ମଣିପୁର ଘଟଣା ସାରା ଭାରତକୁ ଲ-ଜ୍ଜିତ କରିଛି,ସେହି ଯୁବକଙ୍କ କା-ଟିକି କଙ୍କଡା ଛାଡ଼ି ଦେବା କଥା ।

ଦିଲ୍ଲୀର ନି-ର୍ଭୟା ଗଣ ଦୁ-ଷ୍କର୍ମ ସାରା ଭାରତର ମଥାକୁ ନୁଆଇଁ ଦେଇଥିବା ବେଳେ ଏବେ ପୁଣି ମଣିପୁରରେ ସାଙ୍ଘା-ତିକ କା-ଣ୍ଡ ସାରା ଭାରତକୁ ଲ-ଜ୍ଜିତ କରିଛି । ଦ୍ଵାପର ଯୁଗରେ ଭଗବାନ ଦ୍ରୌପଦୀଙ୍କ ବ-ସ୍ତ୍ର ହରଣକୁ ଅଟକାଇ ଥିଲେ । ହେଲେ କଳି ଯୁଗରେ କେହି ଆହା ପଦେ କହିଲେ ନାଇଁ । ଯେଉଁଠି ନାରୀ ପାଇଁ ନବରାତ୍ରି ଓଷା ପାଳନ କରାଯାଉଛି । ଯେଉଁ ନାରୀ ଏହି ନର ରାକ୍ଷ-ସଙ୍କୁ ଜନ୍ମ ଦେଇଥିଲା ଆଜି ସେହି ଭଳି ଦୁଇ ଜଣ ନାରୀଙ୍କୁ ବୀବ-ସ୍ତ୍ର କରି ରାସ୍ତାରେ ଚଲାଇବା ଘ-ଟଣା ସାରା ଭାରତରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟ-ଣାକୁ ନେଇ ସମସ୍ତେ ଛି ଛି କାର କରୁଥିବା ବେଳେ ମୁଖ୍ୟ ଅଭି-ଯୁକ୍ତ ଗି-ରଫ ହୋଇଛି ବୋଲି କୁହା ଯାଉଛି ।

ହେଲେ ଏହି ଘଟ-ଣାକୁ ନେଇ ତାତି ଉଠୁଛି ପୁରା ଭାରତ । ଯେଉଁ ଅଭି-ଯୁକ୍ତ ମାନେ ଦୁଇଟି ଯୁବତୀଙ୍କ ସହ ଏପରି କା-ଣ୍ଡ ଘଟାଇଛନ୍ତି ସେମାନଙ୍କର ଗୁ-ପ୍ତାଙ୍ଗ କାଟି କଙ୍କଡା ଛାଡ଼ିବା ଠୁ ନେଇ ତାଙ୍କ ଉପରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ହେଉ ବୋଲି ଦାବି କରିଛନ୍ତି ସାରା ଭାରତ ବାସୀ । ମଣିପୁରର ଏହି ଘଟ-ଣାକୁ ନେଇ ଆଜି ପର୍ଯ୍ୟନ୍ତ ସାରା ଭାରତରେ ତୁମ୍ବୀ ତୋଫାନ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଭାରତ ବାସୀ ସେହି ଅଭି-ଯୁକ୍ତ ମାନଙ୍କୁ ମୃ-ତ୍ୟୁ ଦ-ଣ୍ଡ ଦେବାକୁ ଦାବି କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ସେହି ଅଭି-ଯୁକ୍ତ ମାନଙ୍କୁ ଏପରି ଦ-ଣ୍ଡ ଦିଆଯିବ ଯାହା ସେମାନେ କେବେ ହେଲେ ସୁଦ୍ଧା ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିବେ ।

ହଁ ବନ୍ଧୁଗଣ ଘ-ଟଣା କିଛି ଏପରି ଥିଲା ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ଦୁଇ ଜଣ ମହିଳାଙ୍କୁ ଉଲ-ଗ୍ନ କରି ଚଲାଇ ଚଲାଇ ନେବା ସହ ଅସ-ଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅ-ତ୍ୟାଚା-ର ଯୋଗୁ ସମଗ୍ର ଦେଶବାସୀଙ୍କ ମୁଣ୍ଡ ନଇଁ ଯାଇଛି। ପାର୍ଲାମେଣ୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି ହୋଇଥିଲା

ବୁଧବାର ଏହି ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶ ଉଠିଥିଲା, ପଡ଼ିଥିଲ। ଘଟଣାର ଗୁରୁତ୍ୱକୁ ଦେଖି ତୁରନ୍ତ ସମସ୍ତ ଅଭି-ଯୁକ୍ତଙ୍କୁ ଗି-ରଫ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ପୁଲି-ସ୍‌ର ବିଭିନ୍ନ ଟିମ୍‌ ଗଠିତ ହୋଇ ବହୁ ସ୍ଥାନରେ ଚଢ଼ାଉ ହୋଇଥିଲା। ବୁଧବାର ମଧ୍ୟରାତ୍ରରେ ଏପରି ଲ-ଜ୍ଜାଜ-ନକ ଘଟ-ଣାର ମୁଖ୍ୟ ଅଭି-ଯୁକ୍ତ ହୁଇରେମ ହେରାଦାଶ ସିଂଙ୍କୁ ପୁ-ଲିସ୍‌ ଉଠାଇ ଆଣିଥିଲା । ଆଉ ଏବେ ଭାରତ ବାସୀ ସେମାନଙ୍କ ମୃ-ତ୍ୟୁ ଦ-ଣ୍ଡକୁ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *