କଲେଜ ଛାତ୍ରୀଙ୍କୁ ଆକ୍ର-ମଣ କଲେ ଦୁ-ର୍ବୃତ୍ତ , ଗୁରୁ-ତର ଆ-ହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବତୀ

ସବୁଦିନ ଭଳି ସେଦିନ ମଧ୍ୟ କଲେଜ ଯାଉଥିଲେ । ସବୁକିଛି ଠିକ୍ ଠାକ୍ ଚାଲିଥିଲେ । କିଏ ଜାଣିଥିଲା ଅଚାନକ ଏମିତି ହେବ ଆଉ ଏପରି ଅବସ୍ଥା ଆସିବ ଯେ ଛାତ୍ରୀ ଜଣକ ହସ୍ପିଟାଲ ବେଡ୍ ରେ ଭର୍ତି ହେବେ । ତେବେ କୁହାଯାଏ ନା ବିଧିର ବିଧାନ କେ କରିବ ଆନ । ଆଉ ଠିକ୍ ହୋଇଥିଲା କଲେଜ ଛାତ୍ରୀଙ୍କ ସହିତ । ହସ ଖୁସିରେ ସାଙ୍ଗ ସହିତ ମିଶି ପରୀକ୍ଷା ଦେବାକୁ ଯାଇଥିଲେ କିନ୍ତୁ ହଠାତ୍ କେଉଁଠାରୁ ଦୁ-ର୍ବୃତ୍ତ ମାନେ ଆସିଥିଲେ ଆଉ ଛାତ୍ରୀ ଜଣକ ଉପରକୁ ଆକ୍ର-ମଣ କରିଥିଲେ ।

ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଘଟି ଯାଇଛି ଜୟପୁର ଟାଉନ ଥା-ନା ଅଞ୍ଚଳରେ । ସୂଚନା ଅନୁଯାୟୀ , ଜୟପୁର ଟାଉନ ଅଞ୍ଚଳରେ ଥିବା ଏକ ସରକାରୀ କଲେଜରେ ପାଠ ପଢୁଥିଲେ ଜଣେ ଛାତ୍ରୀ ।ସବୁଦିନ ସେ କଲେଜ ଯିବା ଆସିବା କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କର କଲେଜରେ ଚାଲିଥିଲା ପରୀକ୍ଷା । ପରୀକ୍ଷା ଦେବାକୁ ମଧ୍ୟ ଛାତ୍ରୀ ଜଣକ ଘରୁ ଖାଇ ପିଇ ବାହାରି ଯାଇଥିଲେ । କିନ୍ତୁ ଜାଣି ନଥିଲେ ଯେ , ଘରୁ ବାହାରିବା ତାଙ୍କୁ ପଡ଼ିବ ମ-ହଙ୍ଗା ।

ଆଉ ତାଙ୍କ ସହିତ ତାହା ହୋଇଥିଲା ଯାହାକୁ ସେ ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିଲେ । ତାଙ୍କ ସହିତ ଘଟି ଯାଇଥିଲା ବଡ ଦୁର୍ଘ-ଟଣା । ଅର୍ଥାତ୍ କଲେଜରୁ ସେ ଥିଓରି ପରୀକ୍ଷା ଦେଇ ବାହାରି ଆସିଥିଲେ ଘରକୁ ଖାଇବା ପାଇଁ । ଆଉ ଥରେ ଖାଇ ସାରି ପ୍ରାକ୍ଟିକାଲ ପରୀକ୍ଷା ଦେବା ପାଇଁ ସେ ବାହାରି ଯାଇଥିଲେ । କିନ୍ତୁ ହଠାତ୍ ଚାରି ଜଣ ଦୁ-ର୍ବୃତ୍ତ ଆସି ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ । ଆଉ ସେହି ଚାରି ଜଣ ଦୁ-ର୍ବୃତ୍ତ ମାନଙ୍କୁ ଯୁବତୀ ଜଣକ ଜାଣି ମଧ୍ୟ ନଥିଲେ ।

ତେବେ ସାଙ୍ଗେ ସାଙ୍ଗେ ଯୁବତୀ ଜଣକ ଗୁରୁ-ତର ଆ-ହତ ହୋଇ ତଳେ ପଡି ଯାଇଥିଲେ । ଆଉ ତାଙ୍କ ଦେହରୁ ବାହାରି ଯାଇଥିଲା ର-କ୍ତ । ତେବେ ସ୍ଥାନୀୟ ଲୋକ ମିଶି ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । ଆଉ ଯେଉଁଠାରେ ତାଙ୍କର ବର୍ତ୍ତମାନ ସମୟରେ ଚିକିତ୍ସା ଚାଲିଛି । ତେବେ ବର୍ତ୍ତମାନ ଛାତ୍ରୀ ଜଣକ ଗୁରୁ-ତର ଅଛନ୍ତି । ଅନ୍ୟ ପକ୍ଷରେ ପରିବାର ଲୋକ ଥା-ନାରେ ଅଭି-ଯୋଗ କରିଛନ୍ତି । ପରିବାର ଲୋକ କହିଛନ୍ତି ଯେ , ଝିଅର ସେମିତି କାହା ସହିତ ଶ-ତ୍ରୁତା ନାହିଁ । ଝିଅ କଲେଜ ଯାଏ ଆଉ ଆସିଥାଏ । ହଠାତ୍ କିଏ କାହିଁକି ଏପରି କା-ଣ୍ଡ କଲା , ତାଙ୍କୁ ଖୋଜି ବାହାର କରାଯାଉ ବୋଲି ପରିବାର ଲୋକ ପୋ-ଲିସ ଆଗରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *