ଗାଈ କାହାର ? ପୋ-ଲିସ ବାନ୍ଧିଛି ଗାଈକୁ !

ଥା-ନାରେ ମାଳ ମାଳ ଗାଇ ବନ୍ଧା ହୋଇଛନ୍ତି । ଗୋଟିଏ ନୁହେଁ କି ଦୁଇଟି ନୁହେ ଅନେକାଂଶରେ ଗାଇ ଗୁଡ଼ିକ ଥା-ନାରେ ବନ୍ଧା ହୋଇଛନ୍ତି । ଏହାକୁ ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ କି କାହିଁକି ଥା-ନାରେ ଗାଈ ଗୁଡ଼ିକ ବନ୍ଧା ହୋଇଛନ୍ତି । ଗାଈ ମାନେ କଣ ଭୁଲ କରିଛନ୍ତି କାହିଁକି ପୋ-ଲିସ ତାଙ୍କୁ ବାନ୍ଧିକି ନେଇ ଥା-ନାରେ ଭର୍ତି କରିଛନ୍ତି ।

ଗୋଟିଏ ଦୁଇଟି ଗାଇ ନୁହେଁ ଅନେକ ଗାଈ ଥା-ନାରେ ବନ୍ଧା ହୋଇଥିବା ବେଳେ ଗାଇ ପଲଙ୍କୁ ଦେଖି ଲୋକେ କହୁଛନ୍ତି ଗାଇ କଲେ କେଉଁ ଭୁଲ । ହେଲେ ବନ୍ଧୁଗଣ ଗାଇ କାହିଁକି ଥା-ନାରେ ବନ୍ଧା ହୋଇଛନ୍ତି ଏହା ଶୁଣିଲେ ଆପଣ ବି ଚକିତ ହୋଇଯିବେ । ଆଉ ଆପଣ ବି ଶେଷରେ ହୁଏତ ମୁଣ୍ଡରେ ହାତ ଦେଇ ପାରନ୍ତି ।

ଆପଣ ମାନେ ନିହାତି ଭାବେ ଜାଣିଥିବେ କି ଗୋରୁ ଚାଲାଣ ଉପରେ ରୋକ ଲଗାଯାଇଛି । ହେଲେ ଅନେକ କ-ଟକ-ଣା ପରେ ବି ଗୋରୁ ମାଫିଆ ମାନେ ଯେଣେ ତେଣେ ପ୍ରକାରେ କରୁଛନ୍ତି ଗୋରୁ ଚୋ-ରା ଚା-ଲାଣ । ଗୋରୁ ଚା-ଲାଣ କରିବାକୁ ଗୋରୁ ମାଫି-ଆମାନେ ସବୁ ବେଳେ ନୂଆ ନୂଆ ଉପାୟ ଆପଣାଇ ନେଉଛନ୍ତି ।

ଆଉ ଅତି ଅମାନୁଷିକ ଭାବେ ଗୋରୁ ଗାଇ ଙ୍କୁ ଟ୍ରକ କିମ୍ବା ପିକଅପରେ ଲଦି ବାହାର ରାଜ୍ୟକୁ ଚା-ଲାଣ କରିଦେଉଛନ୍ତି । ଏହା ଉପରେ ଯେତେ ରୋକ ଲଗାଇଲେ ମଧ୍ୟ ରୋକ ଲାଗୁ ନାହିଁ । ମାଫିଆ ମାନେ ଟଙ୍କା ଲୋଭରେ ଆପଣାଇ ନେଉଛନ୍ତି ଅନେକ ଗଳା ବାଟ ।

ତେବେ ବର୍ତ୍ତମାନ ଏପରି ଘ-ଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲାରେ । ବିଭିନ୍ନ ସମୟରେ ଗୋରୁ ମାଫିଆ ମାନେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗୋରୁ କିଣି ଯାଜପୁର ଦେଇ ଭଦ୍ରକର ମାଫିଆ ମାନଙ୍କୁ ଯୋଗାଇ ଦେଉଥିବା ବେଳେ ସେଠାରୁ କୁଆଡେ ଗୋରୁ ପଷ୍ଟିମ୍ ବଙ୍ଗ ଚାଲାଣ କରାଯାଉଛି । ହେଲେ ସବୁ ଦିନ ଚୋ-ର ଘରେ ଅନ୍ଧାର ନ ରହିବା ଭଳି ଗତକାଲି ଗୋରୁ ମାନେ ଚା-ଲାଣ ହେଉଥିବା ବେଳେ ଦଶରଥ ପୁର ବଜରଙ୍ଗ ଦଳ ହାତରେ ଗୋରୁ ମାଫିଆ ମାନେ ଧ-ରା ପଡିଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ାରୁ ଆସୁଥିବା ଏକ ଗୋରୁ ବୋଝେଇ ଗାଡ଼ିକୁ ବଜରଙ୍ଗ ଦଳ ପିଛା କରିଥିଲେ ।

ଆଉ ଏହା ପରେ ସେମାନଙ୍କ ପଛେ ପଛେ ଯାଇ ସଠିକ୍ ସ୍ଥାନରେ ପହଞ୍ଚି ଯାଇଥିଲେ । ଆଉ ଏହା ପରେ ଗୋରୁ ମାଫିଆଙ୍କୁ କାବୁ କରିବାରେ ବଜରଙ୍ଗି ଦଳ ସଫଳ ହୋଇଥିଲେ । ତେବେ ଗାଇ ମାନଙ୍କୁ ଧରି ବଜରଙ୍ଗ ଦଳ ପୋଲି-ସର ଜିମା ଦେଇଥିବା ବେଳେ ଯେତେ ରୋକ ଲଗାଇଲେ ବି ଗୋ ଚାଲାଣ ଥମିବାର ନାଁ ନେଉନି ଆଉ ସେପଟେ ଗୋରୁ ମାନଙ୍କ ଥା-ନାରେ ଏବେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *