ପର-କୀୟା ପ୍ରୀତି ସାଜିଲା କା-ଳ , ସରପଞ୍ଚଙ୍କ ସହ ସ୍ତ୍ରୀ ରଖିଥିଲେ ସ-ମ୍ପର୍କ , ସ୍ବାମୀଙ୍କୁ ଜୀବନରୁ ମା-ରିଦେଲେ

ପର-କୀୟା ପ୍ରୀତି ଏହି ଶବ୍ଦଟି ବାସ୍ତବରେ ଅତ୍ୟନ୍ତ ଭ-ୟଙ୍କର ଅଟେ । ଏହି ଶବ୍ଦର ଅର୍ଥ ତ ଆଉ କାହାକୁ ଅଛିପା ନଥିବ । ତେବେ ଆଜିକାର ଦୁନିଆରେ ଝିଅ ପୁଅ ମାନଙ୍କ ଅପେକ୍ଷା ବିବାହିତା ମହିଳା ଆଉ ପୁରୁଷ ମାନେ ପ୍ରାୟତଃ ଏହି କାମ କରୁଛନ୍ତି । ଘରେ ଜଣଙ୍କୁ ରଖି ମଧ୍ୟ ବାହାରେ ଆଉ ଜଣଙ୍କ ଉପରକୁ ଆସି ଯାଉଛି ମନ ଆଉ ତାପରେ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଏମାନେ କଣ ଯେ କରୁଛନ୍ତି , ସେ କଥା ଆପଣ ସମସ୍ତେ ଜାଣିଥିବେ ।

ତେବେ ବର୍ତ୍ତମାନ ସମୟରେ ଏପରି କିଛି କଥା ଶୁଣିବାକୁ ମିଳିଛି । ତେବେ ଘଟ-ଣାଟି କେନ୍ଦ୍ରାପଡ଼ା ଜିଲ୍ଲାର ଅଟେ । ଜଣେ ମହିଳା ନିଜ ସ୍ଵାମୀ ଥାଉ ଥାଉ ସରପଞ୍ଚଙ୍କ ସହ ରଖୁଥିଲେ ସ-ମ୍ପର୍କ ଆଉ ଏହି କଥା ସ୍ଵାମୀଙ୍କ ଦେହରେ ଯାଇ ନଥିଲେ । ପ୍ରେମ କରି ବିବାହ କରିଥିବା ସ୍ତ୍ରୀଙ୍କ ଏପରି କାର-ନାମା ସ୍ଵାମୀ ସହି ପାରିନଥିଲେ ଆଉ ତାପରେ ଏପରି କିଛି କା-ଣ୍ଡ ଘ-ଟି ଯାଇଥିଲା । ତେବେ ସୂଚନା ମୁତାବକ , ଦୀନବନ୍ଧୁ ନାମକ ଜଣେ ବ୍ୟକ୍ତିଙ୍କ ଜୀବନରେ ଏପରି ଝଡ ସୃଷ୍ଟି ହୋଇଥିଲା ।

ସେ ବାହାର ରାଜ୍ୟରେ କାମ କରୁଥିଲେ ଆଉ ଯେଉଁ ଦୁଇ ପଇସା ରୋଜଗାର ହେଉଥିଲା , ସେଥିରେ ତାଙ୍କର ପରିବାର ଚଳୁଥିଲା । ତେବେ ପ୍ରାୟ ସମୟରେ ସେ ଘରେ ରହୁ ନଥିଲେ ଆଉ ଘରେ ତାଙ୍କ ସ୍ତ୍ରୀ ଏବଂ ଦୁଇ ପିଲା ରହୁଥିଲେ । ତେବେ ଘରେ ଏକୁଟିଆ ରହି ସ୍ତ୍ରୀର ମନ ଆଉ କେଉଁଠି ଲାଗି ଯାଇଥିଲା ଅର୍ଥାତ ପର ପୁରୁଷ ତାଙ୍କୁ ଭଲ ଲାଗିବାକୁ ଲାଗିଥିଲେ । ଘରେ କେହି ରହୁ ନଥିବା ସମୟରେ ଆଉ ପିଲାମାନେ ସ୍କୁଲକୁ ପଳାଉ ଥିବା ସମୟରେ ପର ପୁରୁଷ ତାଙ୍କ ଘରକୁ ଆସୁଥିଲେ ।

ତେବେ ସରପଞ୍ଚଙ୍କ ସହ ତାଙ୍କର ରହିଥିଲା ଖରାପ ସ-ମ୍ପର୍କ । ଘରକୁ ଆସୁଥିଲେ ସରପଞ୍ଚ ନଚେତ୍ ସେ ମଧ୍ୟ ଘରୁ ପଲାଉ ଥିଲେ । ଆଉ ରଖୁଥିଲେ ଶାରୀ-ରିକ ସ-ମ୍ପର୍କ । ତେବେ ଏହି କଥା ହଠାତ୍ ସ୍ଵାମୀ ଜାଣିଥିଲେ ଆଉ ସ୍ତ୍ରୀକୁ ବୁଝାଇବାକୁ ଲାଗିଥିଲେ କିନ୍ତୁ ସ୍ତ୍ରୀ ବୁଝିବାକୁ ଥିଲା ନାରାଜ । ତେବେ ଦିନେ ପର ପୁରୁଷ ସହିତ ଧରି ନେଇଥିଲେ ସ୍ଵାମୀ ଦୀନବନ୍ଧୁ ଆଉ ସେହି ସମୟରେ ସ୍ତ୍ରୀ ଆଉ ସେହି ସରପଞ୍ଚ ଦୀନବନ୍ଧୁଙ୍କୁ ପି-ଟି ପି-ଟି ମା-ରି ଦେଇଥିଲେ । ତେବେ ବର୍ତ୍ତମାନ ଗାଆଁରେ ଏହି କଥା ଜାଣିବା ପରେ ଗାଆଁ ଲୋକ ଏହି କଥାକୁ ବି-ରୋଧ କରିଛନ୍ତି । ଆଉ ସରପଞ୍ଚଙ୍କ କୁଶ ପୁତ୍ତଳିକା ଦା-ହ କରିଛନ୍ତି ।

Leave a Reply

Your email address will not be published. Required fields are marked *