ଗୋଆରେ ଫସି ସାହାଯ୍ୟ ମାଗୁଛନ୍ତି ଓଡ଼ିଆ ଡ୍ୟାନସର, ପ୍ରୋଗ୍ରାମ ଅଛି କହି ତାଙ୍କୁ ବାରରେ ନାଚିବାକୁ କାହୁଛନ୍ତି।

ଆଜିର ଯୁବ ପିଢ଼ି ଆଉ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ଚାହୁଁ ନାହାନ୍ତି। ଏବେ ସେମାନେ ଚେଷ୍ଟା କରୁଛନ୍ତି କେମିତି ଟିକେ ପରିଶ୍ରମ କରି ଘରେ ବସି ଆରାମରେ ରହିବେ। ସେଥିପାଇଁ ସେମାନେ ଚୋ-ରି, ଡକା-ୟତି ଏବଂ ଅନ୍ୟକୁ ବ୍ଲା-କମେ-ଲ କରି ଟଙ୍କା ରୋଜଗାର କରୁଛନ୍ତି। ଯାହାଦ୍ବାରା ଲୋକମାନେ ନିଜ ରାଜ୍ୟରେ କଣ ଅନ୍ୟ କୋଉ ରାଜ୍ୟକୁ ବୁଲିବାକୁ ଗଲେ ମଧ୍ୟ ଆଉ ଭଲ ଲୋକଙ୍କୁ ବିଶ୍ଵାସ କରୁନାହାନ୍ତି। ଆଜିର ଦିନରେ ସମସ୍ତଙ୍କୁ ଆଖି ବନ୍ଦ କରି ବିଶ୍ଵାସ କରିବା କଥା ନୁହେଁ।

ଆପଣ ମାନେ ଜାଣିଥିବେ ଆମ ଓଡ଼ିଶାର ଅନେକ ଲୋକ ଟଙ୍କା ରୋଜଗାର କରିବା ପାଇଁ ବାହାରକୁ ଯାଆନ୍ତି। ସେଥି ମଧ୍ୟରୁ କେତେଜଣ ନିଜ ଘରକୁ ଫେରି ଆସନ୍ତି ଆଉ କେତେଜଣ ନିଜ ଘର ପାରିବାର ଧରି ଓଡିଶା ଛାଡ଼ି ଅନ୍ୟ ଦେଶରେ ରହିଯାଆନ୍ତି। କିନ୍ତୁ ଆଉ ଏମିତି କିଛି ଲୋକ ଥାଆନ୍ତି ଯେଉଁମାନେ ଓଡ଼ିଶାକୁ ଫେରିବାକୁ ଚାହିଁଲେ ବି ଫେରି ପାରନ୍ତିନି।

ଓଡ଼ିଶାର ଡ୍ୟାନସର ମଧୁସ୍ମିତାଙ୍କ ଭଉଣୀ ଏବଂ ଭିଣେଇ ଗୋଆରେ ରୁହନ୍ତି। ସେଥିପାଇଁ ମଧୁସ୍ମିତା ନିଜ ଭଉଣଙ୍କ ପାଖକୁ ବେଳେବେଳେ ବୁଲିବାକୁ ଯାଆନ୍ତି। କିନ୍ତୁ ଗୋଟେ ଦିନ ଗୋଆରେ କିଛି ଡ୍ୟାନ୍ସ ପ୍ରୋଗ୍ରାମ ଅଛି ବୋଲି କହିଲେ ସେଥିପାଇଁ ସେ ଗୋଆ ଆସିଲେ। ତା ପରେ ସେ କିଛି ଦିନ ସେଠି କାମ କଲେ କିନ୍ତୁ ସେଠି ତାଙ୍କୁ ଆଉ କାମ କରିବାକୁ ଭଲ ଲାଗିଲା ନାହିଁ କାରଣ ସେଠି ପ୍ରୋଗ୍ରାମ ନା ରେ ବାର ରେ ନାଚିବା କାମ କରିବାକୁ ପଡ଼ୁଥିଲା। ଏ କଥା ମଧୁସ୍ମିତାଙ୍କ ଭଉଣୀ ଏବଂ ଭିଣେଇ କିଛି ଜାଣି ନଥିଲେ।

ମଧୁସ୍ମିତା ଯେତେବେଳେ ସବୁ କଥା ନିଜ ଭଉଣୀ ଏବଂ ଭିଣେଇଙ୍କୁ ଜଣାଇଲେ ସେତେବେଳେ ସେ ଲୋକମାନେ ମଧୁସ୍ମିତାଙ୍କୁ ଧ-ମକ ଦେଲେ ସେ ତାଙ୍କ ଭିଣେଇଙ୍କୁ ମିଛ କେ-ସ ରେ ଫ-ଶେଇ ଜେ-ଲ ପଠେଇ ଦେବେ ଏବଂ କହିଲେ ତୁ ଯାହାକୁ ଡାକୁଛି ଡାକେ ଏଠୁ ତତେ କେହି ନେଇ ପାରିବେନି। ମଧୁସ୍ମିତା କେମିତି ସେଠୁ ଆସିବେ ସେଥିପାଇଁ ସେ ଗୋଟେ ଭିଡିଓରେ ସବୁ କଥା କହିଛନ୍ତି ଏବଂ ଓଡିଶାବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି।

Leave a Reply

Your email address will not be published. Required fields are marked *