ବାପା ମାଆଙ୍କୁ ମା-ରି ପ୍ରେମିକ ସହିତ ଶାରୀ-ରିକ ସ-ମ୍ପର୍କ ରଖିଲା ଝିଅ , ତାପରେ ହେଲା ଏମିତି ….

ବାପା ମାଆ ଯାହାଙ୍କ ଭଲ ପାଇବାର କିଛି ବି ସୀମା ନାହିଁ କି ସେମାନଙ୍କ ଭଲ ପାଇବା ଭଳି ଆଉ କାହାର ଭଲ ପାଇବା ନାହିଁ । ସେମାନେ ନିଜ ସନ୍ତାନ ପାଇଁ କିଛି ବି କରିବାକୁ ରାଜି ହୋଇ ଯାଇଥାନ୍ତି । ଯେତେ କଷ୍ଟ ବି ବି-ପଦ ଆସୁ ନିଜ ସନ୍ତାନ ସହିତ ଛାଇ ହୋଇ ରହି ଯାଇଥାନ୍ତି । ସତରେ ସେମାନଙ୍କ ଭଳି ମହାନ୍ ଆଉ କେହି ନାହିଁ । ବାଧା ବିଘ୍ନ ସମୟରେ ସାଥିରେ କେହି ନଥିଲେ ମଧ୍ୟ ବାପା ମାଆ ରହିଥାନ୍ତି ଆଉ ସବୁବେଳେ ସାହସ ଦେଇଥାନ୍ତି । ତେବେ ଏତେ ପରେ ବି କେବେ କେହି ନିଜ ବାପା ମାଆଙ୍କୁ ହ-ତ୍ୟା କରିବାର ଶୁଣିଛନ୍ତି କି ?

ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ଚାରିଆଡ଼େ ହଇଚଇ ସୃଷ୍ଟି କରି ଦେଇଛି । ଜଣେ ଝିଅ ନିଜ ପ୍ରେମିକ ପାଇଁ ନିଜ ବାପା ମାଆଙ୍କୁ ଜୀବନରୁ ମା-ରି ଦେଇଛି । ଆଉ ଶାନ୍ତିରେ ନିଜ ପ୍ରେମିକ ସହିତ ସାରା ଜୀବନ କା-ଟିବ ବୋଲି ଭାବିଥିଲା କିନ୍ତୁ ତାର ସବୁ ଯୋଜନା ଫେଲ ମା-ରିଛି । ତେବେ ହଁ ଆଜ୍ଞା ଘଟ-ଣାଟି ୨୦୨୨ ମସିହାର । ଯାହାକୁ ନେଇ ଆଜି ବି ଆଲୋଚନା ହୋଇଥାଏ । ଏପରି ଏକ ଘଟଣା ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଘଟି ଯାଇଥିଲା । ନିଜ ପ୍ରେମିକ ସହିତ ଶାରୀ-ରିକ ସ-ମ୍ପର୍କ ରଖି ପାରୁ ନଥିଲା ଝିଅ ।

କାହିଁକି ନା ଘରେ ତାର ବାପା ମାଆ ତା ଉପରେ କଡାକଡି ଭାବରେ ନଜର ରଖୁଥିଲେ । ତେବେ ଏପରି ପରିସ୍ଥିତିରେ ନିଜ ବାପା ମାଆଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଝିଅ ନିଜ ପ୍ରେମିକ ସହିତ ମିଶି ରଚିଥିଲା ଷ-ଡଯ-ନ୍ତ୍ର । ଆଉ ଦିନେ ରାତିରେ ବାପା ମାଆଙ୍କ ଖାଇବାରେ ନି-ଶା ଔଷଧ ମିଶାଇ ଦେଇଥିଲା । ତେବେ ଏହାକୁ ଖାଇ ବାପା ମାଆ ଶୋଇ ଯାଇଥିଲେ । ତାପରେ ତାର ପ୍ରେମିକ ଝରକା ବାଟେ ଆସି ଯାଇଥିଲା । ଏହାପରେ ଝିଅ ନିଜର ବାପା ମାଆଙ୍କୁ ହ-ତ୍ୟା କରି ଦେଇଥିଲା ।

ବାପା ମାଆ ଶୋଇଥିବା ଶେଯ ପୁରା ର-କ୍ତାକ୍ତ ହୋଇ ଯାଇଥିଲା । ଏହାପରେ ଦୁହେଁ ୨ ଘଣ୍ଟା ଧରି ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଯେବେ ଘଟ-ଣାଟି ଯେତେବେଳେ ପୋ-ଲିସ କାନରେ ପଡ଼ିଥିଲା , ସେତେବେଳେ ଝିଅ କିଛି ନ ଜାଣିଲା ପରି ବ୍ୟବହାର କରୁଥିଲା । କିନ୍ତୁ ପରେ ପୋଲି-ସର ତ-ଦନ୍ତ ଆରମ୍ଭ ହେଉ ହେଉ ଝିଅ ସବୁ ସତ ବଖାଣି ଦେଇଥିଲା । ତେବେ ଏହାପରେ ପୋ-ଲିସ ଝିଅ ଆଉ ତାର ପ୍ରେମିକକୁ ଗି-ରଫ କରି ନେଇଥିଲା । ବର୍ତ୍ତମାନ ଝିଅ ଆଉ ତାର ପ୍ରେମିକ ଜେ-ଲର ଚାରିକାନ୍ଥ ମଧ୍ୟରେ ଚକି ପେଶୁଛନ୍ତି ।

Leave a Reply

Your email address will not be published. Required fields are marked *