ବାଇଶି ପାହାଚରେ ଖେଳୁଛି ସୁଅ , ମାଳିକା ବଚନ ହେଉଛି ସତ

ବର୍ତ୍ତମାନ ଚାରିଆଡ଼େ ବର୍ଷା ଜୋରଦାର ହେବାରେ ଲାଗିଛି । ଅନେକ ଜିଲ୍ଲାକୁ ମଧ୍ୟ ନାଲି ସଂକେତ ଜାରି କରାଯାଇଛି । ଯାହା ମଧ୍ୟରେ ଆମ ପ୍ରିୟ ସ୍ଥାନ ପୁରୀ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯେଉଁଠି ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଥାଏ , ଟିକିଏ ଜଗାର ଦର୍ଶନ କରିବା ପାଇଁ ଆଉ କେଉଁ ଆଡୁ ଲୋକ ଆସି ପହଞ୍ଚି ଯାଇଥାନ୍ତି । ସେହି ଜଗାକୁ ଟିକିଏ ଦର୍ଶନ କରିଦେଲେ , ସତରେ ଯେମିତି ମନ ଭରି ଯାଏ । ତେବେ ସେଠାରେ ସୃଷ୍ଟି ହୋଇଛି ଭ-ୟାନକ ପରିସ୍ଥିତି।

କାହିଁକି ନା ବର୍ତ୍ତମାନ ଏତେ ମାତ୍ରାରେ ବର୍ଷା ହେବା ଯୋଗୁଁ ସେଠାରେ ପାଣିର ସୁଅ ଖେଳୁଛି । ବାଇଶି ପାହାଚରେ ପୁରା ସୁଅ ଖେଳୁଛି ଆଉ ଲୋକେ ସେହି ସୁଅକୁ ଅତିକ୍ରମ କରିବା ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଯାଉଛନ୍ତି । ତେବେ ଏପରି ପରିସ୍ଥିତିକୁ ଦେଖି କିଛି କଥା ଅନୁମାନ କରାଯାଉଛି । କୁହାଯାଉଛି କି , ମାଳିକା ବଚନ ହେଉଛି ସତ । ମାଳିକାରେ ଉଲ୍ଲେଖ କରାଯାଇଥିବା ଅନେକ କଥା ଆଗରୁ ସତ ହୋଇ ସାରିଛି ଆଉ କୁହାଯାଏ ମାଳିକା ବଚନ ସତ ହେଲେ ପୃଥିବୀ ଧ୍ଵଂ-ସ ହୋଇଯିବ ।

ଆଗରୁ ମଧ୍ୟ ଆପଣ ଜାଣି ସାରିଥିବେ କି , ବାଇଶି ପାହାଚରେ ମୀନ ଖେଳିବା କଥା ହେଉ କି ବଡ ଦେଉଳ ଉପରେ ଚିଲ ଉଡ଼ିବା । ଏପରି ଘ-ଟଣା ଗୁଡ଼ିକୁ ମଣିଷକୁ ଭୟଭୀତ କରିସାରିଛି । ଆଉ ଏବେ ପୁଣିଥରେ ଏହି ଘଟ-ଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସତରେ କଣ ପୃଥିବୀ ଶେଷ ହୋଇଯିବ ଆଉ କଳିଯୁଗ ଶେଷ ହୋଇଯିବ । ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମା-ରୁଛି। ତେବେ ସେ ଯାହା ବି ହେବ , ତାହା ତ ସମୟ କହିବ ।

ଅନ୍ୟ ପକ୍ଷରେ ଲୋକଙ୍କ ମନରେ ଏସବୁ ପରିସ୍ଥିତି ଦେଖି ଭ-ୟ ସୃଷ୍ଟି ହୋଇ ସାରିଛି । ତେବେ କୁହାଯାଉଛି କି , ହୀରାକୁଦରେ ୨୨ଟି ଗେଟ୍ ଖୋଲାଯିବା ପରେ ଚାରିଆଡ଼େ ବନ୍ୟା ପରିସ୍ଥିତି ଉପୁଜି ଯାଇଛି । ଖାଲି ଏତିକି ନୁହେଁ , ଚାରିଆଡ଼େ ଏତେ ମାତ୍ରାରେ ବର୍ଷା ହେବା ଯୋଗୁଁ ଏପରି ହୋଇଛି । ତେଣୁ ଭ-ୟ କରିବାର କିଛି ଆବଶ୍ୟକତା ନାହିଁ । ଯାହା ବି ହେବାର ଥିବ , ତାହା ହେବ । ଏଥିପାଇଁ ଏବେ ଠାରୁ ଭ-ୟଭୀ-ତ ହୋଇ ଆଉ ଧୋର୍ଯ୍ୟ ହରାଇବାର କିଛି ବି ଆବଶ୍ୟକତା ନାହିଁ ବୋଲି ସମସ୍ତେ କହିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *