ଋଣ ଟଙ୍କା ପାଇଁ ସ୍ତ୍ରୀ ଆଉ ଦୁଇ ପିଲାଙ୍କୁ ହ-ତ୍ୟା କରିଦେଲା ସ୍ଵାମୀ , ଆଉ ତାପରେ …

ନିଜ ପିଲା ପାଇଁ ସଇତାନ ସାଜିଲା ବାପା ଆଉ ନିଜ ସ୍ତ୍ରୀ ଯାହାକୁ ସେ ଭଲ ପାଇ ବିବାହ କରିଥିଲା ତାର ସାଜିଥିଲା ବାଟର କଣ୍ଟା । ଜଣେ ସ୍ଵାମୀ ଆଉ ଜଣେ ବାପା କିପରି ବା ଏମିତି କାମ କରିପାରିଲା । ଯେଉଁ ସ୍ତ୍ରୀକୁ ସେ ଭଲ ପାଇ ବିବାହ କରିଥିଲା , ତାକୁ ସେ କିପରି ହ-ତ୍ୟା କରିପାରିଲା ଆଉ ଯେଉଁ ଦୁଇ ପିଲାକୁ ସେ ନିଜ ଔରସରୁ ଜନ୍ମ କରିଥିଲା , ସେମାନଙ୍କୁ କିପରି ସେ ଜୀବନରୁ ମା-ରିଦେଲା ତାହାକୁ ନେଇ ସବୁଆଡେ ଚର୍ଚ୍ଚା । ଆଉ ଏପରି ଘ-ଟଣା ବିଷୟରେ ଶୁଣିବା ପରେ ବର୍ତ୍ତମାନ ସମସ୍ତେ ଅବାକ୍ ହୋଇ ଯାଇଛନ୍ତି ।

ଟଙ୍କା କିପରି ମଣିଷର ଜୀବନ ନେଇ ଯାଇପାରେ , ତାହାର ଏହା ଏକ ଉଦାହରଣ । ପ୍ରକୃତରେ ଏପରି ଘ-ଟଣା ସମାଜକୁ ଏକ ବାର୍ତ୍ତା ଦେଉଛି । ସୂଚନା ଅନୁଯାୟୀ , ଏହି ଘ-ଟଣା ଦେଖିବାକୁ ମିଳିବ ରାଜସ୍ଥାନର ରାଜଧାନି ଜୟପୁରର ଡଙ୍ଗର ଅଞ୍ଚଳରେ । ତେବେ ଏଠାରେ ରୁହନ୍ତି ଅମିତ , ତାଙ୍କ ସ୍ତ୍ରୀ ଆଉ ତାଙ୍କ ଦୁଇ ପିଲା । ଦୁଇ ପିଲା ଆଉ ସ୍ତ୍ରୀକୁ ନେଇ ପୁରା ପରିବାର ହସ ଖୁସିରେ ଆଗକୁ ବଢି ଚାଲିଥିଲା । କିନ୍ତୁ ଏହା ମଧ୍ୟରେ ଆସି ଯାଇଥିଲା ଟଙ୍କା । ଆଉ ନେଇ ଯାଇଥିଲା ଜୀବନ ।

ତେବେ ଅମିତ ଅଗରବତୀ ତିଆରି କରିଥାନ୍ତି । ଆଉ କିଛି କାମ ପାଇଁ ସେ ଦୁଇ ଲକ୍ଷ ଟଙ୍କା କାହା ଠାରୁ ଧାର କରିଥିଲେ । ଆଉ ତାହାକୁ ସୁଝି ମଧ୍ୟ ପାରୁ ନଥିଲେ । ଯାହାକୁ ନେଇ ତାଙ୍କ ମନରେ ଅନେକ ଚିନ୍ତା ଲାଗି ରହୁଥିଲା । ସେ କଣ କରିବେ ଆଉ କିପରି ସବୁ ଠିକ୍ କରିବେ ତାହା ସେ ବୁଝି ପାରୁ ନଥିଲେ । ଆଉ ଏହାରି ମଧ୍ୟରେ ଏହି କଥାକୁ ନେଇ ନିଜ ସ୍ତ୍ରୀ ସହିତ ସବୁବେଳେ ଝ-ଗଡା ଲାଗି ରହିଥିଲା । ଘରେ ସବୁବେଳେ ଅଶାନ୍ତି ଲାଗି ଥିଲା , ଯାହାକୁ ଆଉ ସମ୍ଭାଳି ପାରୁ ନଥିଲେ ଅମିତ ।

ଏକଦା ଘରେ ନିଜ ସ୍ତ୍ରୀକୁ ହ-ତ୍ୟା କରି ଦେଇଥିଲେ ଆଉ ଦୁଇ ଝିଅକୁ ଧରି ବଜାର ଯାଇଥିଲେ । ସେଠାରେ ଦୁଇ ପିଲାଙ୍କୁ ଧରି ତାଙ୍କ ମନ ଇଚ୍ଛା ସବୁ ଖାଇବାକୁ ଦେଇଥିଲେ । ଏହାପରେ ଘରକୁ ଆଣି ଦୁଇ ଜଣଙ୍କୁ ହ-ତ୍ୟା କରି ଫୋପାଡ଼ି ଦେଇଥିଲେ । ଆଉ ଆଗ ପଟୁ ଘର କବାଟ ବନ୍ଦ କରି ଚାଲି ଯାଇଥିଲେ । ତେବେ ଯେତେବେଳେ ଜଣେ ବ୍ୟକ୍ତି ଆସି ଘରର କବାଟ ଖୋଲି ଦେଇଥିଲେ , ସେ ସବୁକିଛି ଦେଖି ବେହୋସ ହୋଇ ଯାଇଥିଲେ । ତେବେ ଏହାପରେ ସବୁକିଛି ସତ ସାମ୍ନାକୁ ଆସିଥିଲେ ଆଉ ଅଭି-ଯୁକ୍ତ ଅମିତକୁ ପୋ-ଲିସ ବର୍ତ୍ତମାନ ବା-ନ୍ଧି ନେଇଛି ।

Leave a Reply

Your email address will not be published. Required fields are marked *