ପ୍ରେମିକା ଟଙ୍କା ଓ ଦେହସୁଖ ଆଶାରେ ରଖିଥିଲା ପ୍ରେମ ସ-ମ୍ପର୍କ । ଆଉ ବିବାହ କରିବାକୁ ମନା କରିବାରୁ ସହି ନପାରି ଜୀବନ ହାରିଦେଲା ପ୍ରେମିକ ।

ଆଜିକାଲି କେତେଟା ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ଏଭଳି ପ୍ରେମ ସମ୍ପ-ର୍କରେ ରହୁଛନ୍ତି ? ଖୁବ କମ ସମ୍ପ-ର୍କ ବାସ୍ତବ ହୋଇଥିବା ବେଳେ ଆଉ ସବୁ ଲୋକ ଦେଖାଣିଆ କିମ୍ବା ସ୍ୱାର୍ଥ ପାଇଁ । ଏହାର ଶିକାର ହୋଇ କେତେ ଯେ ଜୀବନ ଅକାରଣେ ଚାଲି ଯାଉଛି ତାହା କିଏ ଜାଣେ । ବର୍ତ୍ତମାନ ସମୟରେ ପ୍ରେମ ଗୋଟିଏ ଏଭଳି ଏକ ଜିନିଷ ହୋଇ ଯାଇଛି ଯାହାକି ପରିଣାମରେ ହୁଏତ ଦୁଇ ଜଣ ବିବାହ କରୁଛନ୍ତି ନଚେତ ଜଣେ ଜୀବନ ହାରି ଦେଉଛି । ଆଉ ବର୍ତ୍ତମାନ ଜଗା ମଧ୍ୟ ସେହିଭଳି କିଛି ପଦକ୍ଷେପ ନେଇ ଯାଇଛି ଏବଂ ନିଜ ମା’ ଏତେ ବଡ଼ ଦୁନିଆରେ ଏକା କରି ଦେଇ ଯାଇଛି । ବାସ୍ତବରେ ଦୁଃ-ଖୀ ଗରୀବ ଲୋକଙ୍କର କେହିବି ଶୁଭ ଚିନ୍ତକ କିମ୍ବା ବନ୍ଧୁ ନଥାଏ ।

ତେବେ ଏଠାରେ କହି ରଖିବୁ ଯେ ଜଣେ ପ୍ରେମିକ ନିଜ ପ୍ରେମିକା ପାଇଁ ଜୀବନ ହାରି ଦେଇଛି । ପ୍ରେମିକା ପାଏଲ ନିଜ ବୟଫ୍ରେଣ୍ଡ ସହିତ କେବଳ ଶାରୀ-ରିକ ସମ୍ପ-ର୍କ ଏବଂ ଟଙ୍କା ପାଇଁ ରହିଥିଲା । ମାତ୍ର ଯେତେବେଳେ ଜଗା ତାକୁ ବିବାହ କରିବାକୁ କହିଲା ସେତେବେଳେ ପ୍ରେମିକା ତାକୁ ମନା କରିବା ସହିତ ମା-ଡ଼ ମଧ୍ୟ ଖୁଆଇଲା । ଆଉ ଯେତେବେଳେ ଜଗା ବାଧ୍ୟ କରିଛି ସେତେବେଳେ ଜଗାର ପ୍ରାଇ-ଭେଟ ଫୋଟ ଏବଂ ଭିଡ଼ିଓକୁ ଭାଇରଲ କରିଦେବ କହି ବ୍ଲା-କମେ-ଲ କରିଥିଲା । ଏମିତିକି ପାଏଲ ଜଗାକୁ ଡାକି ମା-ଡ଼ ଖୁଆଇ ଥିବା ମଧ୍ୟ ଶୁଣିବାକୁ ମିଳିଛି । କିନ୍ତୁ ଦୁଃ-ଖଦ ଖବର ଏହା ଯେ ଜଗା ଆଉ ଏ ଦୁନିଆରେ ନାହିଁ । ନିଜର ଛୋଟ ପରିବାର କହିଲେ ନିଜ ମା’ କୁ ଛାଡ଼ି ଏ ଦୁନିଆ ଛାଡ଼ି ଚାଲି ଯାଇଛି ।

କହି ରଖିବୁ ଯେ କାକଟପୁଟ ନିର୍ବାଚନ ମଣ୍ଡଳୀ ନୂଆହାଟ ଫାଣ୍ଡି ଅଞ୍ଚଳ ସୋରବା ପାଇକସାହି ଗ୍ରାମରେ । ଗାଁ ର ଜଣେ ଭଲ ପୁଅ ଯାହାର ନାମ ଥିଲା ଜଗା । ଖୁବ ଗରୀବ ପରିବାରରୁ ଯାଇ ଜଗା କାମ କରି ଘରକୁ ଚଳିବା ପାଇଁ ପଇସା ପଠାଉଥିଲା । ଘରେ ଖୁବ କଷ୍ଟରେ ଚଳି ଯାଉଥିଲେ । ପୁଣି ଜଗା ପାଖ ଗାଁର ପାଏଲ ନାମକ ଏକ ଝିଅକୁ ପ୍ରେମ କରୁଥିଲା ଏବଂ ତାକୁ ମଧ୍ୟ ଟଙ୍କା ଦେଉଥିଲା । କହିବାକୁ ଗଲେ ନିଜ ପ୍ରେମିକାର ବେଶ ଭଲ ଭାବରେ ଯତ୍ନ ନେଉଥିଲା ଜଗା । କିନ୍ତୁ ପ୍ରେମିକା ପାଏଲ କେବଳ ଶାରୀ-ରିକ ସୁଖ ଏବଂ ଟଙ୍କା ପାଇଁ ଜଗା ସହିତ ସ-ମ୍ପର୍କ ରଖିଥିଲା । ପାଏଲ ଯେତେବେଳେ ଯାହାବି ମାଗୁଥିଲା ସବୁ ଜଗା ଦେଉଥିଲା ।

ଉଭୟଙ୍କ ମଧ୍ୟରେ ସମ୍ପ-ର୍କ ନିବିଡ଼ ଥିଲା ଏବଂ ଯେତେବେଳେ ଜଗା ପାଏଲକୁ ବିବାହ କରିବାକୁ କହିଥିଲା । ପାଏଲ ମନା କରି ଦେଇଥିଲା । ଏମିତିକି ମିଛ କଥା କହି କୁଆଡ଼େ ନିଜ ମାମୁଁ ପାଖରୁ ଜଗାକୁ ମା-ଡ଼ ମରା-ଇଥିଲା ପାଏଲ । ଖାଲି ସେତିକିରେ ଶାନ୍ତ ହୋଇ ନଥିଲା ବରଂ ଜଗାଙ୍କ ଭିଡ଼ିଓ ଏବଂ ଫୋଟକୁ ସବୁଠି ଭାଇରଲ କରିଦେବାକୁ ଧ-ମକ ମଧ୍ୟ ଦେଇଥିଲା । ଆଉ ଯାହାକୁ ସହି ପାରି ନଥିଲା ଜଗା ଏବଂ ଜୀବନ ହାରି ଦେଇଥିଲା ଜଗା । ବର୍ତ୍ତମାନ ଜଗାଙ୍କ ଦାଦା ମଧ୍ୟ କହିଛନ୍ତି ଯେ ପାଏଲ ଆଦୌ ଭଲ ଝିଅ ନଥିଲା । ବର୍ତ୍ତମାନ ପୁଅକୁ ହରାଇ ପରିବାରଟି ଯେମିତି ଦୁଃ-ଖରେ ଭା-ଙ୍ଗି ପଡ଼ିଛି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ମା’ ଅତ୍ୟନ୍ତ ଦୁଃ-ଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *