ଛୁଆକୁ କ୍ଷୀର ଦେଇ କୁଆଡ଼େ ଚାଲି ଯାଇଥିଲେ ମା’ । ଆଉ ଏବେ ଜଙ୍ଗଲରୁ ମିଳିଛି ମା’ର ମୃତ ଦେହ………

ନିଜ କୁନି ଛୁଆକୁ କ୍ଷୀର ଦେଇ ମା’ ରାତିରେ କୁଆଡ଼େ ଚାଲି ଯାଇଥିଲା । କିନ୍ତୁ ଆଜି ଜଙ୍ଗଲ ଭିତରୁ ମା’ର ମୃ-ତ ଦେହ ମିଳିଛି । ତେବେ ମହିଳାଙ୍କର ଏଭଳି ମୃ-ତ ଦେହ ମିଳିବା ପରେ ତାଙ୍କ ମା’ ଙ୍କ ଆଖିରୁ ଆଉ ଲୁହ ଶୁଖୁନି । ଆଜ୍ଞା ହଁ! ଗତ ସାତ ଦିନ ହେବ ଝିଅ ନି-ଖୋଜ ଥିଲା । ଆଉ ଆଜି ଜଙ୍ଗଲରୁ ଝିଅର ମୃ-ତ ଦେହ ମିଳିଛି ।

ଏଇ କିଛିଦିନ ତଳେ ମା’ ନିଜ ଝିଅ ସହିତ କଥା କଥା ହୋଇଥିଲା । କିନ୍ତୁ ହଠାତ ଶାଶୁ ଘର ଲୋକେ କଲ କରି କହିଥିଲେ ଯେ ତାଙ୍କ ଝିଅ କୁଆଡ଼େ ଚାଲି ଯାଇଛି ବୋଲି । ତାପରେ ଉଭୟ ବାପ ଘର ଲୋକେ ଏବଂ ଶ୍ୱଶୁର ଘର ଲୋକେ ମିଶି ମହିଳାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ଲିପାଙ୍କୁ କେଉଁଠି ପାଇ ନଥିଲେ ।

ଯେଉଁ କାରଣରୁ ଶ୍ୱଶୁର ଘର ଲୋକେ ବୋହୂ ନି-ଖୋଜ ଥିବା କହି ଆଠ ତାରିଖ ଦିନ ସୁକିନ୍ଦା ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଥିଲେ । ଆଉ ଆଜି ଚାରି ଦିନ ପରେ ବୋହୂ ଲିପାଙ୍କ ମୃ-ତ ଦେହ ମିଳିଛି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ଯାଜପୁର ଜିଲ୍ଲା ସୁକିନ୍ଦା ଥା-ନା ଅନ୍ତର୍ଗତ ବାମ୍ବିଲୋ ଗାଁରେ ଘଟି ଯାଇଛି ।

ସୂଚନା ଅନୁଯାୟୀ ୬ ବର୍ଷ ପୂର୍ବେ ସୁକିନ୍ଦା ଥା-ନା ଅନ୍ତର୍ଗତ ଗୁଣ୍ଡୁଚିପୋଷି ଗାଁର ଅଭିମନ୍ୟୁ ନାୟକଙ୍କ ୨୯ ବର୍ଷୀୟ ଝିଅ ଲିପା ଦେହୁରୀ , ସେହି ଅଞ୍ଚଳର ଝରିଆ ଦେହୁରୀଙ୍କ ପୁଅ ଲାଲୁ ଦେହୁରୀଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଲିପା ଦେହୁରୀଙ୍କ ପରିବାର କହିଲେ ସ୍ୱାମୀ ପୁଅ ଏବଂ ଶାଶୁ ଶ୍ୱଶୁର । ସ୍ୱାମୀ ଦିନ ମଜୁରୀ ଭାବରେ କାମ କରି ପରିବାର ପ୍ରତିପୋଷଣ କରନ୍ତି ।

ବର୍ତ୍ତମାନ ସେ ମଙ୍ଗୁଳି ସ୍ଥିତ କୋଇଲା ବ୍ଲଡରେ କୋଇଲା ଅନଲୋଡ଼ିଂ କାମ କରନ୍ତି । ତେବେ ସେଦିନ କଣ ହେଲା କେଜାଣି ନିଜ ଛୁଆକୁ କ୍ଷୀର ଦେବାପରେ ଲିପା ନିଜ ଶାଶୁ ଶ୍ୱଶୁରକୁ ଏବଂ ପୁଅକୁ ଛାଡ଼ି କୁଆଡ଼େ ପଳାଇ ଯାଇଥିଲେ । ତାହା ଏବେବି ଅସ୍ପଷ୍ଟ ରହିଛି । ନି-ଖୋଜ ହେବାର ଚାରି ଦିନ ପରେ ଲିପାଙ୍କ ମୃ-ତ ଦେହ ଏଭଳି ଅବସ୍ଥାରେ ମିଳିବା ଘଟ-ଣାକୁ ଆହୁରି ସ-ନ୍ଦେଶ ଘେରକୁ ଆଣିଛି ।

ଘ-ଟଣା ବିଷୟରେ ଖବର ପାଇବା ପରେ ସୁକିନ୍ଦା ଥା-ନା ଅଧିକାରୀ ବାମଦେବ ନନ୍ଦ ଏବଂ ସାଇଣ୍ଟିଫିକ ଟିମ ସହିତ ପୋ-ଲିସ ଟିମ ଘଟ-ଣାସ୍ଥଳରେ ପହଞ୍ଚିଛନ୍ତି । ପୋ-ଲିସ ମୃ-ତ ଦେହ ସହିତ ପଡ଼ିଥିବା ମୋବାଇଲକୁ ସିଜ କରିଛି । ସୁକିନ୍ଦା ଥା-ନା ପୋ-ଲିସ ଏକ ଅପମୃ-ତ ମାମ-ଲା ରୁ-ଜ୍ଜୁ କରି ଶ-ବ ବ୍ୟବ-ଚ୍ଛେଦ ପାଇଁ ପଠାଇବା ସହିତ ମାମ-ଲାର ତ-ଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *