ଝିଅ ଜନ୍ମ ହେଲା ବୋଲି ପୋଖରୀରେ ଫିଙ୍ଗି ଦେଲା ମାଆ , ଉ-ଦ୍ଧାର କଲା ପୋ-ଲିସ

ଆଜିକାର ଦୁନିଆଁରେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବା ସାଧାରଣ କଥା ହୋଇ ଗଲାଣି। ବାସ୍ କିଛି ମୁହୂର୍ତ୍ତର ସୁଖ ପାଇଁ ଲୋକେ ସବୁକିଛି ଭୁଲି ଯାଉଛନ୍ତି ଆଉ ନିଜ ଇଚ୍ଛା ପୁରା କରିବା ପାଇଁ କିଛି ବି କରିବା ପାଇଁ ଲାଗି ପଡୁଛନ୍ତି । ତେବେ ଅନ୍ୟ ପକ୍ଷରେ ଦୁନିଆଁରେ ଶିଶୁ ହ-ତ୍ୟା ବଢିବାରେ ଲାଗିଛି , ବିଶେଷ ଭାବରେ କହିବାକୁ ଗଲେ ଝିଅ ଜନ୍ମ ହେଲେ ତାକୁ ମା-ରିବା ପାଇଁ ପରିବାର ଲୋକ ଆଗେଇ ଆସୁଛନ୍ତି । ତେବେ ଏହା କିଛି ନୂଆ କଥା ନୁହେଁ , ବର୍ଷ ବର୍ଷ ଧରି ଏହି ପ୍ରଥା ଚାଲି ଆସିଛି ।

ଆଉ ଏହା କେବେ ଶେଷ ହେବ ବୋଲି କେହି କହିପାରିବେ ନାହିଁ । ଲୋକ ଏପରି କାମ କରିବାକୁ ଟିକିଏ ମଧ୍ୟ କୁଣ୍ଠାବୋଧ କରୁ ନାହାଁନ୍ତି । ତେବେ ଏହାର ଏକ ସ୍ପଷ୍ଟ ଚିତ୍ର ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ । ଏହି ଜିଲ୍ଲାରେ ଦେଖିବାକୁ ଗଲେ କନ୍ୟା ସନ୍ତାନଙ୍କ ସଂଖ୍ୟା ବହୁତ କମିବାରେ ଲାଗିଛି । ଏହି ଜିଲ୍ଲାରେ ଧିରେ ଧିରେ ଝିଅ ହ-ତ୍ୟା ବଢିବାରେ ଲାଗିଛି। ତେବେ ଏହାରି ମଧ୍ୟରେ ଏପରି କଥା ସାମ୍ନାକୁ ଆସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଉ ସମସ୍ତେ ଏହାକୁ ନେଇ ଆଲୋଚନା କରିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ , ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ଏପରି ଏକ ଚାଞ୍ଚଲ୍ୟକର ଖବର ଆଜି ଦେଖିବାକୁ ମିଳିଛି । ଏକ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ କେହି ଜଣେ ରାସ୍ତା ପାଖରେ ରହିଥିବା ଏକ ପୋଖରୀରେ ଫିଙ୍ଗି ଦେଇ କୁଆଡେ ଗା-ଏବ ହୋଇ ଯାଇଛନ୍ତି । ପିଲାଟିକୁ ଦେଖିବା ପରେ ଜଣା ପଡ଼ୁଛି କି , ବାସ୍ କିଛି ଦିନର ହିଁ ପିଲାଟି । ତେବେ ପ୍ରାଥମିକ ସୁତ୍ରରୁ ଯାହା ଅନୁମାନ କରାଯାଉଛି କି , କେହି ଜଣେ ଶିଶୁ କନ୍ୟା ହେଲା ବୋଲି ଏପରି ଫିଙ୍ଗି ଦେଇ ଚାଲି ଯାଇଛନ୍ତି ।

ଅନ୍ୟ ପକ୍ଷରେ ଲୋକେ ଆହୁରି ମଧ୍ୟ ଆଲୋଚନା କରିବାରେ ଲାଗିଛନ୍ତି କି , କେହି ଅବିବାହିତା ମହିଳା ଏପରି କାମ କରିଛନ୍ତି। ତେବେ ପୋଖରୀରେ ପିଲାର ମୃ-ତଦେହ ଭାସୁ ଥିବାର ଦେଖି ସ୍ଥାନୀୟ ବାସିନ୍ଦା ପୋଲି-ସକୁ ଖବର ଦେଇଥିଲେ । ତେବେ ପୋ-ଲିସ ଆସି ଘ-ଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ଆଉ ପିଲା କାହାର ତାହା ତ-ଦନ୍ତ ଆରମ୍ଭ କରିବା ସହିତ ପୋଖରୀରୁ ପିଲାଟିକୁ ଉ-ଦ୍ଧାର କରିଥିଲା । ତେବେ ବର୍ତ୍ତମାନ ସମୟରେ ମଧ୍ୟ ପିଲାଟିର ମାଆ କିଏ ତାହାର ତ-ଦନ୍ତ ଚଳାଇଛି ପୋ-ଲିସ ।

Leave a Reply

Your email address will not be published. Required fields are marked *