କିନ୍ନର ବୋଲି ବିବାହ କରିବାକୁ ମନା କରିଥିଲା ପ୍ରେମିକା । ଆଉ ଏବେ ପ୍ରେମିକା ସହିତ ଏମିତି କିଛି କଲା ପ୍ରେମିକ ।

ସମାଜରେ ତୃତୀୟ ଲି-ଙ୍ଗ କିମ୍ବା ଟ୍ରାନ୍ସଜେଣ୍ଡରଙ୍କୁ ଆଜିବି ଖୁବ ଅବହେଳିତ ମନେ କରାଯାଏ । ଆଉ ଯେଉଁ କାରଣରୁ ଅନେକ ସମୟରେ ଅନେକ ସମସ୍ୟା ମଧ୍ୟ ଉପୁଜି ଥାଏ । କେଉଁଠି କେଉଁ ଟ୍ରାନ୍ସଜେଣ୍ଡର କାହା ପ୍ରେମରେ ପଡ଼ି ଯାଉଛି ତ କିର ବିବାହ ପରେ କାହାରି ଫାଇଦା ଉଠାଉଛି । କିନ୍ତୁ କେହି ଟ୍ରାନ୍ସଜେଣ୍ଡର କାହାରି ହ-ତ୍ୟା କରିଥିବା କଣ ଆପଣ କେବେ ଶୁଣିଥିଲେ କି ? ଆଜ୍ଞା ହଁ , ଜଣେ ଟ୍ରାନ୍ସଜେଣ୍ଡର ନିଜର ବାନ୍ଧବୀକୁ ବିବାହ କରିବାକୁ ନିଜର ଲିଙ୍ଗ ସୁଦ୍ଧା ପରିବର୍ତ୍ତନ କରିଥିଲା । ଆଉ ତାପରେ ଯେତେବେଳେ ଯୁବତୀ ମାନି ନଥିଲେ ସେତେବେଳେ ତାକୁ ଜିଆନ୍ତା ଜା-ଳି ଦେଇଥିଲା । ଆଉ ଏଭଳି ଏକ ଘଟ-ଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ତାମିଲନାଡ଼ୁର ରାଜଧାନୀ ଚେନ୍ନାଇରେ ଘଟି ଯାଇଛି । ଚେନ୍ନାଇର ମଦୁରାଇରେ ରହୁଥିବା ଜଣେ ଟ୍ରାନ୍ସଜେଣ୍ଡର ଅର୍ଥାତ ପ୍ରେମିକ ଭିତ୍ରୀମରନ ତୁରାଇଫୋକ୍ସମରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଆଉ ସେହିଠାରେ ନନ୍ଦିନୀଙ୍କ ସହିତ ମଧ୍ୟ ତାଙ୍କର ଦେଖା ହୋଇଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା ଏବଂ ଦୁହେଁ ଅନେକ ସମୟ ପରସ୍ପର ସହିତ ବିତାଉଥିଲେ ।

ତେବେ ଏହାରି ମଧ୍ୟରେ ଭିତ୍ରୀମରନ ନନ୍ଦିନୀଙ୍କୁ ଭଲ ପାଇ ବସିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ନିବେଦନ ମଧ୍ୟ କରିଥିଲେ । ଯେହେତୁ ସେ ଜଣେ ଟ୍ରାନ୍ସଜେଣ୍ଡର ତେଣୁ ନନ୍ଦିନୀ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ । ଏହାପରେବି ଭିତ୍ରୀମରନ ଅଟକି ନଥିଲେ ଏବଂ ବାରମ୍ବାର ତାଙ୍କୁ ପ୍ରୋପୋଜ କରିବାରେ ଲାଗିଥିଲେ ।

କିନ୍ତୁ ଏପଟେ ଭିତ୍ରୀମରନ ନନ୍ଦିନୀଙ୍କୁ ବିବାହ କରିବାକୁ ନିଜର ଲି-ଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । କିନ୍ତୁ ଏହାପରେ ଜାଣିବାକୁ ପାଇଥିଲେ ଯେ ନନ୍ଦିନୀଙ୍କର ଆଉ କାହା ସହିତ ପ୍ରେମ ସ-ମ୍ପର୍କ ରହିଛି ବୋଲି । ଯେଉଁ କାରଣରୁ ସେ ରା-ଗରେ ଜର୍ଜ-ରିତ ହୋଇ ଯାଇଥିଲା ଏବଂ ନନ୍ଦିନୀ ଉପରେ ପ୍ରତି-ଶୋଧ ନେବାକୁ ନନ୍ଦିନୀକୁ ତାର ଜନ୍ମ ଦିନରେ ସରପ୍ରାଇଜ ଦେବ କହି ଏକ ନିଛାଟିଆ ଜାଗାକୁ ଡାକିଥିଲା । ନନ୍ଦିନୀ କେବେବି ଭାବି ନଥିଲା ଯେ ଏତେ ଭଲ ମିଶୁଥିବା ସାଙ୍ଗ ଦିନେ ତା ସହିତ ଏଭଳି କରିବ ବୋଲି । ତେବେ ଏହାପରେ ଭିତ୍ରୀମରନ ନନ୍ଦିନୀର ହାତ ଏବଂ ଗୋଡ଼କୁ ଜଞ୍ଜିରିରେ ବାନ୍ଧିବା ପରେ ନନ୍ଦିନୀର ହାତ ଗୋଡ଼ ଏବଂ ବେକକୁ କା-ଟି ଦେଇଥିଲା ।

ଏହାପରେ ପେଟ୍ରୋଲ ଢାଳି ଜି-ଅନ୍ତା ଜା-ଳି ଦେଇଥିଲା । ତେବେ ଘ-ଟଣା ବିଷୟରେ ଜାଣିବା ପରେ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ଅର୍ଦ୍ଧଦ-ଗ୍ଧ ଅବସ୍ଥାରେ ନନ୍ଦିନୀଙ୍କୁ ଉ-ଦ୍ଧାର କରିବା ସହିତ ଅଭି-ଯୁକ୍ତ ଭିତ୍ରୀମରନଙ୍କୁ ମଧ୍ୟ ଗି-ରଫ କରିଥିଲା । ଏହାପରେ ଭିତ୍ରୀମରନ ନିଜେ କିଭଳି ନନ୍ଦିନୀଙ୍କୁ ମା-ରିବାର ପ୍ଲାନ କରିଥିଲେ ସବୁ ମାନିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଅଭି-ଯୁକ୍ତ ଭିତ୍ରୀମରନକୁ କେଉଁ ଦ-ଣ୍ଡ ମିଳୁଛି ।

Leave a Reply

Your email address will not be published. Required fields are marked *