ମା’ଙ୍କୁ ଝିଅର ଶ୍ରା-ଦ୍ଧ ଦେବାକୁ ବାଧ୍ୟ କରିଥିଲେ । ଯାହାକୁ ନେଇ ଯୁବତୀଙ୍କ ଶାଶୁ ଘର ଲୋକେ ମଧ୍ୟ ପ୍ରତି-କ୍ରିୟା ରଖିଛନ୍ତି ।

ଆଉ ଏହି ମାମ-ଲା ଉପରେ ମିଷ୍ଟର ଗଜପତି ମଧ୍ୟ ନିଜର ମତ ରଖିଛନ୍ତି । ଗଜପତିଙ୍କ କହିବା କଥା ଯେ ଏହି ଯୁବତୀ ଜଣକ ଯାହା କରିଛନ୍ତି ସମ୍ପୂର୍ଣ୍ଣ ଠିକ କାମ କରିଛନ୍ତି । କହିବାକୁ ଗଲେ ଗଜପତି ସବୁବେଳେ ସେହି ମାମ-ଲାର ବି-ରୋଧ କରି ଆସିଛନ୍ତି , ଯେଉଁ ମାମ-ଲାରେ ଜଣେ ଝିଅ ନିଜ ବାପା ମା’ଙ୍କୁ ଛାଡ଼ି ଅନ୍ୟ ପୁଅ ସହିତ ପଳାଇ ଯାଏ ।

କିନ୍ତୁ ଏଠାରେ କଥା ସମ୍ପୂର୍ଣ୍ଣ ଅଲଗା ଅଟେ । କାରଣ ଏଠାରେ ଯୁବତୀ ଜଣଙ୍କର ଶ୍ୱଶୁର ଘର ଲୋକଙ୍କ ସମେତ ବାପା ମା’ ମଧ୍ୟ ସମ୍ପୂର୍ଣ୍ଣ ରାଜି । କିନ୍ତୁ ଦାଦା ଏବଂ ପିଉସାଙ୍କ କଥାରେ ବାପା ମା’ ଏଭଳି କରିଛନ୍ତି । ଯାହା ବାସ୍ତବରେ ଗ୍ରହଣୀୟ ନୁହେଁ । କାରଣ ଯୁବତୀ ଜଣକ ନିଜ ବାପା ମା’ଙ୍କ ମନକୁ ଦୁଃ-ଖ କରି କେବେବି ଅନ୍ୟ ସହିତ ପଳାଇ ଯାଇ ନାହାଁନ୍ତି । ଏଠାରେ ଯଦି ଉଭୟ ସ୍ୱାମୀ ସ୍ତ୍ରୀ ଭବିଷ୍ୟତରେ ଖୁସିରେ ରହନ୍ତି ତେବେ ତାଙ୍କ ଭବିଷ୍ୟତ ମଧ୍ୟ ଭଲ ରହିବ ।

ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଆଗରୁ ଥରେ ଯୁବତୀ ଜଣକ ବିବାହ କରିବାକୁ ମନସ୍ଥ କରିଥିଲେ ହେଁ ପରିବାର ଅନ୍ୟ ସଦସ୍ୟ ମି-ଛ କହି ଅନ୍ୟ ଜଣେ ଯୁବକଙ୍କ ସହିତ ବିବାହ କରାଇ ଦେବାକୁ ଯୋଜନା କରିଥିଲେ ।କିନ୍ତୁ ବର୍ତ୍ତମାନ ଯୁବତୀ ଜଣକ ଖୁବ କଷ୍ଟ ପରେ ନିଜେ ଭଲ ପାଉଥିବା ମଣିଷକୁ ହିଁ ବିବାହ କରିଛନ୍ତି । କିନ୍ତୁ ଏପଟେ ବାପା ମା’ ଝିଅ ବଞ୍ଚି ଥାଉ ଥାଉ ଶ୍ରା-ଦ୍ଧ ଦେବା ମା-ମଲା ବେଶ ଦୁଃ-ଖିତ କରିଛି ।

Leave a Reply

Your email address will not be published. Required fields are marked *