ପ୍ରେମିକା ହ-ତ୍ୟାକା-ଣ୍ଡର ସିନ୍ ରିକ୍ରିଏସନ୍ କରୁଛି ପ୍ରେମିକ , ମାତ୍ର ୧୮ ହଜାର ଟଙ୍କା ପାଇଁ ପ୍ରେମିକାର କା-ଟିଥିଲା ଗଳା

ଜଣେ ପ୍ରେମିକ ସାଜିଲା ସଇତାନ । ମାତ୍ର କିଛି ଟଙ୍କା ପାଇଁ ନିଜ ପ୍ରେମିକାର ହ-ତ୍ୟା କରିବାକୁ ପଛାଇଲା ନାହିଁ । ଆଉ ନିଜ ପ୍ରେମିକାର ଗ-ଳା କା-ଟି ହ-ତ୍ୟା କରି ପୋଲ ତଳକୁ ପକାଇ ଦେଲା । ନିଜେ ନିଜକୁ ନି-ର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ସେଠାରୁ ଗାଏବ ହୋଇ ଗଲା । କିନ୍ତୁ କାଳ ସାଜିଲା ଭାଇରାଲ ଭିଡିଓ । ପୋ-ଲିସ ହାତରେ ଲାଗି ଗଲା ଭାଇରାଲ ଭିଡିଓ ଆଉ ଯାହା ଆଧାରରେ ପୋ-ଲିସ ଦୋ-ଷୀଙ୍କୁ ଗି-ରଫ କରିଛି । ଏପରି ଏକ ହ-ତ୍ୟାକା-ଣ୍ଡକୁ ନେଇ ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚା ।

ତେବେ ଏପରି ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି , ବରଗଡ଼ ଜିଲ୍ଲାରେ । ସୂଚନା ଅନୁଯାୟୀ , ବୁର୍ଲା ଥା-ନା ଅଞ୍ଚଳର ସୀଲା ବେହେରା ନାମକ ଜଣେ ଯୁବତୀ ଥିଲେ ସ୍ଵାମୀ ପରିତ୍ୟକ୍ତା । ଫେସବୁକରେ କଥାବାର୍ତ୍ତା ହୋଇ ଥିଲେ ଗୋପୀନାଥଙ୍କ ସହିତ ।ଗୋପୀନାଥ ଥିଲେ ଜଣେ ଅଟୋ ଚାଳକ । ତେବେ କଥା ହେବା ସହିତ ଗୋପୀନାଥଙ୍କ ସହିତ ପ୍ରଥମେ ହୋଇଥିଲା ବନ୍ଧୁତା ଆଉ ତାପରେ ଧିରେ ଧୀରେ ଗଢ଼ି ଉଠିଥିଲା ପ୍ରେମ ସ-ମ୍ପର୍କ । ଧୀରେ ଧିରେ ଗୋପୀନାଥ ତାଙ୍କ ଠାରୁ ୧୮ ହଜାର ଟଙ୍କା ନେଇଥିଲେ ।

ତେବେ ବାସ୍ତବରେ ଶିଲା ଗୋପୀନାଥଙ୍କୁ ବିବାହ କରିବାକୁ ଚାହୁଁଥିଲେ ଆଉ ସାରା ଜୀବନ ବିତାଇବାକୁ ଚାହୁଁଥିଲେ । କିନ୍ତୁ ଗୋପୀନାଥ ତାଙ୍କ ଦେହକୁ ଆଉ ଟଙ୍କା ନେବାକୁ ଭଲ ପାଉଥିଲେ । କିନ୍ତୁ ଗୋପୀନାଥ ତାଙ୍କୁ ବିବାହ କରିପାରିବେ ନାହିଁ ବୋଲି କହିଥିଲେ । ଆଉ ଏହାପରେ ଶିଲା ତାଙ୍କୁ ତାଙ୍କ ଟଙ୍କା ଫେରାଇ ଦେବା କଥା କହିଥିଲେ । ଆଉ ଏହାପରେ ଦୁହିଁଙ୍କ ମଧ୍ୟରେ ଝ-ଗଡା ହୋଇଥିଲା । ୫ ତାରିଖ ଦିନ ଗୋପୀନାଥ ଶିଲାଙ୍କୁ ନିଜ ଗାଡ଼ିରେ ବସାଇ ଭଡ଼ିଆବ୍ରିଜ ଉପରକୁ ନେଇ ଯାଇଥିଲେ ।

ଆଉ ସେଠାରେ ତାଙ୍କ ସହିତ କିଛି ସମୟ ଯୁ-କ୍ତିତ-ର୍କ ହେବା ପରେ ତାଙ୍କ ବେକରେ ପଡ଼ିଥିବା ଚୁନିକୁ ଚାପି ଦେଇଥିଲେ । ଆଉ ଏହାପରେ ଏକ ଧାରୁଆ ଅ-ସ୍ତ୍ରରେ ଶିଲାଙ୍କ ବେକକୁ କା-ଟି ଦେଇଥିଲେ । ଶ-ବକୁ ପୋଲ ତଳକୁ ପକାଇ ଦେଇ ସେଠାରୁ ଚାଲି ଯାଇଥିଲେ । ତେବେ ଭାଇରାଲ ଭିଡିଓ ପରେ , ବରଗଡ଼ ଜିଲ୍ଲା ଭଟଲି ଥା-ନା ଭଡ଼ିଗାଆଁ ବ୍ରିଜ ଉପରେ ହୋଇଥିବା ହ-ତ୍ୟାକା-ଣ୍ଡର ସିନ ରିକ୍ରିଏସନ କରାଇଛି ପୋ-ଲିସ । ଆଉ ଗୋପୀନାଥଙ୍କୁ ଗିର-ଫ କରି ନେଇଛି ।

Leave a Reply

Your email address will not be published. Required fields are marked *