ମାଟି ତଳେ ଜେଜେ ମାକୁ ପୋତି ଦେଇଛି ନାତି ।

ଯେଉଁ ଜେଜେ ମା ଦିନେ ନାତିକୁ କୋଳରେ ଧରି ଗୀତ ଗାଉଥିଲା , ଧୋ ରେ ବାୟା ଧୋ ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ କହି ଶୁଆଇ ଦେଉଥିଲା ଆଜି ସେହି ନାତି ଜେଜେ ମାକୁ ମାଟି ତଳେ ଜଙ୍ଗଲ ରେ ପୋତି ସବୁ ଦିନ ପାଇଁ ଶୁଆଇ ଦେଇଛି । ଯେଉଁ ଜେଜେ ମା ଦିନେ ନାତିକୁ ନିଦ ଆସିବା ପାଇଁ ନିଦ ମାଉସୀ ଦେ ଆଉଁଶି ଗୀତ ବୋଲି ନାତିର ମୁଣ୍ଡ ଆଉଁଶି ଦେଉଥିଲା ଆଜି ସେହି ନାତି ଜେଜେ ମାକୁ ଚିର ନିନ୍ଦ୍ରାରେ ଶୁଆଇ ଦେଇଛି । ଯେଉଁ ଜେଜେ ମା ନାତିକୁ କୋଳେଇ କାଖେଇ ବଡ କଲା ।

ଆ ଜହ୍ନ ମାମୁଁ ସରଗ ଶଶି ଗୀତ ଗାଇ ଶୁଆଇ ଦେଲା । ଆଉ ନାତି ଖୁବ୍ ଶୀଘ୍ର ବଡ ହେଇ ବଡ ମଣିଷ ହେବା ପାଇଁ ଭଗବାନଙ୍କ ପାଖରେ ପାର୍ଥନା କରୁଥିଲା । ସେହି ଜେଜେ ମାକୁ ଆଜି ନାତି ମାଟି ତଳେ ପୋତି ଦେଇଛି । ସେ କେମିତି କା ନାତି କେଜାଣି । କେମିତିକା ତୋ ମଣିଷ ପଣିଆ । ତୋ ହାତ କିପରି ଗଲା ଜେଜେ ମାକୁ ମା-ରି ପୋତି ଦେବା ପାଇଁ । ତୁ ଯେତେବେଳେ ତୋ ଜେଜେ ମାକୁ ମା-ରିଲୁ ତୋ ହାତ ଥରି ଉଠିଲାଣି କେମିତି । ତୋର ତୋ ପିଲା ଦିନ କଥା ତୋ ଜେଜେ ମାଙ୍କ ତୋ ପ୍ରତି ଥିବା ଅନାବିଳ ଭଲ ପାଇବା ମନେ ପଡିଲାନି କେମିତି ।

ତୁ ତୋ ଜେଜେ ମାଙ୍କୁ ନିଜ ହାତରେ ମା-ରିବା ସମୟରେ ତୋ ହାତ ଥରି ଉଠିଲାଣି କେମିତି । କେମିତି ତୋ ବିବେକ ଟିକେ ବାଧା ଦେଲାଣି । ଯେଉଁ ଜେଜେ ମା ତୁ ଘରକୁ ନ ଫେରିଲେ ଦାଣ୍ଡ ଦୁଆରେ ତୋ ଫେରିବା ବାଟକୁ ଚାତକ ପରି ଚାହିଁ ରହୁଥିଲା । ଯେଉଁ ଜେଜେ ମା ତୁ ନ ଖାଇଲେ ସେ ବି ଖାଉ ନଥିଲା ତୁ ସେହି ଜେଜେ ମାର ଜୀବନ କେମିତି ନେଇ ପାରିଲୁ । ଏମିତି କିଛି ପ୍ରଶ୍ନ ଏବେ ସମସ୍ତେ ପଚାରି ନାତି ଟୋକାକୁ ଜ-ବାବ ମାଗୁଛନ୍ତି । ଆଉ କେଉଁଠି ନାତି ଟୋକା ଜେଜେ ମାକୁ ମା-ରି ପୋତି ପକାଇଛନ୍ତି ସେ ପ୍ରଶ୍ନ ଏବେ ନାତିକୁ ସମସ୍ତେ ପଚାରୁଛନ୍ତି ।

ଆଉ ଯେତେବେଳେ ନାତି ପାଖରେ ପୋ-ଲିସ ପହଞ୍ଚିଥିଲା ଯେତେବେଳେ ଜେଜେ ମାକୁ ନାତି ମା-ରିଥିବା ଅଭି-ଯୋଗ ହୋଇଥିଲା ସେତେବେଳେ ନାତି ପାଖରେ ପୋ-ଲିସ ପହଞ୍ଚି ଥିଲା ଆଉ ଯେତେବେଳେ ପୋ-ଲିସ ନାତିକୁ ପଚାରି ଥିଲା କି ଜେଜେ ମାକୁ କାହିଁକି ମା-ରିଲୁ ସେତେବେଳେ ନାତି ଦେଖାଇଥିଲା ଜେଜେ ମାକୁ କେଉଁଠି ଓ କାହିକି ମା-ରିଥିଲା। ଆଉ ଯେତେବେଳେ ପୋ-ଲିସ କହିଲା ସେତେବେଳେ ଜେଜେ ମାକୁ ନାତିକୁ ନେଇ କେଉଁଠି ମା-ରିଥିଲା ଏବେ ପୋଲି-ସକୁ ନେଇ ସ୍ଥାନର ଠିକଣା ଦେଇଛି ।

ଏବେ ଜେଜେ ମା କୁ ମା-ରି ପୋତି ଦେଇଥିବା ସ୍ଥାନକୁ ପୋ-ଲିସ ଖୋଲୁଛି । ଯଦିଓ ଜେଜେ ମା ଆଉ ଏ ପର୍ଯ୍ୟନ୍ତ ବଞ୍ଚି ନଥିବ ହେଲେ ତଥାପି ଜେଜେ ମାର ମୃ-ତ ଦେହ ପାଇବା ପାଇଁ ପୋ-ଲିସ ତାର କାମ କରୁଛି । ଆଉ ଯେତେବେଳେ ମାଟି ତଳୁ ଜେଜେ ମାର ମୃ-ତ ଦେହ ବାହାରିଲା ସେତେବେଳେ ଜେଜେ ମାକୁ ଦେଖି ସମସ୍ତେ କା-ନ୍ଦିଲେ । କାନ୍ଦ ବୋବାଳିରେ ଫାଟି ପଡ଼ିଲା ପୁରା ପରିବେଶ । ଆଉ ନାତିକୁ ସମସ୍ତେ ପଚାରୁଥିଲେ ତୁ ଏମିତି କାହିଁକି କଟିଲୁ ରେ । ଆଉ ଯେତେବେଳେ ନାତି ହ-ତ୍ୟାକା-ଣ୍ଡ ପଛର କାରଣ କହିଲା ସେତେବେଳେ ସମସ୍ତଙ୍କ ପାଦ ତଳୁ ମାଟି ଖସି ପଡ଼ିଲା ।

ନାତି କହିଲା ଜେଜେ ମା ସହିତ ତାର ବଚସା ହେଉଥିଲା ତେଣୁ ନାତି ଟୋକା ରାଗରେ ଉତ୍କ୍ଷିପ୍ତ ହୋଇ ଜେଜେ ମାକୁ ମା-ରି ମାଟି ତଳେ ପୋତି ପକାଇ ଥିଲା । ଆଉ ଘଟ-ଣାକୁ ଲୁ-ଚାଇବା ପାଇଁ ନାତି ରଚିଥିଲା ଯୋଜନା । ଘର ଠୁ ଦୂର ଏକ ଜଙ୍ଗଲ ନିକଟରେ ନାତି ଜେଜେ ମାକୁ ପୋତି ପକାଇ ଥିଲା । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଖୋଜା ଖୋଜି ପରେ ଚାରି ଦିନ ବିତିଗଲା ସିନା ହେଲେ ଜଣା ପଡ଼ିନଥିଲା ଜେଜେ ମା କେଉଁଠି ଅଛି । ଆଉ ପରେ ନାତି ହିଁ କହିଲା ଏଇଠି ଅଛି ଜେଜେ ମା ।

ବନ୍ଧୁଗଣ ରାଗ ସମୟରେ ମଣିଷ କେଉଁ ନିଷ୍ପତ୍ତି ନିଏ ତାହା କେହି କହି ପାରନ୍ତି ନାହିଁ । ଜେଜେ ମା ଆଉ ନାତି ଭିତରେ ଯେତେବେଳେ ବଚସା ହୋଇଥିଲା ସେତେବେଳେ ନାତି ନିଜର କ୍ଷଭ ଓ ରା-ଗକୁ ସହଜରେ ହଜମ କରି ପାରି ନଥିଲା ଆଉ ଶେଷରେ ରା-ଗିକି ନେଇଥିଲା ଏଭଳି ନିଷ୍ପତ୍ତି । ନାତି ନିଜ ହାତରେ ସବୁ ଦିନ ପାଇଁ ଶୁଆଇ ଦେଇଥିଲା ଜେଜେ ମାକୁ । ଶେଷରେ ପୋ-ଲିସ ପାଖରେ ଏବେ ନାତି ଧରା ପଡ଼ିଛି ।

Leave a Reply

Your email address will not be published. Required fields are marked *