ଶାରୀ-ରିକ ସୁଖ ପାଇଁ ଶେଷରେ ମଣିଷ ଛେଳିକୁ କଲା ଦୁ-ଷ୍କର୍ମ । ଘ-ଟଣା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ।

ବର୍ତ୍ତମାନ ସମୟରେ ଏ କଳିଯୁଗରେ ଲୋକେ ଏତେ ତଳକୁ ଖସି ଗଲେଣି ଯେ ଆଉ ମଣିଷତ୍ୱ ଲୋପ ପାଇ ଗଲାଣି । ଆଜିକାର ମଣିଷକୁ କେବଳ ଯେମିତି ଶରୀର ସୁଖ ଆବଶ୍ୟକ , ସେମିତି ପରିସ୍ଥିତି ହୋଇ ପଡ଼ିଛି । ଆଉ ଶାରୀ-ରିକ ସୁଖ ପାଇଁ ମନୁଷ୍ୟ ପାପ କାମ କରିବାକୁ ମଧ୍ୟ ପଛାଉ ନାହିଁ । ସୋସିଆଲ ମିଡ଼ିଆ ଏବଂ ନ୍ୟୁଜରେ ଏଭଳି ଘ-ଟଣା ଆପଣ ମାନେ ନିଶ୍ଚୟ ଶୁଣିବାକୁ ପାଉଥିବେ ଯେ କେଉଁଠି କିଏ ମଣିଷ ରୂପୀ ରା-କ୍ଷସ କବଳରୁ ଗୋଟିଏ ନିରୀହ ପଶୁ ମଧ୍ୟ ତିଷ୍ଠି ପାରୁନାହିଁ ।

ଆଉ ଆଜିବି ଏଭଳି ଏକ ଘ-ଟଣା ଘଟି ଯାଇଛି । ଯେଉଁଠି ଜଣେ ବ୍ୟକ୍ତି ଗୋଟିଏ ନିରୀହ ଛେଳିକୁ ଦୁ-ଷ୍କର୍ମ କରିଛି । ଏଭଳି ଘ-ଟଣା ବର୍ତ୍ତମାନ ସେଠାକାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏଭଳି ଘ-ଟଣା କେହିବି ସ୍ୱପ୍ନରେ ସୁଦ୍ଧା ଭାବି ପାରନ୍ତି ନାହିଁ ।ତେବେ ସେହି ବ୍ୟକ୍ତି ଜଣକ ନି-ଶାରେ ମଧ୍ୟ ଥିଲେ । ଛେଳିକୁ ତ ଦୁ-ଷ୍କର୍ମ କଲା ଆଉ ଶେଷରେ ତାକୁ ଯିଏ ବି-ରୋଧ କଲା ତାକୁ ମଧ୍ୟ ଧ-ମକ ଦେଲା । ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଥା-ନା ଅଧୀନ ତିଲଙ୍ଗ ଗାଁ ରେ ଘଟି ଯାଇଛି

ଯେଉଁଠି ଉମାଶାଙ୍କର ନାୟକ ନାମକ ୩୦ ବର୍ଷୀୟ ବ୍ୟକ୍ତି ଏଭଳି ପା-ପ କାମ କରିଛି । ବର୍ତ୍ତମାନ ପୋ-ଲିସ ଅଭି-ଯୁକ୍ତକୁ ଅଭି-ଯୋଗ ଆଧାରରେ ଗି-ରଫ ମଧ୍ୟ କରିଛି । ତେବେ ଗତ ୨୬ ତାରିଖରେ କବିତା ପ୍ରଧାନଙ୍କ ଗୁହାଳରେ ପଶି ତାଙ୍କ ଛେଳିକୁ ଦୁ-ଷ୍କର୍ମ କରିଥିଲା ଉମାଶାଙ୍କର ଯାହା ବର୍ତ୍ତମାନ ସର୍ବ ସମ୍ମୁଖକୁ ଆସିଛି । ଉମାଶଙ୍କରଙ୍କ ନାଁରେ ଅଭି-ଯୋଗ ହେବାପରେ ଡେରାବିସ ପୋ-ଲିସ ଅଭି-ଯୁକ୍ତକୁ ଉଠାଇ ଆଣି ତ-ଦନ୍ତ ଚଳାଇଛି । ଆଜି ଅଭି-ଯୁକ୍ତକୁ କୋର୍ଟ ଚା-ଲାଣ କରାଯାଇଛି ।

ଡେରାବିସ ଥା-ନାରେ ଉମାଶଙ୍କର ନାମରେ ୧୦୨/୨୩ ରେ ମାମ-ଲା ରୁ-ଜ୍ଜୁ ହୋଇଛି । ପୋ-ଲିସ ଅଭି-ଯୁକ୍ତ ଉମାଶଙ୍କର ନାୟକର ଡାକ୍ତରୀ ମଇନା କରି କୋର୍ଟ ଚା-ଲାଣ କରିଛି । କହିରଖିବୁ ଯେ ୨୬ ତାରିଖ ଦିନ ବିଳମ୍ବିତ ରାତିରେ ଅଭି-ଯୁକ୍ତ ଉମାଶଙ୍କର କବିତା ପ୍ରଧାନଙ୍କ ଗୁହାଳକୁ ପଶିଥିଲା ଏବଂ ଛେଳି ସହ ଦୁ-ଷ୍କର୍ମ କରିଥିଲା । ତେବେ ତାହାକୁ କବିତା ପ୍ରଧାନ ଦେଖିଥିଲେ ।

ତାପରେ ଉମାଶଙ୍କର କୁଆଡ଼େ କବିତାଙ୍କୁ ଧମକାଇ ଥିଲା ଯେ ଏକଥା ଯଦି କବିତା କାହା ଆଗରେ କହେ ତେବେ ଆଉ ତା ଘରେ ଯାହାକୁ ରଖିଛି ତାକୁ ବି ଦୁ-ଷ୍କର୍ମ କରିବ । ତେବେ ଏସବୁ କବିତାଙ୍କ ଠାରୁ ଶୁଣିବା ପରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଉମାଶଙ୍କରକୁ ପଚାରିଲେ ସେତେବେଳେ ସେ ନି-ଶାରେ ଏଭଳି କାମ କରିଥିବା କହିଛି । ଏହାବ୍ୟତୀତ ନି-ଶାରେ କବିତାଙ୍କୁ ଏଭଳି କହିଥିବା କହିଛି ଉମାଶଙ୍କର ।

ସେପଟେ ପୀ-ଡ଼ିତା ଛେଳିକୁ ରାବିସ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ପୀଡ଼ିତା ଛେଳିର ଆହୁରି ଟେଷ୍ଟ ପାଇଁ ତାକୁ ଭୁବନେଶ୍ୱର ଫରେନସିକ ଲ୍ୟାବକୁ ଅଣାଯିବ ବୋଲି ସୂଚନା ମିଳିଛି । ତେବେ ଏସବୁ ଜଣା ପଡ଼ିବା ପରେ ଅଭି-ଯୁକ୍ତ ବିରୋ-ଧରେ କଣ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ବାକି ରହିଲା । କାହିଁକି ନା ଅଭି-ଯୁକ୍ତକୁ ଦ-ଣ୍ଡ ମିଳିବା ନିତାନ୍ତ ଜରୁରୀ ଅଟେ ନଚେତ ଏ ମନୁଷ୍ୟ କାଲି ଆହୁରି ଏଭଳି ପାପ କାମ ନକରିବ କିଏ ଜଣେ ?

Leave a Reply

Your email address will not be published. Required fields are marked *