ଘର ସାମ୍ନାରେ ଖେଳୁ ଖେଳୁ ଚାଲିଗଲା ୨ ବର୍ଷୀୟ ପୁଅର ଜୀବନ । କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ମୃତ୍ୟୁ ଅନିଶ୍ଚିତ ଅଟେ । କାରଣ ମୃ-ତ୍ୟୁକୁ କେହିବି ଅନୁମାନ କରି କହି ପାରିବେ ନାହିଁ କିମ୍ବା ତାହାକୁ କେବେ କେହି ଅଟକାଇ ପାରିବେ ନାହିଁ । କିନ୍ତୁ ଅଧିକ କଷ୍ଟ ଏହା ଦେଇଥାଏ ଯେ ଆଜିକାଲି ଅକାଳ ମୃ-ତ୍ୟୁ ଅଧିକ ବଢ଼ି ଯାଇଛି । ଯେଉଁ ପିଲା ଜନ୍ମ ହେବା ପରଠାରୁ ଦୁନିଆ ଦେଖିନାହିଁ , ମାତ୍ର କେଇଟା ବର୍ଷ ପରେ ମୃ-ତ୍ୟୁ ହୋଇ ଯାଉଛି ।

ତାହାକୁ ତାର ବାପା ମା’ କିଭଳି ବା ସହି ପାରିବେ । ଯେଉଁ ବାପା ମା’ ଗାଁରେ ଶିଶୁଟି ଜନ୍ମ ହୋଇ ଧୀରେ ଧୀରେ ଖେଳି କୁଦି ବଡ଼ ହେବାର ଲାଗିଥାଏ , ତାର ଯଦି ଅଚାନକ ଅବିଶ୍ୱସନୀୟ କାରଣରୁ ମୃ-ତ୍ୟୁ ହୋଇଯାଏ ତେବେ ତାହାଠାରୁ ଅଧିକ ମର୍ମା-ହତ କରିଥିବା ଘ-ଟଣା ବା କଣ ହୋଇପାରେ ?

ଆଉ ଆଜି ମଧ୍ୟ ଆମେ ଆପଣଙ୍କୁ ଏଭଳି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଶୁଣିଲେ ଆପଣ ବି କା-ନ୍ଦି ପକାଇବେ । କାରଣ ଘର ସାମ୍ନାରେ ଜଣେ ୨ ବର୍ଷୀୟ ପୁଅ ଖେଳୁଥିବା ବେଳେ ହଠାତ ମୃ-ତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଏଭଳି ଏକ ଅଭା-ବନୀୟ ଘ-ଟଣା ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥା-ନା ପାରିଆକୁଲି ଗାଁରେ ଘଟିଛି । ଘର ନିକଟରେ ଖେଳୁଥିବା ସମୟରେ କାଜୁ ବାଦାମର ସୁର-କ୍ଷା ପାଇଁ ଖୋଳା ଯାଇଥିବା ନାଳରେ ପଡ଼ି ୨ ବର୍ଷୀୟ ପୁଅର ମୃ-ତ୍ୟୁ ହୋଇ ଯାଇଛି । ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ ଏଭଳି ଏକ ଦୁଃ-ଖଦ ଘ-ଟଣା ଘଟି ଯାଇଛି ।

ଯାହାକୁ ପରିବାରର ବାପା ମା ଏବଂ ଅନ୍ୟମାନେ କେବେବି ଭାବି ନଥିଲେ ଯେ ଏଭଳି ଏକ ଘ-ଟଣା ହଠାତ ଘଟିଯିବ ବୋଲି । ତେବେ ନାଳ ଭିତରୁ ଶିଶୁକୁ ଉ-ଦ୍ଧାର କରାଯିବା ପରେ ପରେ କୁଳିଅଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ମୃ-ତ ଶିଶୁ ଜଣକ ହେଉଛନ୍ତି ପଚା ନାୟକଙ୍କ ପୁଅ ସତ୍ୟଜିତ ନାୟକ । ଏହି ଘଟ-ଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଶୋ-କର ଛାୟା ଖେଳି ଯାଇଛି । ଆଉ ୨ ବର୍ଷର ପୁଅକୁ ହରାଇ ବାପା ମା’ ଦୁଃ-ଖରେ ମର୍ମା-ହତ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *