ପୋ-ଲିସ ପ୍ରଶାସନକୁ ନ୍ୟା-ୟ ମାଗିଲେ ମା’ । କହିଲେ ” ମୋ ପୁଅକୁ ଯେମିତି ମା-ରିଛି , ସେମିତି ସେମାନଙ୍କୁ ଦ-ଣ୍ଡ ଦିଆଯାଉ । “

ଚାରି ବର୍ଷ ବୟସରେ ଛୋଟ ପିଲାଙ୍କର ଖେଳ କୁଦ ଛଡ଼ା ସଂସାର କିମ୍ବା ସମାଜକୁ ବୁଝିବା ଶକ୍ତି ହୋଇ ନଥାଏ । କିନ୍ତୁ ଆଜିକାଲି ପରିବେଶ ଏମିତି ଯେ କୁନି ପିଲାଙ୍କୁ ମନ ଖୋଲି ଖେଳକୁଦ କରିବାର ସ୍ୱାଧୀନତା ମଧ୍ୟ କାରାଗାର ପାଲଟି ଯାଇଛି । ବର୍ତ୍ତମାନ ସମୟରେ ଏମିତି ଅନେକ ଘ-ଟଣା ଶୁଣିବାକୁ ମିଳୁଛି , ଯେଉଁଠି କୁନି ପିଲାଙ୍କୁ ଲୋକେ ହ-ତ୍ୟା କରୁଛନ୍ତି , ତାହା ପୁଣି ପାରିବାରିକ ଅଶାନ୍ତି ଏବଂ ଜମି ଜମା ମାମ-ଲା ପାଇଁ । ଲୋକଙ୍କର ଏ କିଭଳି ମାନସିକ ଯେ , ନିଜର ପ୍ରତି-ଶୋଧ ପାଇଁ କୁନି ପିଲାଙ୍କୁ ବ-ଳି ଦେଉଛନ୍ତି । ଏଭଳି ଏକ ଛାତିଥରା ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ଜଣେ ଚାରି ବର୍ଷର ପିଲାକୁ ହ-ତ୍ୟା କରିଛନ୍ତି କିଛି ଦୁର୍ବୁତ୍ତ ।

ଆଉ ପିଲାକୁ ହାରି ମା’ କା-ନ୍ଦି କା-ନ୍ଦି ନ-ୟାନ୍ତ ହୋଇ ଯାଇଛି ଏବଂ ନିଜ ପିଲାକୁ ହ-ତ୍ୟା କରିଥିବା ହ-ତ୍ୟାକା-ରୀକୁ ଦ-ଣ୍ଡ ମିଳୁ ବୋଲି ଦାବି କରିଛି । ହଁ ଆଜ୍ଞା , ଚାରି ଦିନ ହେଲା ନିଖୋଜ ରାହୁଲ ଘ-ଟଣା ସବୁଠି ଖେଳି ଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥା-ନା ଅନ୍ତର୍ଗତ ଭୁସୁଣ୍ଡପୁର ଉଜ୍ଜ୍ୱଳା ଗୋପୀନାଥପୁର ଗ୍ରାମର ଚାରି ବର୍ଷର ପୁଅ ରାହୁଲକୁ ପ୍ରଥମେ ଅପ-ହରଣ କରିବା ପରେ ହ-ତ୍ୟା କରି ଏକ ଲୁଙ୍ଗିରେ ବାନ୍ଧି ପାଣିକୁ ଫିଙ୍ଗି ଦେଇଥିଲେ ଦୁ-ର୍ବୁତ୍ତ ।

ଚାରିଦିନ ପରେ ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏକ ପଥର ଖଣିରେ ଶିଶୁର ମୃ-ତ ଦେହ ମିଳିଥିଲା । ରାହୁଲଙ୍କ ମୃ-ତ ଦେହ ଦେଖି ପୁରା ପରିବାର ଭାଙ୍ଗି ପଡ଼ିଛନ୍ତି । ଏହା ଏକ ହ-ତ୍ୟାକା-ଣ୍ଡ ବୋଲି ମଧ୍ୟ ସ-ନ୍ଦେହ କରାଯାଉଥିଲା ।

ବର୍ତ୍ତମାନ ଏହି ଘ-ଟଣା ଉପରୁ ପରଦା ଉଠାଇଛି । ହ-ତ୍ୟାକା-ଣ୍ଡରେ ଥିବା ପ୍ରକୃତ ଅଭି-ଯୁକ୍ତ ଧରା ପଡ଼ିଛନ୍ତି । ପୋ-ଲିସ ଏହି ଘଟ-ଣାକୁ ନେଇ ଯେଉଁ ମାନଙ୍କୁ ସ-ନ୍ଦେହ କରି ଥା-ନାରେ ଅଟକ ରଖିଥିଲା ସେଇ ମାନଙ୍କ ମଧ୍ୟରୁ ଦୁଇ ଜଣ ଏଭଳି କା-ଣ୍ଡ ଘଟାଇ ଥିବା ଜଣା ପଡ଼ିଛି । ପରିବାର ଲୋକେ ବର୍ତ୍ତମାନ ଦାବି କରିଛନ୍ତି ଯେ ଉକ୍ତ ଅଭି-ଯୁକ୍ତଙ୍କୁ କଠୋର ଦ-ଣ୍ଡ ମିଳୁ । ଯେଉଁଭଳି ଭାବରେ ତାଙ୍କର ଚାରି ବର୍ଷର ପୁଅକୁ ମା-ରିଛନ୍ତି ସେହିଭଳି ଭାବରେ ସେମାନଙ୍କୁ ଦ-ଣ୍ଡ ଦିଆଯାଉ । ତେବେ ହ-ତ୍ୟାର କାରଣ ଜଣା ପଡ଼ିଛି । ପୂର୍ବ ଶତ୍ରୁ-ତାକୁ ନେଇ ଏଭଳି କା-ଣ୍ଡ ଘଟାଇ ଥିବା କହିଛନ୍ତି ଅଭି-ଯୁକ୍ତ ।

Leave a Reply

Your email address will not be published. Required fields are marked *