ପ୍ରେମ ବିବାହ କାରଣରୁ ଗ୍ରହଣ କରି ନଥିଲେ ଘରେ । ଉଭୟେ ରହିଲେ ଭଡ଼ା ଘରେ ଆଉ ସେହି ଘରେ ସ୍ୱାମୀ ତ-ଣ୍ଟି ଚି-ପି ହ-ତ୍ୟା କଲା ସ୍ତ୍ରୀକୁ ।

ଯୁବ ସମାଜରେ ଝିଅ ପୁଅଙ୍କର ସବୁଠାରୁ ବଡ଼ ଭୁଲ ଏହା ଯେ ସେମାନେ ପ୍ରେମରେ ପଡ଼ି ପ୍ରମିକ କିମ୍ବା ପ୍ରେମିକା ପାଇଁ ନିଜ ଘର ପରିବାର ବାପା ମା’ ଙ୍କୁ ମଧ୍ୟ ଛାଡ଼ି ଦେଉଛନ୍ତି । ଏହା ସେମାନେ ଆଦୋୖ ଭାବୁ ନାହାଁନ୍ତି ଯେ ବିନା ପରିବାର ଏବଂ ବିନା ସାହାରାରେ ଲୋକେ ଦିନେ ନା ଦିନେ ବଡ଼ ସମସ୍ୟାରେ ପଡ଼ି ପାରନ୍ତି । ଆଉ ସେତେବେଳେ ପରିବାରର ଆବଶ୍ୟକତା ପଡ଼ିଥାଏ । ସବୁଠାରୁ ବଡ଼ କଥା ହେଉଛି ମଣିଷ ଚିହ୍ନି ନପାରିବା । ଆଜିକାଲିକା ସମାଜରେ ମଣିଷ ମଧ୍ୟରେ ଆଉ ମଣିଷତ୍ୱ ନାହିଁ । ତେଣୁ କଥାରେ ଅଛି ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ ।

ଆଉ ଏଭଳି କାମ ବର୍ତ୍ତମାନ ଜଣେ ମହିଳାଙ୍କ ପାଇଁ ଦୁର୍ଦ-ଶାର କାରଣ ଘଟିଛି । ଯାହାକୁ ବିଶ୍ୱାସ କରି ପ୍ରେମ ବିବାହ କରିଥିଲେ ସେ ହିଁ ଆଜି ତାର ଜୀବନ ନେଇ ଯାଇଛି । ସେ କେବେ ହୁଏତ ବିଶ୍ୱାସ କରି ନଥିବ ଯେ ଯାହାକୁ ସେ ବିଶ୍ୱାସ କରି ଘର ଛାଡ଼ି ଦେଇଥିଲା ସେ ଦିନେ ଏଭଳି କାମ କରିବ ବୋଲି । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ରାଜଧାନୀର ଏକ ଭଡ଼ା ଘରେ ଘଟି ଯାଇଛି । ଯେଉଁଠି ଜଣେ ମହିଳାଙ୍କ ମୃ-ତ ଶ-ବ ଏବେ ସୁଦ୍ଧା ସେହି ଭଡ଼ା ଘର ଭିତରେ ପଡ଼ି ରହିଛି । ତେବେ କହି ରଖିବୁ ଯେ ଭରତପୁରର ତେଲୁଗୁ ସାହିର ଏକ ଭଡ଼ା ଘରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ର ତ-ଣ୍ଟି ଚି-ପି ହ-ତ୍ୟା କରିଛି ।

ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । କାରଣ ଆଖପାଖ ଲୋକେ ମଧ୍ୟ ଏହି ଘ-ଟଣା ପାଇଁ ଭ-ୟଭୀ-ତ ହୋଇ ପଡ଼ିଛନ୍ତି । ସବୁଠାରୁ ଆଶ୍ଚ-ର୍ଯ୍ୟ ଜନକ କଥା ଏହା ଯେ ଉଭୟେ ଅଳ୍ପ କିଛି ଦିନ ହେବ ବିବାହ କରିଥିଲେ । ଘରୁ ପଳାଇ ବିବାହ କରିବାରୁ ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ଗ୍ରହଣ କରି ନଥିଲେ । ବାହାର ରାଜ୍ୟରେ ଉଭୟେ ଯାଇ କିଛିଦିନ ସେଠାରେ ରହି କାମ ନପାଇବାରୁ ଘରକୁ ଫେରି ଆସିଥିଲେ ମାତ୍ର ପରିବାର ଲୋକେ ଘରେ ରଖେଇ ଦେଇ ନଥିଲେ । ଯେଉଁ କାରଣରୁ ଉଭୟେ ଭୁବନେଶ୍ୱର ତେଲୁଗୁ ସାହିରେ ଏକ ଭଡ଼ା ଘର ନେଇ ଗତ ଦଶ ଦିନ ହେବ ସେଠାରେ ରହୁଥିଲେ । ଲୋକଙ୍କ କହିବା ଅନୁଯାୟୀ ସ୍ୱାମୀ କୁଆଡ଼େ ସେଠାରେ ରଙ୍ଗ କାମ କରୁଥିଲେ ।

ରଙ୍ଗ କାମ କରି ଉଭୟେ ଚଳୁଥିଲେ । କିନ୍ତୁ ଅଧିକ ଦିନ ସମ୍ପ-ର୍କ ଚାଲି ନଥିଲା । ଏମିତି କିଛି ସମସ୍ୟା ଉପୁଜିଲା ଯେଉଁ କାରଣରୁ ସ୍ୱାମୀ ଉତ୍ୟ-କ୍ତ ହୋଇ ନିଜ ସ୍ତ୍ରୀର ତ-ଣ୍ଟି ଚି-ପି ହ-ତ୍ୟା କଲା । ତେବେ ଏହି ଘ-ଟଣା ବିଷୟରେ ପୋ-ଲିସ ଜାଣିବା ପରେ ସ୍ୱାମୀକୁ ଅଟକ ରଖି ପଚ-ରା ଉ-ଚୁରା ଜାରି ରଖିଛି । ତେବେ ଏସପିଙ୍କ କହିବା ଅନୁଯାୟୀ ଏବେ ସୁଦ୍ଧା ଘ-ଟଣା ବିଷୟରେ କିଛିବି ଜଣା ପଡ଼ିନାହିଁ ଏବଂ ଏମିତିକି ସ୍ୱାମୀ ମୁହଁରୁ ମଧ୍ୟ କିଛିବି ସତ୍ୟତା ଶୁଣିବାକୁ ମିଳିନାହିଁ । ଘଟ-ଣାର ସତ୍ୟତା ଜଣା ପଡ଼ିବା ପରେ ଯାଇ ମାମ-ଲାର ଆଗାମୀ କା-ର୍ଯ୍ୟାନୁ-ଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *