ଶାରୀ-ରିକ ସ-ମ୍ପର୍କ ପାଇଁ ବିବାହ କରିଥିଲେ ଯୁବକ , ଅଭି-ଯୋଗ ଆଣିଲେ ଦ୍ଵିତୀୟ ସ୍ତ୍ରୀ

ପ୍ରେମ କଲେ , ଶାରୀ-ରିକ ସମ୍ପ-ର୍କ ରଖିଲେ ଆଉ ବିବାହ କରିବାର ପ୍ରତି-ଶ୍ରୁତି ଦେଇ ବିବାହ ମଧ୍ୟ କରିଲେ । କିନ୍ତୁ ଶେଷରେ ଯୁବକ ଜଣକ ଏତେ ତଳକୁ ଖସି ଯାଇ ପାରିବେ ବୋଲି ଯୁବତୀ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ଯାହାକୁ ସେ ଏତେ ଭଲ ପାଉଥିଲେ , ଶେଷରେ ସେ ଜଣେ ପ୍ରତାରକ ବାହାରିବେ ବୋଲି କେବେ ଭାବି ନଥିଲେ । ତେବେ ଏପରି ଏକ ଅଭି-ଯୋଗ ନେଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ । ତାଙ୍କ ସ୍ଵାମୀ ତାଙ୍କୁ ମି-ଛ କହି ଦ୍ଵିତୀୟ ବିବାହ କରିଥିବା କଥା ସେ କହିଛନ୍ତି । ଏବେ ତାଙ୍କୁ ମା-ଡ ମା-ରୁଥିବା କଥା ମଧ୍ୟ ସେ କହିଛନ୍ତି ।

ସୂଚନା ଅନୁସାରେ , ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଶରତ ଥା-ନା ଅଞ୍ଚଳରେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି । ଜାଣିବାକୁ ମିଳିଛି କି , ନୋଟ ଗାଆଁରେ ତୁଳସୀ ସିଂଙ୍କ ଘର ଆଉ ସେହି ପରି ପାଖ ଗାଆଁରେ ସବା ସିଂ ନାମକ ଜଣେ ଯୁବକଙ୍କ ଘର । ଯୁବତୀ ଜଣକ ଦିଲ୍ଲୀରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଆଉ ସବା ସିଂ ମଧ୍ୟ ଦିଲ୍ଲୀରେ ରହି କାମ କରୁଥିଲେ । ଆଉ ଏହି ସମୟ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଦୁହେଁ ଚାରି ବର୍ଷ ଧରି ବିବାହ କରି ଏକାଠି ହୋଇ ରହି ଆସୁଥିଲେ

ସବା , ତୁଳସୀ ସିଂ ଙ୍କୁ କଥା ଦେଇଥିଲେ କି ସାରା ଜୀବନ ଖୁସିରେ ରଖିବେ ଆଉ କେବେ ଏକୁଟିଆ ଛାଡ଼ିବେ ନାହିଁ । କିନ୍ତୁ ହଠାତ୍ ଦିନେ ତୁଳସୀ ଜାଣିବାକୁ ପାଇଥିଲେ କି , ସବା ସିଂ ଆଗରୁ ଆଉ ଜଣଙ୍କୁ ବିବାହ କରିଛନ୍ତି , ସେତେବେଳେ ତାଙ୍କ ହୋସ ଉଡ଼ି ଯାଇଥିଲା । ଆଉ ସେହି ମହିଳା ଜଣକ ଗାଆଁରେ ଅଛନ୍ତି । ଏହାପରେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ , ଯାହାର ଉତ୍ତର ନଥିଲା ସବାଙ୍କ ପାଖରେ । ଏହାପରେ ସବା ସିଂ ନିଜ ସ୍ତ୍ରୀ ତୁଳସୀଙ୍କୁ ଅନେକ ମା-ଡ଼ ମଧ୍ୟ ମା-ରିଥିଲେ । ଆଉ ତାଙ୍କୁ ଛାଡି ଦେଇ ପଳାଇ ଯାଇଥିଲେ ।

ଏହା ପରେ ଅସହାୟ ତୁଳସୀ ସିଂ ଘରକୁ ଫେରି ଯାଇଥିଲେ । ଆଉ ଗାଆଁରେ ଯାଇ ସମସ୍ତଙ୍କୁ ଏହି କଥା ବିଷୟରେ ଜଣାଇ ଥିଲେ । ଏହାପରେ ନିଜର ଅଭି-ଯୋଗ ନେଇ ଶରତ ଥା-ନାରେ ପହଞ୍ଚି ଥିଲେ । ତେବେ ବର୍ତ୍ତମାନ ସମୟରେ ପୋ-ଲିସ ଏହି ଘଟ-ଣାର ତଦ-ନ୍ତ କରିବାରେ ଲାଗିଛି । ଜଣେ ମହିଳାଙ୍କୁ ସହ ପ୍ରତା-ରଣା କରି ଆଉ ମି-ଛ କହି ବିବାହ କରିବା ପାଇଁ ତାଙ୍କୁ ଗି-ରଫ କରାଯାଇଛି ଆଉ ପରେ କୋର୍ଟ ଚା-ଲାଣ କରାଯାଇଛି ବୋଲି ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *