ଯୁବତୀଙ୍କ ସହିତ ଜୋ-ର ଜବ-ରଦସ୍ତି କରି ରଖିଲେ ଶାରୀ-ରିକ ସ-ମ୍ପର୍କ , ଗର୍ଭ-ବତୀ ହେବାରୁ ଛାଡି ପଳାଇଲେ

ମଣିଷ ନିଜ ସ୍ବାର୍ଥ ପାଇଁ କିଛି ବି କରିବା ପାଇଁ ରାଜି ରହିଥାଏ । ଏହି କଥା ଆପଣ ସମସ୍ତେ ଜାଣିଥିବେ ଆଉ ଅଙ୍ଗେ ମଧ୍ୟ ନିଭାଇ ଥିବେ । ତେବେ ଅନେକ ଥର ଶୁଣିବାକୁ ମିଳିଛି କି , ଗର୍ଭ-ବତୀ କରି ସାରିବା ପରେ ଛାଡି ଦେଇ ଲୋକେ ପଳାଇ ଯାଇଥାନ୍ତି । ଆଉ ଶେଷରେ ମହିଳା ମାନେ କଷ୍ଟ ପାଇ ଏ ଥା-ନାରୁ ସେ ଥା-ନା ଧାଇଁ ବୁଲିଥାନ୍ତି । ତେବେ ପୁଣିଥରେ ସାମ୍ନାକୁ ସେହି ସମାନ ଘ-ଟଣା ହିଁ ଆସିଛି । ଜଣେ ମହିଳାଙ୍କୁ ବିବାହ ଲୋଭ ଦେଖାଇ ତାଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖିବା ପରେ ଯେତେବେଳେ ସେ ଗର୍ଭ-ବତୀ ହୋଇଗଲେ , ସେତେବେଳେ ତାଙ୍କୁ ଛାଡି ଦେଇ ପଳାଇ ଗଲେ ।

ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , କେଉଁଝର ଜିଲ୍ଲା ବାଞ୍ଚପାଲ ବ୍ଲକ କିଲୋପ୍ରତି ଗ୍ରାମରେ । ସୂଚନା ଅନୁଯାୟୀ , ଏହି ଗାଆଁର କୈଳାସ ବାରିକଙ୍କ ଝିଅ ସୁକାନ୍ତି ବାରିକଙ୍କ ସହ ପାଖ ଗ୍ରାମର ଅଶୋକ ବାରିକ ଦୀର୍ଘ ଚାରି ବର୍ଷ ଧରି ପ୍ରେମ ସଂ-ପର୍କ ରଖିଥିଲେ । ଆଉ ବିବାହ କରିବା ପାଇଁ ଲୋଭ ଦେଖାଇ ତାଙ୍କ ସହିତ ଅନେକ ଥର ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ । ତେବେ ଏହାକୁ ପରିବାର ଲୋକ ଜାଣିବା ପରେ ଏହାକୁ ବାରଣ କରିଥିଲେ ପରିବାର ଲୋକ । ଆଉ ଏହା ପରେ ସେ ତାଙ୍କୁ ମନାଇ ମଧ୍ୟ ନେଇଥିଲେ ।

ଅଶୋକ ସୁକାନ୍ତିଙ୍କ ପରିବାର ଲୋକଙ୍କୁ କହିଥିଲେ କି , ତୁମ ଝିଅକୁ ବିବାହ କରିବି ଆଉ ପରିବାର ଲୋକଙ୍କୁ ଜଣାଇବି । ଆଉ ତାହା ମଧ୍ୟ ହୋଇଥିଲା , ଏକ ମନ୍ଦିରରେ ଯାଇ ତାଙ୍କୁ ବିବାହ କରିଥିଲେ ଅଶୋକ । ଆଉ ସୁକାନ୍ତିଙ୍କ ସହିତ ବାରମ୍ବାର ଶାରୀ-ରିକ ସ-ମ୍ପର୍କ ରଖିଥିଲେ । ଆଉ ସବୁବେଳେ ଗର୍ଭ-ପାତ ପାଇଁ ଔଷଧ ମଧ୍ୟ ଖାଇବାକୁ ଦେଇଥିଲେ । ତେବେ ଶେଷ ଥର ପାଇଁ ଯେତେବେଳେ ସୁକାନ୍ତି ଗର୍ଭ-ବତୀ ହେବା କଥା ଆଶୋକଙ୍କୁ ଜଣାଇ ଥିଲେ , ସେତେବେଳେ ଅଶୋକ ତାଙ୍କୁ ଔଷଧ ଆଣି ଖାଇବାକୁ ଦେଇଥିଲେ

କିନ୍ତୁ ଏଥର ତାଙ୍କର ଗର୍ଭ-ପାତ ହୋଇ ନଥିଲା ଆଉ ଅଶୋକ ତାଙ୍କୁ ଛାଡି ପଳାଇ ଯାଇଥିଲେ । ତେବେ ଯେତେବେଳେ ସୁକାନ୍ତିଙ୍କ ପାଖରୁ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା , ସେତେବେଳେ ଗାଆଁ ଲୋକ ତାଙ୍କୁ ଛୁଆ କାହାର ବୋଲି ପଚାରି ଥିଲେ ଆଉ ଯାହା ପରେ ସେ ସବୁ ସତ କଥା କହି ଦେଇଥିଲେ । ତେବେ ଅନେକ ଥର କଥାବାର୍ତ୍ତା ହୋଇ ଗାଆଁ ଲୋକ ଅଶୋକଙ୍କ ବାପାଙ୍କୁ ନିଜ ପୁଅକୁ ଗାଁକୁ ଡାକିବା କଥା କହିଥିଲେ ଆଉ ସେ ମଧ୍ୟ ହଁ ମା-ରିଥିଲେ କିନ୍ତୁ ଅଶୋକ ଆଜି ଯାଏଁ ଆସି ନାହାନ୍ତି । ତେଣୁ ବାଧ୍ୟ ହୋଇ ସୁକାନ୍ତି ଯାଇ ଥା-ନାର ଦ୍ବାରସ୍ଥ ହୋଇ ତାଙ୍କ ନାଁରେ ଅଭି-ଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *