ସ୍ତ୍ରୀର ପର-କୀୟା ପ୍ରୀତି ସନ୍ଦେ-ହରେ ସ୍ୱାମୀର ଚାଲିଗଲା ଜୀବନ , ପୋ-ଲିସ କରୁଛି ସ-ନ୍ଦେହ

ଯେଉଁ ସ୍ୱାମୀ ଭରସାରେ ସ୍ତ୍ରୀ ନିଜ ବାପ ଘର ଛାଡି ନିଜ ଶାଶୁ ଘରକୁ ଆସିଥିଲା , ଶେଷରେ ସେହି ସ୍ଵାମୀ ସ୍ତ୍ରୀକୁ ଛାଡ଼ି ଦେଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲା । କେହି କିଛି କରିପାରିଲେ ନାହିଁ କି ସ୍ବାମୀଙ୍କୁ ବଞ୍ଚାଇ ପାରିଲେ ନାହିଁ । ତେବେ ଯେତେବେଳେ ସ୍ତ୍ରୀର ମୃ-ତ୍ୟୁ ପଛରେ ସ୍ୱାମୀର ହାତ ରହିଥାଏ , ସେତେବେଳେ ଆଉ କଣ ଯେ କରା ଯାଇପାରେ । ସେତେବେଳେ ସ୍ତ୍ରୀ ଆଉ କାହିଁକି ବା ମନ ଦୁଃ-ଖ କରିବ । ସେ ଭାବୁଥିବ , ତା ରାସ୍ତାର କଣ୍ଟା ସବୁଦିନ ପାଇଁ ଚାଲିଗଲା । ଆଉ ସେ ଏବେ ବହୁତ ଶାନ୍ତିରେ ବଞ୍ଚିବ ।

ତେବେ ହଁ ଆଜ୍ଞା ଯେତେବେଳେ ଜଣେ ସ୍ଵାମୀର ମୃ-ତ୍ୟୁ ପାଇଁ ସ୍ତ୍ରୀ ଦାୟୀ ହୋଇଥାଏ , ସେତେବେଳେ ସମାଜ ଆଉ କାହାକୁ ବା ବିଶ୍ୱାସ କରିବ । ତେବେ ସୂଚନା ଅନୁସାରେ , ଜଣେ ସ୍ତ୍ରୀର ପର-କୀୟା ପ୍ରୀତି ପାଇଁ ଚାଲି ଯାଇଛି ସ୍ୱାମୀର ଜୀବନ । ଆଉ ସ୍ଵାମୀ ନିଜେ ଏପରି କାମ ସ୍ତ୍ରୀର ସହି ନ ପାରି ହାରି ଦେଇଛନ୍ତି ଜୀବନ । ଏଭଳି ଏକ ଅଭା-ବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥା-ନା ଅନ୍ତର୍ଗତ ଦୁରାନିବାସ ନିକଟ ରାଣୀ ପୋଖରୀ ହୁଡ଼ାରୁ। ଗୋବିନ୍ଦପୁର ଗ୍ରାମର କମୋଲୋଚନ ସାହୁଙ୍କ ପୁଅ ଅଜିତ ସାହୁ । ବୟସ ୪୧ ବର୍ଷ ।

ଧାମନଗର ମେଡିକାଲରେ ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ସେ । ତେବେ ଅସୁରାଲି ଅଞ୍ଚଳର ଜଣେ ବ୍ୟକ୍ତି ବସନ୍ତ ସାହୁଙ୍କ ସହ ତାଙ୍କ ସ୍ତ୍ରୀ ମୋନାଲିସା କଥା ହେଉଥିଲେ । ଏହାକୁ ଅନେକ ଥର ଦେଖିଥିଲେ ଅଜିତ ଆଉ ଏପରି କରିବାକୁ ମୋନାଲିସାଙ୍କୁ ମନା ମଧ୍ୟ କରିଥିଲେ । ତେବେ ଯେତେ ଥର ମନା କରିବା ସତ୍ତ୍ୱେ ମଧ୍ୟ ମୋନାଲିସା ମାନିବାକୁ ନାରାଜ ଥିଲେ । ଯେତେ ମନା କଲେ ମଧ୍ୟ ସେ ବସନ୍ତ ସହିତ ଗପୁଥିଲେ ଆଉ ତାଙ୍କ ସହିତ ନିବିଡ ସ-ମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା ।

ଯାହାକୁ ସହି ପାରି ନଥିଲେ ସ୍ଵାମୀ । ଆଉ ବାଧ୍ୟ ହୋଇ ଆ-ତ୍ମହ-ତ୍ୟା କରି ଦେଇଥିଲେ । ତେବେ ଗତକାଲି ତାଙ୍କ ମୃତଦେହ ଜରାଷ୍ରମ ନିକଟ ରାଣୀ ପାଖରେ ପାଖରୁ ଉ-ଦ୍ଧାର କରା ଯାଇଥିଲା । ସାଇଣ୍ଟିଫିକ ଟିମ୍ ଲାଗି ମୃ-ତଦେ-ହର ଯାଞ୍ଚ କରିବା ସହିତ ସେହି ଅଞ୍ଚଳରେ ପହଞ୍ଚି ପ୍ରମାଣ ଖୋଜିବାରେ ଲାଗିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ ଘଟ-ଣାରେ ପୋ-ଲିସ ଅଭି-ଯୁକ୍ତ ବସନ୍ତ ସାହୁ ଏବଂ ସ୍ତ୍ରୀ ମୋନାଲିସାଙ୍କୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି । ଅଜିତଙ୍କ ଭାଇ ମାନେ ନିଜ ଭାଇଙ୍କୁ ହରାଇ ବହୁତ କାନ୍ଦି-ବାରେ ଲାଗିଛନ୍ତି । ଆଉ ଏହା ପଛରେ ମୋନାଲିସା ଆଉ ତାଙ୍କ ସାଙ୍ଗ ମାନଙ୍କ ହାତ ରହିଥିବା କଥା ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *