ଅର୍ଚ୍ଚନାଙ୍କ ନାମରେ ଏପରି କହିଲେ ଓକିଲ , କହିଲେ ତାଙ୍କ ପାଖକୁ ଯିଏ ଯାଇ ନଟର ପଟର ହେଉଥିଲେ ତାଙ୍କ ନାମ ସାମ୍ନାକୁ ଆସୁ

ଓଡ଼ିଶାର ବହୁ ଚର୍ଚ୍ଚିତ ମାମ-ଲା ଲେଡୀ ଡ-ନ ଅର୍ଚ୍ଚନା ନାଗଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଛି । କିପରି ସେ ନିଜର କ-ଳା ସାମ୍ରାଜ୍ୟ ବିସ୍ତାର କରିଥିଲେ , ସେ ବିଷୟରେ ମଧ୍ୟ ଶୁଣିବାକୁ ମିଳିଛି । ସେ ବଡିଆଙ୍କୁ ପଟାଇ ଦେଇ ତାଙ୍କ ସହ ଶାରୀ-ରିକ ସ-ମ୍ପର୍କ ରଖି ତାଙ୍କ ଠାରୁ କିପରି ଟଙ୍କା ଲୁ-ଟି ଚାଲିଥିଲେ , ଏ କଥା ତ ଆଉ କାହାକୁ ଅଛପା ନାହିଁ । ଏଥିରେ ତାଙ୍କ ସ୍ବାମୀ ତାଙ୍କର ପୁରାପୁରି ସାଥ ଦେଉଥିଲେ ଆଉ କୋଟି କୋଟି ଟଙ୍କା ଆଦାୟ କରି ପୁରା ମଉଜ କରି ରହୁଥିଲେ ।

ତେବେ ଏପର୍ଯ୍ୟନ୍ତ ଗଣମାଧ୍ୟମରେ ଗୋଟିଏ କଥା ଚର୍ଚ୍ଚା ହେବାରେ ଲାଗିଛି , ତାହା ହେଉଛି ଅର୍ଚ୍ଚନା ବିଷୟରେ ଆଉ ତାର ଧନ ସମ୍ପତ୍ତି ବାବ-ଦରେ । କିନ୍ତୁ ତାକୁ ଧନୀ କରାଇବା ପଛରେ ଯେଉଁ ମାନଙ୍କର ହାତ ରହିଛି , ସେମାନଙ୍କୁ କ୍ୟାମେରା ଆଗକୁ ଆଣୁ ନାହାଁନ୍ତି ପୋଲିସ । ସେମାନେ ହାତ ଗୋଡ ଭା-ଙ୍ଗି ବସି ପଡିଲେଣି । ତେବେ ଏହି କଥା ଆମେ କହୁନୁ ଏହି କଥା କହିଛନ୍ତି ବରିଷ୍ଠ ଓକିଲ ଜଣକ ।

ଅର୍ଚ୍ଚନା ନାଗ ମାମ-ଲାରେ ସବୁବେଳେ ବଡ ବଡ଼ିଆଙ୍କ କଥା ଆଲୋଚନା ହେଉଛି କିନ୍ତୁ କିଏ ସେହି ବଡ ବଡିଆ ଆଉ କେଉଁ ମାନେ ସାଜିଥିଲେ ଅର୍ଚ୍ଚନାଙ୍କ ପାର୍ଟନର ତାହା ଜଣା ପଡିନାହିଁ । ବର୍ତ୍ତମାନ ସମୟରେ ଜେ-ଲ ଦ-ଣ୍ଡ ଭୋଗୁଥିବା ଅର୍ଚ୍ଚନାଙ୍କ ସମ୍ପ-ର୍କରେ ଚର୍ଚ୍ଚା ସବୁବେଳେ ଚାଲିଛି କିନ୍ତୁ ବଡ ବଡ ଲୋକଙ୍କ ବିଷୟରେ ନୁହେଁ । ତେବେ ଓକିଲ ଜଣକ କହିଛନ୍ତି କି , ପୋଲି-ସର ସାହସ ନାହିଁ , ସେହି ନେତା ମନ୍ତ୍ରୀ ଆଉ ପ୍ରଯୋଜକ ମାନଙ୍କୁ ସାମ୍ନାକୁ ଆଣିବ ।

ଆଜି ଯାଏଁ ବହୁତ କଥା ପୋ-ଲିସ ଚାପି ଦେଇଛି ଆଉ ଏଥର ମଧ୍ୟ ସେହି ବଡ ବଡ ଲୋକ ମାନଙ୍କ ନାମ ଲୁ-ଚାଇ ଦେବ ପୋ-ଲିସ । ଓକିଲ ଜଣକ କହିଥିଲେ କି , ଯେଉଁ ମାନେ ଅର୍ଚ୍ଚନାଙ୍କ ଥରେ ନଟର ପଟର ହେଉଥିଲେ ଆଉ ବେଡରୁମ ର ସାଥି ସାଜୁଥିଲେ , ସେମାନଙ୍କୁ ଧରି ଜେ-ରା କରିବା ଉଚିତ୍ ଆଉ ସେମାନେ ମଧ୍ୟ ଶାସ୍ତି ପାଇବା ଉଚିତ୍ । ଖାଲି ଅର୍ଚ୍ଚନା ନାଗ ଜେ-ଲ ଦ-ଣ୍ଡ ଭୋଗିଲ ହେବ ନାହିଁ । ବଡ ବଡ଼ିଆ ମଧ୍ୟ ଦ-ଣ୍ଡ ପାଇବା ଦରକାର । କିନ୍ତୁ ଏହି କଥା କେବେ ସମ୍ଭବ ହେବ ନାହିଁ ବୋଲି ଓକିଲ ଜଣକ କହିଛନ୍ତି ।

Leave a Reply

Your email address will not be published. Required fields are marked *