ହନିମୁନ୍‌ ପାଇଁ ହୋଟେଲ୍ କୁ ଡ଼ାକି ପ୍ରେମିକର ପ୍ରାଇ-ଭେଟ୍ ପାର୍ଟ କା-ଟିଦେଲା ପ୍ରେମିକା।

ମଣିଷ ଜୀବନରେ ଏବଂ ମଣିଷ ମୁଣ୍ତରେ କେତେବେଳେ ଯେ କଣ ଚାଲିଥାଏ ସେ କଥା କେହି କିଛି ଜାଣି ପାରନ୍ତିନି। ବର୍ଷ ବର୍ଷ ଧରି ଏକାଠି ମିଳିମିଶି ରହୁଥିବା ବ୍ୟକ୍ତି ମଧ୍ୟ ବେଳେ ଭାବି ପାରେନି ଯେ ସେ ଏତେ ଭଲ ପାଉଥିବା ଲୋକ ହଠାତ୍ କେମିତି ଏମିତି ବଦଳି ଯାଏ ଏବଂ ରା-ଗରେ ଏତେ ବଡ କାମ କରିଦିଏ। ହଁ ଆଜ୍ଞା ବିହାର ର ରାଜଧାନୀ ପାଟନାରୁ ବୁଧବାର ଦିନ ଏମିତି ଏକ ହୃଦୟ ବିଦା-ରକ ଘ-ଟଣା ସାମ୍ନାକୁ ଆସିଛି ଯାହା ଜାଣିବା ପରେ ଆପଣମାନେ ମଧ୍ୟ ଆଉ କାହାକୁ ଏତେ ସହଜରେ ବିଶ୍ଵାସ କରିପାରି ବେନି।

ଦରବଙ୍ଗାର ନେହା ଗତ ୩ ବର୍ଷ ହେଲା ସୀତାମାରର ସୂର୍ଯ୍ୟଙ୍କୁ ଭଲ ପାଉଥିଲେ। ସୂର୍ଯ୍ୟ ସିଆରପିଏଫ୍ ଯବାନ ଥିଲେ। ତାଙ୍କ ପୋଷ୍ଟିଂ ଛତିଶଗଡରେ ହେଡ କନେଷ୍ଟବଳ ରୂପରେ ହେଇଥିଲା। କାମ ରୁ ଛୁଟି ପାଇଲେ ଯବାନ ନେହାଙ୍କୁ ଦେଖା କରିବାକୁ ଦରବଙ୍ଗା ଆସନ୍ତି। ଏମିତି କିଛି ଦିନ ଯିବା ପରେ ସୂର୍ଯ୍ୟଙ୍କ ପରିବାର ଲୋକ ଅନ୍ୟ ଜଣେ ଝିଅ ସହିତ ତାଙ୍କ ବିବାହ ସ୍ଥିର କରିଦେଲେ। ଯେତେବେଳେ ନେହା ଏ ବିଷୟରେ ଜାଣିଲେ ସେ ବହୁତ୍ ରାଗି ଯାଇ ଆ-ତ୍ମହ-ତ୍ୟା କରିବାକୁ ବାହାରିଲେ। ସେ ସୂର୍ଯ୍ୟଙ୍କୁ ଫୋନ୍ କରି ପାଟନା ଆସିବାକୁ ଧ-ମକ ଦେଲେ ଏବଂ କହିଲେ ସେ ଯଦି ପାଟନା ନ ଆସିବେ ତେବେ ସେ ଆ-ତ୍ମହ-ତ୍ୟା କରିଦେବେ।

ପ୍ରେମିକାଙ୍କ ଧମକ ଶୁଣି ଯବାନ କାମରୁ ଛୁଟି ନେଇ ଜୁନ୍ ୩ ତାରିଖରେ ପାଟନା ରେ ପହଞ୍ଚିଲେ। ପ୍ରେମିକାଙ୍କ ରା-ଗ ଏବଂ ଜିଦ୍ ପାଇଁ ଦୁହେଁ ଜୁନ୍ ୫ ତାରିଖ ଦିନ ପ୍ରଥମେ ପାଟନା ସହରର ଗୋଟେ ମନ୍ଦିରରେ ବିବାହ କଲେ ଏବଂ ପରେ କୋର୍ଟ ମ୍ୟାରେଜ୍ କଲେ। ବିବାହ ପରେ ହନିମୁନ୍‌ ପାଳନ କରିବାକୁ ଦୁହେଁ ଗୋଟେ ହୋଟେଲ୍ କୁ ଗଲେ।

ସେଠି ଯବାନ କହିଥିଲେ ଯେ ଘର ଲୋକ ତାଙ୍କ ବାହାଘର ଜୁନ୍ ୨୩ ରେ କରିବେ ବୋଲି କହୁଛନ୍ତି। ଏଇ କଥା ରା-ଗି ଯାଇ ପ୍ରେମିକ ଯେମିତି ତାଙ୍କୁ ଛାଡ଼ି ଆଉ କହାକୁ ବାହା ନ ହେଇ ପାରିବେ ପ୍ରେମିକା ଯବାନଙ୍କ ବ୍ୟକ୍ତିଗତ ଅଙ୍ଗକୁ ଗୋଟେ ଛୁ-ରୀରେ କା-ଟିଦେଲେ। ଗୁରୁ-ତର ଆ-ହତ ଅବସ୍ଥାରେ ଯବାନଙ୍କୁ ପାଟନାର ପିଏମସିରେ ଭର୍ତ୍ତି କରାଯାଇଛି। ଘଟ-ଣା ସମ୍ପ-ର୍କରେ ସୂଚନା ପାଇବା ମାତ୍ରେ ଗାନ୍ଧୀ ମଇଦାନ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ଘଟ-ଣାର ତ-ଦନ୍ତ କରିବା ସହିତ ପ୍ରେମିକାଙ୍କୁ ଗି-ରଫ କରିଛି।

Leave a Reply

Your email address will not be published. Required fields are marked *