ଚଉଠି ରାତିରେ ଚାଲିଗଲା ସ୍ଵାମୀ ସ୍ତ୍ରୀଙ୍କ ଜୀବନ , ଅଧାରେ ରହିଗଲା ସୁନାର ସଂସାର

ବାହାଘର ଜୀବନରେ ଏକ ନୂଆ ରଙ୍ଗ ଆଣି ଦେଇଥାଏ । ଏକ ନୂଆ ଜୀବନ ଗଢିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯେଉଁ ମାନେ ପରସ୍ପରକୁ ଜାଣି ବି ନଥାନ୍ତି , ସେମାନେ ଏହି ବନ୍ଧନରେ ବାନ୍ଧି ହୋଇଥାନ୍ତି ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାନ୍ତି । ଏହା ସମସ୍ତଙ୍କ ଜୀବନରେ ଅନେକ ପରିବର୍ତ୍ତନ ମଧ୍ୟ ଆଣି ଦେଇଥାଏ । ସେଥିପାଇଁ ସମସ୍ତଙ୍କ ଜୀବନରେ ବିବାହର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ । ଖାଲି ବିବାହ କରିଥିବା ଦୁଇ ମଣିଷ ମଧ୍ୟରେ ନୁହେଁ ବରଂ ସେମାନଙ୍କ ପରିବାରରେ ମଧ୍ୟ ଏହା ଖୁସିର ଲହର ଖେଳାଇ ଦେଇଥାଏ ।

ଠିକ୍ ସେହିପରି ଖୁସି ଭରି ଦେଇଥିଲା ଏହି ବିବାହ ପ୍ରତାପ ଏବଂ ପୁଷ୍ପାଙ୍କ ପରିବାର ଲୋକଙ୍କ ମଧ୍ୟରେ । ସମସ୍ତେ ଦେଖିଥିଲେ ଅନେକ ସ୍ବପ୍ନ । ଘରକୁ ନୂଆ ଅତିଥି ଆସିଛନ୍ତି ଆଉ ନୂଆ ବନ୍ଧୁ ବନ୍ଧା ହୋଇଛି । ଖୁସି ଆହୁରି ସେତେବେଳେ ଦୁଇ ଗୁଣା ବଢିଯିବ , ଯେତେବେଳେ ଘରକୁ ଏକ ଛୋଟ ଅତିଥି ଆସିବେ। ଏହି କଥା ଭାବି ସମସ୍ତେ ଖୁସି ହୋଇ ଯାଇଥିଲେ । କିନ୍ତୁ ଏହି ଖୁସି ମଧ୍ୟରେ ଆସି ଯାଇଥିଲା ଏକ ବିଶାଳ ଦୁଃ-ଖ । ଯାହା ତାଙ୍କର ସବୁକିଛି ଛାରଖାର କରି ଦେଇଥିଲା । ଆଉ ଏହାରି ମଧ୍ୟରେ ଲିଭି ଯାଇଥିଲା ପ୍ରତାପ ଏବଂ ପୁଷ୍ପାଙ୍କ ଜୀବନ ଦୀପ ।

ସୂଚନା ଅନୁଯାୟୀ , ଏପରି ଏକ ହୃଦୟ ବିଦା-ରକ ଘ-ଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବହରାଇଛ ଜିଲ୍ଲାରେ । ତେବେ ଜଣା ପଡ଼ିଛି କି , ସେହି ଜିଲ୍ଲାର ପ୍ରତାପ ଏବଂ ପୁଷ୍ପାଙ୍କ ବିବାହ ବେଶ୍ ଧୁମଧାମରେ ହୋଇଥିଲା । ପରିବାର ଲୋକ କେତେ ଖୁସି ଥିଲେ । ଘରକୁ ନୂଆ ବୋହୂ ଆସିଛି ବୋଲି ସେମାନେ ଅତ୍ୟନ୍ତ ଖୁସିର ସହିତ ବୋହୂର ସ୍ବାଗତ କରିଥିଲେ ଆଉ ବୋହୂ ପାଇଁ ସବୁକିଛି ପ୍ରସ୍ତୁତ କରି ରଖିଥିଲେ । ବୋହୂକୁ ଯେମିତି ଏହି ଘରେ କେହି ବି ପର ନ ଲାଗନ୍ତୁ ଆଉ ବୋହୂ ବେଶ୍ ଖୁସିର ସହିତ ଶାଶୁ ଘରେ ରହିପାରୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେଇଥିଲେ ।

ଆଉ ଏହାରି ମଧ୍ୟରେ ପୁଅ ବୋହୁ ପାଇଁ ପରିବାର ଲୋକ ଚଉଠି ରାତିର ଆୟୋଜନ କରିଥିଲେ । ଆଉ ଏଥିପାଇଁ ହୋଟେଲ ମଧ୍ୟ ବୁକ୍ କରି ଦେଇଥିଲେ ପରିବାର ଲୋକ । ଆଉ ପ୍ରତାପ ଏବଂ ପୁଷ୍ପା ମଧ୍ୟ ହୋଟେଲ ଅଭିମୁଖେ ବାହାରି ଯାଇଥିଲେ । କିନ୍ତୁ ତାପର ଦିନ ଘରକୁ ଆସିଥିଲା ପୁଅ ବୋହୂ ଆଉ ଏ ଦୁନିଆଁରେ ନାହାଁନ୍ତି । ଯାହାପରେ ପରିବାର ଲୋକ ହ-ତ୍ୟା ଅଭି-ଯୋଗ ଆଣିଥିଲେ । କିନ୍ତୁ ଶ-ବ ବ୍ୟବ-ଚ୍ଛେଦ ପରେ ଜଣା ପଡିଥିଲା କି , ହୃ-ଦଘା-ତ ଯୋଗୁଁ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମୃ-ତ୍ୟୁ ହୋଇଛି । ତେବେ ପରିବାର ଲୋକ ବର୍ତ୍ତମାନ ସ୍ବାମୀ ସ୍ତ୍ରୀଙ୍କ ଶ-ବ ସ-ତ୍କାର ଗୋଟିଏ ଜୁଇରେ କରିଛନ୍ତି ।

Leave a Reply

Your email address will not be published. Required fields are marked *