ସ୍ଵାମୀ ସହ ମିଶି ଶାଶୁ ଘର ଲୋକ କରୁଛନ୍ତି ଅ-ତ୍ୟାଚା-ର , ଦେହ ସୁଖ ପାଇଁ ସ୍ଵାମୀ ଯାଉଛନ୍ତି କଲିକତା

ସ୍ତ୍ରୀ ଥାଉ ଥାଉ ସ୍ଵାମୀ ଆଉ କୁଆଡେ ପାଗଳ । ନିଜ ସ୍ତ୍ରୀ ଆଉ ପିଲାଙ୍କ ମୁହଁକୁ ଚାହିଁ ବଞ୍ଚିବା ତ ଦୂରର କଥା , ସେମାନଙ୍କୁ ନିଜର ବୋଲି ମଧ୍ୟ ଭାବୁ ନାହାଁନ୍ତି ଜଣେ ମଣିଷ ଆଉ ନିଜ ସ୍ତ୍ରୀଙ୍କ ସହିତ କରୁଛନ୍ତି ଅ-ତ୍ୟାଚା-ର । ତେବେ ଏଥିରେ କେବଳ ସ୍ବାମୀଙ୍କର ଦୋ-ଷ ନାହିଁ , ଏଥିରେ ତାଙ୍କ ପୁରା ପରିବାର ମିଶି ଯାଇଛନ୍ତି ବୋଲି ଅଭି-ଯୋଗ ଆଣିଛନ୍ତି ଜଣେ ହତଭାଗା ସ୍ତ୍ରୀ । ତେବେ ଭୁବନେଶ୍ୱର ଲକ୍ଷ୍ମିସାଗର ଥା-ନାରେ ଯାଇ ପହଞ୍ଚି ଯାଇଛନ୍ତି ମହିଳା ଆଉ ଆଣିଛନ୍ତି ଏପରି କିଛି ଅଭି-ଯୋଗ , ଯାହାକୁ ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

ସୂଚନା ଅନୁଯାୟୀ , ଭୁବନେଶ୍ୱରରେ ରହୁଥିବା ପଦ୍ମା ନାମକ ଜଣେ ମହିଳାଙ୍କର ଏ ହେଉଛି କରୁଣ ଚି-ତ୍କାର । ନିଜ ଶାଶୁ ଘର ଲୋକ ଆଉ ସ୍ଵାମୀଙ୍କ ଅସଲ ମୁଖା ସେ ଖୋଲି ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଏହା ହେଉଛି ତାଙ୍କର ଦ୍ୱିତୀୟ ବିବାହ । ଆଉ ଏଥିରୁ ତାଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି । ୨୦୧୭ ମସିହାରେ ତାଙ୍କର ବିବାହ ହୋଇଥିଲା । ବିବାହର କିଛି ମାସ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଥିଲା କିନ୍ତୁ ତା ପରେ ସବୁକିଛି ବଦଳି ଯାଇଥିଲା । ସ୍ଵାମୀ ତାଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ ଆଉ ସବୁ ସେ ପୂରଣ କରିଥିଲେ ।

ଏପରିକି ସେ ସ୍ବାମୀଙ୍କୁ ଚଳାଇବା ପାଇଁ ଏକ ଅଟୋ ଆଣି ଦେଇଥିଲେ । କେବଳ ଏତିକି ନୁହେଁ , ଯେତେବେଳେ ସ୍ଵାମୀ ତାଙ୍କୁ ଟଙ୍କା ମାଗିଛନ୍ତି ସେ ତାହା ଦେଇଛନ୍ତି । ତଥାପି ସ୍ଵାମୀ ତାଙ୍କୁ ଟିକିଏ ଭଲ ପାଇବା ଦେଇ ନାହାନ୍ତି । ସଦାବେଳେ ମା-ଡ଼ ମା-ରିବା ହିଁ ସେ ଠିକ୍ ବୋଲି ଭାବିଛନ୍ତି । ତେବେ ଅନ୍ୟ ପକ୍ଷରେ ସବୁ ନାଟର ଗୋବର୍ଦ୍ଧନ ହେଉଛନ୍ତି ତାଙ୍କ ଶାଶୁ । ଯିଏକି ତାଙ୍କୁ ଟିକିଏ ବି ଭଲ ପାଆନ୍ତି ନାହିଁ । ନଣନ୍ଦ ଆଉ ବଡ ଭାଉଜ ସହିତ ମିଶି କରି ସେ ତାଙ୍କୁ ନାନାଦି କଥା କହିଥାନ୍ତି ।

ସେମାନେ ଏତେ ତଳକୁ ଖସି ଯାଇ ପାରନ୍ତି କି , ତାଙ୍କୁ ତାଙ୍କ ପିଲା ମାନଙ୍କୁ ଦେଖା କରିବା ମଧ୍ୟ ଦିଅନ୍ତି ନାହିଁ । ଆଉ ବିଶେଷ କରି ସେଥିପାଇଁ ସେ ଆଜି ଥା-ନାର ଦ୍ବାରସ୍ଥ ହୋଇଛନ୍ତି । ପିଲା ମାନଙ୍କୁ ନିଜ ପାଖରେ ରଖି ବଡ ମଣିଷ କରିବେ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଯେଉଁ ଦିନ ଠାରୁ ସେ ପିଲା ମାନଙ୍କ ନାମରେ ଟଙ୍କା ରଖିବା ଆରମ୍ଭ କରିଛନ୍ତି , ତାଙ୍କ ସ୍ଵାମୀ ଏବଂ ଶାଶୁ ଘର ଲୋକ ତାଙ୍କୁ ଘୃଣା କରିବା ଆରମ୍ଭ କରିଛନ୍ତି ଆଉ ତାଙ୍କ ସ୍ଵାମୀ ତାଙ୍କୁ ଛା-ଡପ-ତ୍ର ଦେବା ଧ-ମକ ମଧ୍ୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *