ଶରୀରରୁ କାଢି ନେଇଗଲେ କିଡନୀ କଲିଜା ।

ମଣିଷ ରୂପୀ ସୈତା-ନଙ୍କର ଜ-ଘନ୍ୟ କା-ଣ୍ଡ । ନାବାଳିକ ଶରୀରରୁ କାଢି ନେଇଗଲେ କିଡନୀ ଓ କଲିଜା । ଯେତେବେଳେ ମଣିଷ ସାଜେ ସୈ-ତାନ୍ ସେତେବେଳେ ମଣିଷ କିଛି ବି କରିପାରେ । ଆଉ ବର୍ତ୍ତମାନ ସମୟରେ ମଣିଷ ଭିତରେ ଏଭଳି ସୈ-ତାନି ଗୁଣ ରହିଛି ଜାଣିବା ପରେ ଯେ କହିବି ଭ-ୟରେ ଥରି ଉଠିବ । ହଁ ବନ୍ଧୁଗଣ ଅମା-ନବୀୟ ଦୁ-ର୍ବୃତ୍ତ ଘଟାଇଲେ ବ-ର୍ବର୍ କା-ଣ୍ଡ । ଛୋଟ ଛୁଆକୁ ମା-ରି ନେଇଗଲେ ତାର ସବୁ ଅନ୍ତ ବୁଜୁଲା । କେବଳ ଏତିକି ନୁହେଁ ଶୁଣିଲେ ଆପଣଙ୍କ ଛାତି ଭ-ୟରେ ଥରି ଉଠିବ କି କିଡନୀ ସହିତ କା-ଟି ନେଇଗଲେ ଜଙ୍ଘର ମାଂସ ଆଉ ଗୁ-ପ୍ତାଙ୍ଗ ।

ଆଜ୍ଞା ହଁ ଏବେ ଏଭଳି ଛାତି ଥରାଇ ଦେବା ଭଳି ବ-ର୍ବର ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଗୋଟିଏ ନ ବର୍ଷର ନାବଳକୁ ମା-ରି ତାର ଅନ୍ତ ବୁଜୁଲାକୁ ନେଇ ଯାଇଛନ୍ତି ଦୁ-ର୍ବୃତ୍ତ। କେବଳ ଏତିକି ନୁହେଁ ପ୍ରଥମେ ନାବଳକର ପେଟ ଚିରି ତା ପେଟ ଭିତରେ ଥିବା କିଡିନି କଲିଜା ଆଉ ଅନ୍ତ ବୁଜୁଲା ନେଇ ଚାଲିଗଲେ ଦୁ-ର୍ବୃତ୍ତ । ଆଉ ଏହା ପରେ ତାର ଗୁ-ପ୍ତାଙ୍ଗ ଓ ଜଙ୍ଘର ମାଂ-ସ ମଧ୍ୟ କା-ଟି ନେଇ ଯାଇଥିଲେ ।

ବନ୍ଧୁଗଣ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ସେ ଦିନ ନାବାଳକ ଜଣଙ୍କ ଘରୁ ଭୋଜି ଖାଇବାକୁ ବାହାରି ଯାଇଥିଲା ଆଉ ଭୋଜି ଖାଇ ସାରି ନାବାଳିକା ଜଣଙ୍କ ଘରକୁ ଫେରୁଥିବା ବେଳେ ଦୁ-ର୍ବୃତ୍ତ ମାନେ ଘଟାଇ ଥିଲେ ଜ-ଘନ୍ୟ କା-ଣ୍ଡ । ଆଉ ରାତିରେ ଘରକୁ ନାବାଳକ ଫେରି ନଥିବା ବେଳେ ନାବାଳକର ବାପା ଯାଇ ଥା-ନାରେ ଅଭି-ଯୋଗ କରିଥିଲେ ।

ଆଉ ସେପଟେ ପରିବାର ଲୋକେ ନାବାଳକ ଘରକୁ ନ ଫେରିବାକୁ ସବୁଆଡେ ଖୋଜା ଖୋଜା କରିଥିଲେ । ଆଉ ପରେ ଦେଖିବାକୁ ପାଇଥିଲେ କି ନାବଳିକ ଦର ପୋଡ଼ା ହେଇ ପଡ଼ି ରହିଛି ଆଉ ତାର ପେଟ ଭିତରୁ କିଡନୀ କଲିଜା ଜଙ୍ଘ ଆଉ ଗୁ-ପ୍ତାଙ୍ଗ ସବୁ ଗା-ଏବ ହୋଇଯାଇଥିଲା ଏଭଳି ଘ-ଟଣା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ଲୋକେ ଦେଖିବା ପରେ ପରିବାର ଲୋକେ ଜଙ୍ଗଲରେ ପହଞ୍ଚି ଯାହା ଦେଖିଥିଲେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ଆଉ ଏପରି ଅବସ୍ଥାରେ ପରିବାର ଲୋକେ ପୁଅକୁ ଦେଖିବା ପରେ ନିଜକୁ ସମ୍ଭାଳି ପାରି ନଥିଲେ । ମା ଚି-ତ୍କାର କରି କା-ନ୍ଦି କା-ନ୍ଦି କହୁଥିଲା ଭୋଜି ଖାଇବାକୁ ଆସିଥିଲା ପୁଅ ତା ସହ କିଏ ଏମିତି କଲା । କାହିଁକି ମୋ ପୁଅକୁ କିଏ ଜୀବନରୁ ମା-ରିଦେଲା । ଏଭଳି ସୈ-ତାନ୍ କାର୍ଯ୍ୟ କିଏ ମୋ ପୁଅ ସହ କରି ପାରିଲା । କି ଦୋ-ଷ କରିଥିଲା ମୋ ପୁଅ କାହାର କାହିଁକି ଗୋଟିଏ ନିରୀହ ନିଷ୍ପାପ କୁନି ପିଲାକୁ ଏପରି ମା-ରି ଜୀବନ ନେଇଗଲା । ବନ୍ଧୁଗଣ ଏଭଳି ଘ-ଟଣା ଘଟିଛି କେନ୍ଦୁଝର ଜିଲ୍ଲା ରେ ।

ସୂଚନା ଅନୁଯାୟୀ ଗତ ରବିବାର ଦିନ ଗ୍ରାମବାସୀ ଜଙ୍ଗଲରେ ଭୋଜି କରୁଥିବାବେଳେ ରଙ୍ଗା ମହାକୁଡ ଙ୍କ ପୁଅ ଫକିର ମହାକୁଡ ଭୋଜି ଖାଇବାକୁ ଯାଇଥିଲା । ଆଉ ସେଠାରେ ଫକିର ନି-ଖୋଜ ହୋଇଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଫକିର ଘରକୁ ନଫେରିବାରୁ ପରିବାର ଲୋକେ ଥା-ନାରେ ଅଭି-ଯୋଗ ଦେଇଥିଲେ । ପରଦିନ ତାଙ୍କ ବାପା କାଞ୍ଜି ବାଣୀ ଥା-ନାରେ ଏ-ତଲା ଦେଇଥିଲେ । ତେବେ ଗ୍ରାମର କିଛି ବ୍ୟକ୍ତି ଛେଳି ଚରାଇବାକୁ ଯାଇଥିବା ବେଳେ ନାବାଳକର ମୃ-ତ ଦେହ ଦେଖିବାକୁ ପାଇଥିଲେ ଆଉ ସିଧା ଆସି ଫକିରଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲେ ।

ଏହା ପରେ ପରିବାର ଲୋକେ ସେହି ସ୍ଥାନରେ ପହଞ୍ଚି ଦେଖିଲା ବେଳକୁ ଫକିର ମୃ-ତ ଅବସ୍ଥାରେ ପଡି ରହିଛି । ଏହା ଦେଖିବା ପରେ ଫକୀରଙ୍କ ପରିବାର ଲୋକେ ନିଜର ଧର୍ଯ୍ୟ ଧରି ପାରି ନଥିଲେ । ଫକିର କୁ ଦେଖି ପରିବାର ଲୋକେ ଭୋ ଭୋ ହେଇ କା-ନ୍ଦିବା ଆରମ୍ଭ କଲେ । ଏବଂ ଏହା ପରେ ଏହି ଘ-ଟଣା ପବନ ବେଗରେ ସାରା ଅଞ୍ଚଳରେ ବ୍ୟାପି ଗଲା । ଗାରେ ଖେଳିଗଲା ଶୋକାକୁଳ ପରିବେଶ । ଫକିର ପାଇଁ ସାରା ଗ୍ରାମବାସୀଙ୍କ ଆଖିରୁ ଝରି ଆସିଲା ଅମାନିଆ ଲୁହ ।

Leave a Reply

Your email address will not be published. Required fields are marked *