ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କଲା ଦିଅର । କା-ନ୍ଦି କା-ନ୍ଦି ଥା-ନାରେ ପହଞ୍ଚିଲେ ଭାଉଜ ।

ନିଜ ଘରେବି ସୁରକ୍ଷିତ ନାହାଁନ୍ତି ମହିଳା ଜଣକ । ଆଉ ନିଜ ଦିଅରର ସେହି କାମନା ନି-ଆଁର ଶି-କାର ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମହିଳା ଜଣକ । ମହିଳା ଜଣକ ଘରେ ଥିବା ସୁନା ଅଳଙ୍କାର ଏବଂ ଟଙ୍କା ଆଣିବାକୁ ପଶିବାରୁ ଦିଅର ଜଣକ ଆକ୍ର-ମଣ କରିଥିଲେ । ମହିଳା ଜଣକ ଏହାକୁ ବି-ରୋଧ ମଧ୍ୟ କରିଥିଲେ । ଯେଉଁ କାରଣରୁ ମହିଳାଙ୍କୁ ଦୁ-ଷ୍କର୍ମ କରିବାକୁ ଉଦ୍ୟମ କରିବା ସହିତ ମହିଳାଙ୍କ ଶାଢ଼ୀ ଛିଡ଼ି ଦେବା ଏବଂ ଟଣା ଓଟରା କରିବା ସହିତ ତାଙ୍କର କୁନି ପୁଅକୁ ମଧ୍ୟ ପିଟିଥିଲେ । ଏହାସହିତ ମହିଳାଙ୍କ ପୁଅ ଏବଂ ସ୍ୱାମୀଙ୍କୁ ମଧ୍ୟ ଜୀବନରୁ ମା-ରି ଦେବାକୁ ଧ-ମକ ଦେଇଥିଲେ । ମହିଳାଙ୍କ ବି-ରୋଧ କରିବା ତାଙ୍କ ପାଇଁ ମହ-ଙ୍ଗା ପଡ଼ିଛି । ଦିଅର ତାଙ୍କ ସହିତ ଜୋର ଜବ-ରଦସ୍ତ କରିବା ସହିତ ମା-ଡ଼ ମଧ୍ୟ ମା-ରିଛନ୍ତି ।

ତେବେ ଏସବୁ ଯେତେବେଳେ ଅସହ୍ୟ ହୋଇଛି ସେତେବେଳେ ମହିଳା ଜଣକ ଥା-ନାର ଦ୍ୱାରସ୍ତ ହୋଇଛନ୍ତି । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କପ୍ତିପଦା ଥା-ନା ଅଞ୍ଚଳରେ ଘଟି ଯାଇଛି । ପୀଡ଼ିତା ମହିଳା ଜଣକ ନିଜ ସ୍ୱାମୀ ଏବଂ ପୁଅ ସହିତ ପୁନେରେ ରହନ୍ତି । ଗତକାଲି ରାତିରେ ସେମାନେ ଘରକୁ ଫେରିଥିବା ବେଳେ ତାଙ୍କୁ ପରିବାର ଲୋକେ ଘରେ ପଶିବାକୁ ଦେଇ ନଥିଲେ ।

ମହିଳାଙ୍କୁ ତାଙ୍କ ବାପ ଘରୁ ଅଧିକ ଟଙ୍କା ଆଣିବାକୁ ଦାବି କରିବା ସହିତ ଘରେ ପଶିବାକୁ ଶ୍ୱଶୁର ଘର ଲୋକେ ବିରୋଧ କରିଥିଲେ । ସେହି ସମୟରେ ଯେତେବେଳେ ମହିଳା ଜଣକ ନିଜ ଘରେ ରଖିଥିବା ନିଜର କିଛି ସୁନା ଅଳଙ୍କାର ଆଣିବାକୁ ଯାଉଥିଲେ ସେତେବେଳେ ତାଙ୍କ ଦିଅର ହଠାତ ତାଙ୍କୁ ନିର୍ଧୂମ ମା-ଡ଼ ମା-ରିବା ସହିତ ତାଙ୍କ ସହିତ ଜୋର ଜବ-ରଦସ୍ତ ଦୁ-ଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ।

ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ଯେତେବେଳେ ସେମାନେ ଘରକୁ ଆସନ୍ତି ଘର ଲୋକ ତାଙ୍କ ସହିତ ଖରାପ ବ୍ୟବହାର କରନ୍ତି । ଆଉ ଏଥର ମଧ୍ୟ ସେହିଭଳି କରିଛନ୍ତି । ଏମିତିକି ତାଙ୍କ ସହିତ ତାଙ୍କ ପୁଅକୁ ରୋଡ଼ରେ ପି-ଟିଥିଲେ । ଆଉ ତାଙ୍କ ପୁଅ ଯେତେବେଳେ ସେସବୁ ଘଟ-ଣାକୁ ରେ-କର୍ଡ଼ କରିବାକୁ ଯାଉଥିଲେ ସେତେବେଳେ ତା ହାତରୁ ଫୋନ ଛଡ଼ାଇ ଫିଙ୍ଗି ଦେଇଥିଲେ । ରୋଡ଼ରେ ବାଡ଼େଇ ବାଡ଼େଇ ଗୁରୁ-ତର କରିବା ସହିତ ନିଜର ଭାଇ ଏବଂ ପୁତୁରାକୁ ଜୀବନରୁ ମା-ରି ଦେବାକୁ ଚେଷ୍ଟା କରିଥିଲେ ପରିବାର ଲୋକେ । ତେଣୁ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଯାଇ କପ୍ତିପଦା ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି । ଆଉ ବର୍ତ୍ତମାନ ପୋ-ଲିସ ଅଭି-ଯୋଗ ଆଧା-ରରେ ତ-ଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *