ପ୍ରେମରେ ଧୋ-କା ଖାଇ ପାଗଳ ହୋଇ ବୁଲୁଛନ୍ତି ଜଣେ ବୁଢ଼ୀ , କହୁଛନ୍ତି ମୁଁ ତୁମକୁ ଭଲ ପାଏ

ବୟସ ବଢ଼ି ଗଲାଣି। ତ୍ଵଚା କୁଞ୍ଚୁ କୁଞ୍ଚିଆ ହୋଇ ଗଲାଣି । ବୁଢ଼ୀ ବୟସରେ ଦେଇ ସାରିଲେଣି ସତ କିନ୍ତୁ ତାଙ୍କ ପାଖରେ ଆଜି ବି କିଛି ଏମିତି ଜିନିଷ ଦେଖା ଯାଇଛି , ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସମସ୍ତେ ତାଙ୍କ କାର-ନାମା ଦେଖି ସତରେ ଅନାଇ ରହିଛନ୍ତି । କିନ୍ତୁ ଗୋଟିଏ କଥା ଜାଣିଛନ୍ତି କି , ସେ ହୋଇ ଯାଇଛନ୍ତି ପାଗଳ । ଆଉ ସମସ୍ତେ ତାଙ୍କୁ ପାଗେଳି ବୋଲି କହି ଡାକିବାରେ ଲାଗିଛନ୍ତି । କିନ୍ତୁ ନା ସେ କାହା କଥା ବୁଝି ପାରୁଛନ୍ତି ନା କିଛି କହୁଛନ୍ତି , ବାସ୍ ମନକୁ ମନ କିଛି କଥା କହିବାରେ ଲାଗିଛନ୍ତି ।

ତେବେ ହଁ ଆଜ୍ଞା ଆମେ କହୁଛୁ , ସେହି ପାଗେଳି ମାଉସୀଙ୍କ ବିଷୟରେ । ଯାହାଙ୍କୁ ଭୁବନେଶ୍ୱର ରାଜରାସ୍ତା ଉପରେ ଦେଖିବାକୁ ମିଳିଥିଲା । ଯାହାଙ୍କ ପାଟିରୁ କେବଳ ଗୋଟିଏ କଥା ବାହାରିବାକୁ ଲାଗିଥିଲା ଆଉ ତାହା ହେଉଛି ଆଇ ଲଭ୍ ୟୁ ଏବଂ ଆଇ ହେଟ୍ ୟୁ। ଆଉ ତାଙ୍କୁ ଦେଖିବା ପରେ ସତରେ ଯେମିତି ଗୋଟିଏ କଥା ଲାଗୁଥିଲା କି , ସେ ସତରେ ଯେମିତି ପ୍ରେମରେ ବି-ଫଳ ହୋଇ ଯାଇଛନ୍ତି । ତେବେ ଭୁବନେଶ୍ଵରରେ ଯେତେବେଳେ ରାସ୍ତା ଉପରେ ମାଉସୀଙ୍କୁ ଦେଖା ଯାଇଥିଲା , ସେତେବେଳେ ତାଙ୍କୁ ଉ-ଦ୍ଧାର କରିବା ପାଇଁ ଯାଇଥିଲେ କିଛି ଲୋକ ।

କିନ୍ତୁ ସେହି ଲୋକ ମାନେ ତାଙ୍କୁ ପାରି ନଥିଲେ ଆଉ ଶେଷରେ ପୋ-ଲିସ ଉ-ଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲା । ପୋ-ଲିସ ସେହି ରାସ୍ତା ଉପରେ ପାଗଳ ହୋଇ ଗଡୁଥିବା ମାଉସୀଙ୍କୁ ଉ-ଦ୍ଧାର କରିଥିଲା ଆଉ ତାଙ୍କୁ ଉଠାଇ ନେଇ ଯିବା ପାଇଁ ଚେଷ୍ଟା କରିଥିଲା । କିନ୍ତୁ ସେ ତଳେ ଗଡିବାକୁ ଲାଗିଥିଲେ ଆଉ କୁଆଡେ କାହା ସହିତ ବି ଯିବେ ନାହିଁ କହିଥିଲେ । ତାଙ୍କୁ ଦେଖି କରି ଯେମିତି ଲାଗୁଥିଲା ସେ ଏକ ଶ-କ୍ତ ଆ-ଘାତ ପାଇଛନ୍ତି ଆଉ କାହା ଠାରୁ ପ୍ରେମରେ ଧୋ-କା ଖାଇଛନ୍ତି । ତେଣୁ ସେ ଆଉ କାହା ଉପରେ ବିଶ୍ୱାସ କରି ପାରୁ ନାହାନ୍ତି ।

ଆଉ ଥରେ ସେ ଧୋ-କା ଖାଇବାକୁ ଚାହୁଁ ନାହାଁନ୍ତି । ତେବେ ଏହାରି ମଧ୍ୟରେ ମାଉସୀ ଜଣକ ବାରମ୍ବାର ଆଇ ଲଭ୍ ୟୁ ଏବଂ ଆଇ ହେଟ ୟୁ କହି କହି ଚାଲିଥିଲେ । ତେବେ କୁହାଯାଉଛି କି , ଯୌବନ ସମୟରେ ମାଉସୀ ଜଣକ ନିଜ ଗାଁରୁ ଭୁବନେଶ୍ୱର ଆସିଥିଲେ ଆଉ ଯାହା ପରେ କେହି ଜଣେ ତାଙ୍କୁ ପ୍ରେମରେ ଧୋ-କା ଦେଇ ଚାଲି ଯାଇଛନ୍ତି । ଆଉ ତା ପର ଠାରୁ ମାଉସୀ ଜଣକ ପାଗଳ ହୋଇ ଯାଇଛନ୍ତି ଆଉ ପାଗଳ ହୋଇ ରାସ୍ତା ଉପରେ ଗଡ଼ି ବୁଲୁଛନ୍ତି। ତେବେ ସେ ଯାହା ବି ହେଉ , ବର୍ତ୍ତମାନ ପୋ-ଲିସ ତାଙ୍କୁ ଉ-ଦ୍ଧାର କରି ନେଇ ଯାଇଛି ।

Leave a Reply

Your email address will not be published. Required fields are marked *