ପାଖେଇ ଆସୁଛି ମିଶିର ବେସ୍ରାର ମୃ-ତ୍ୟୁ , ଜଙ୍ଗଲ ଚାରିପଟେ ଘେରି ଯାଇଛନ୍ତି ଯବାନ

କିଛି ଦିନ ଆଗରୁ ଆତ-ଙ୍କବାଦୀ ମାନଙ୍କ ବ-ନ୍ଧୁକ ଗୁ-ଳିରେ ଦେଶ ପାଇଁ ସହିଦ ହୋଇ ଯାଇଥିଲେ ଆମ ଓଡ଼ିଶା ମାଟିର ଜଣେ ଯବାନ । ଯାହାଙ୍କୁ ଆଜି ମଧ୍ୟ ଝୁରୁଛି ସାରା ଓଡ଼ିଶା । ଯାହାଙ୍କ ପାଇଁ ଆଜି ବି ଆଖିରୁ ଲୁ-ହ ଝରୁଛି ତାଙ୍କ ପରିବାର ଲୋକଙ୍କର । ମାତ୍ର ଦୁଇ ମାସ ପୂର୍ବରୁ ବିବାହ କରିଥିବା ସୁଶାନ୍ତ ଖୁଣ୍ଟିଆଙ୍କ ସ-ହିଦ ପରେ ସମସ୍ତେ ତାଙ୍କୁ ଝୁରୁଛନ୍ତି । ଆଉ ସମସ୍ତଙ୍କ ମନରେ ପ୍ରତି-ଶୋଧର ନି-ଆଁ ଜ-ଳୁଛି । ଯବାନ ମାନେ ଆହୁରି କ୍ରୋ-ଧିତ ହୋଇ ଯାଇଛନ୍ତି । ବାସ୍ ତାଙ୍କ ନଜର ସେହି ଆତ-ଙ୍କବାଦୀ ମାନଙ୍କ ଉପରେ ରହିଛି ।

କେବଳ ସୁଶାନ୍ତ ନୁହେଁ ତାଙ୍କ ପରେ ପରେ ମଧ୍ୟ ଆହୁରି ଦୁଇ ଜଣ ଯବାନ ସହୀଦ ହୋଇ ଯାଇଛନ୍ତି । ଯାହା ଆହୁରି କ୍ରୋ-ଧିତ କରି ଦେଇଛି ଯବାନ ମାନଙ୍କୁ । ତାଙ୍କର ତିନି ଜଣ ବନ୍ଧୁଙ୍କୁ ଛଡ଼ାଇ ନେଇଛନ୍ତି ସେହି ଆତ-ଙ୍କବାଦୀ ମାନେ । ତେବେ ଏବେ ଯବାନ ମାନଙ୍କ ନଜର ସେହି ସରଦା ଜଙ୍ଗଲରେ ଲୁ-ଚି ବସିଥିବା ଆତ-ଙ୍କବାଦୀ ମାନଙ୍କ ଲିଡର ମିଶିର ବେଶ୍ରାଙ୍କ ଉପରେ ରହିଛି । ଯେଉଁଠି ତାଙ୍କୁ ଦେଖିବ ଯବାନ ମାନେ ସେଠାରେ ହିଁ ଗୁ-ଳି ଫୁଟାଇ ଦେବେ ।

ଆଉ ତାଙ୍କୁ କେହି ବି ଅଟକାଇ ପାରିବେ ନାହିଁ । କୁହାଯାଉଛି କି , ମିଶିର ବେଶ୍ରାର ଆଡ୍ଡା ସ୍ଥାନ ସରଦା ଜଙ୍ଗଲ ଅଟେ । ଯେଉଁଠି ସେ ଆଉ ତାର ସାଥି ମାନେ ରହିଥାନ୍ତି । ଯେକୌଣସି ପରିସ୍ଥିତିରେ ଆଉ ଯବାନ ମାନେ ତାକୁ ଆଉ ତାର ସାଥି ମାନଙ୍କୁ ଛାଡ଼ିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି । ନିଶ୍ଚିତ ଭାବରେ ତାକୁ ଧରି ପକାଇଲେ , ତାର ସାଥି ମାନେ ମଧ୍ୟ ଆପେ ଆପେ ଆତ୍ମସମର୍ପଣ କରିନେବେ ବୋଲି ଯବାନ ମାନେ ଭାବି ନେଇଛନ୍ତି । ଅନ୍ୟ ପକ୍ଷରେ ମିଶିର ବେଶ୍ରା ମାଓ ନେତା ମାନଙ୍କର ମୁଖ୍ୟ ଅଟେ । ଯାହାକୁ ସବୁକିଛି ଜଣା ଅଟେ ।

ବାସ୍ ଯବାନ ମାନେ ତାକୁ ହିଁ ଟା-ର୍ଗେଟ କରିଛନ୍ତି । ଜଙ୍ଗଲ ଚାରିପଟେ ବର୍ତ୍ତମାନ ସେମାନେ ଡେରା ପକାଇ ବସିଛନ୍ତି । ଆଉ କିଛି ବି ପରିସ୍ଥିତିରେ ସେହି ମିଶିର ବେଶ୍ରା ଆଉ ତାର ସାଥି ମାନେ ବଞ୍ଚି ପାରିବେ ନାହିଁ । ତାଙ୍କ ମୃ-ତ୍ୟୁ ପାଖେଇ ଆସିଲାଣି । ଆଉ ସେମାନେ ବଞ୍ଚିବେ ନାହିଁ । ଯେଉଁ ଯବାନ ମାନଙ୍କୁ ସେମାନେ ମାରି ପକାଇଲେ , ସେମାନଙ୍କର ମୃ-ତ୍ୟୁର ପ୍ରତି-ଶୋଧ ନେବା ପାଇଁ ଆଗେଇ ଆସିଛନ୍ତି ସେନା ବାହିନୀ ।

Leave a Reply

Your email address will not be published. Required fields are marked *