ସ୍ତ୍ରୀକୁ ମା-ରିଲା ସ୍ୱାମୀ ବି ମ-ରିଲା ।

ବେଳେ ବେଳେ ଘରୋଇ କଳି ଯେ ଏତେ ଭ-ୟଙ୍କର ରୁପ ଧାରଣ କରେ ତାହା କେହି କେବେ କଳ୍ପନା କରି ପାରନ୍ତି ନାହିଁ । କେବେ କେବେ ଛୋଟ ଛୋଟ ଝ-ଗଡା ଏତେ ଉଗ୍ର ରୂପ ଧାରଣ କରେ ଯେ କାହାର ଜୀବନ ବି ନେଇ ଯାଇ ପାରେ । କୁହାଯାଏ ମଣିଷର ବଡ଼ ଶ-ତ୍ରୁ ହେଉଛି ତା ରାଗ ଆଉ ଯାହାର ଜ୍ୱ-ଳନ୍ତ ଉଦାହରଣ ବର୍ତ୍ତମାନ ଦେଖିବାକୁ ମିଳିଛି । ଘରୋଇ କଳି ପାଇଁ ସ୍ତ୍ରୀକୁ ମା-ରି ସ୍ୱାମୀ ମଧ୍ୟ ନିଜେ ନିଜର ଜୀବନ ହାରି ଦେଇଛି । ଆଉ ଏହି ଘ-ଟଣା ସାରା ଗ୍ରାମରେ ଖେଳାଇ ଦେଇଛି ଶୋ-କର ଛାୟା ।

ଗୋଟିଏ ଦିନରେ ଜୁଇରେ ଜ-ଳିଛି ଦୁଇ ଦୁଇଟି ଚିତା । ସ୍ୱାମୀ ସ୍ତ୍ରୀ ଆର ପାରିକୁ ଚାଲିଯାଇଛନ୍ତି । ପ୍ରଥମେ ସ୍ତ୍ରୀକୁ ମା-ରି ଆର ପାରିକୁ ପଠାଇ ଦେବା ପରେ ତା ପରେ ନିଜେ ମଧ୍ୟ ଆର ପାରିକୁ ଚାଲିଯାଇଛି ସ୍ୱାମୀ । ତେବେ ଏମିତି ଏକ ସାଙ୍ଘା-ତିକ ଲୋମ ଟା-ଙ୍କୁରା ଘ-ଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ ଜିଲ୍ଲା ତଳସରା ଗ୍ରାମ ଅନ୍ତର୍ଗତ ଡ଼ମଗୁଡ଼ା ଗାନ୍ଧିପଡା ଗ୍ରାମରୁ । ସ୍ତ୍ରୀକୁ ହ-ତ୍ୟା କରି ନିଜେ ମଧ୍ୟ ଜୀବନ ହାରି ଦେଇଛି ସ୍ୱାମୀ ।

ସେପଟେ ପୋଲି-ସର ସ-ନ୍ଧେହ ଘରୋଇ କ-ଳହ ଯୋଗୁ ଏପରି ଘଟିଛି । ଏଇ ଏବେ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦୁହେଁ । ନୂଆ ନୂଆ ସଂସାର ଆରମ୍ଭ କରୁଥିଲେ । ସଂସାର କଣ ତାହା ଭଲ ଭାବରେ ବୁଝି ନଥିବା ବେଳେ ଦୁହିଁଙ୍କ ସଂସାର ଉଚ୍ଛନ୍ନ ହୋଇଗଲା । ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା ବେଳେ ଦୁହେଁ ରାଗରେ ଆର ପାରିକୁ ଚାଲିଗଲେ । ପାରିବାରିକ କଳ-ହରୁ ଚାଲିଗଲା ଦୁଇ ଦୁଇଟି ଜୀବନ ।

ବିବାହ ବେଳେ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ମ-ରିବେ ତ ସାଥିହୋଇ ମରିବେ ବଞ୍ଚିବେ ତ ସାଥି ହୋଇ ବଞ୍ଚିବେ ଆଉ ଯାହା କହିଥିଲେ ତାହା ହିଁ ହେଲା ରା-ଗରେ ସିନା ଦୁହେଁ ଆର ପାରିକୁ ଚାଲିଗଲେ । ହେଲେ ବିବାହ ବେଳେ ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଦେଇଥିବା କଥା କିନ୍ତୁ ପୁରଣ କରିଗଲେ । ହେଲେ ବଡ଼ ଦୁଃ-ଖର କଥା ହେଉଛି । ସାମାନ୍ୟ ଝ-ଗଡା ପାଇଁ ଦୁଇ ଦୁଇଟି ଜୀବନ ଅକଳାରେ ଚାଲିଯିବା ।

ଏଇ ଏବେ ଏବେ ସୁଦୂର ବାହାର ରାଜ୍ୟରୁ ସ୍ୱାମୀ ଘରକୁ ଫେରିଥିଲେ । କାରଣ ବିବାହ ପରେ ସ୍ବାମୀ ବାହାର ରାଜ୍ୟକୁ ଚାଲିଯାଇଥିଲେ । ଗଲା ବେଳେ କହି ଯାଇଥିଲେ ମୁଁ ଯାଉଛି ଆସିଲା ବେଳକୁ ତୁମ ପାଇଁ ଅନେକ ଜିନିଷ ନେଇ ଫେରିବି । ସ୍ତ୍ରୀ ଙ୍କୁ କଥା ଦେଇ ଯାଇଥିବା କଥା ରଖିଥିଲେ ସ୍ୱାମୀ । ଏଇ ଥର ହୋଲିରେ ଘରକୁ ଫେରିଥିଲେ ସ୍ୱାମୀ ।

ପରିବାରରେ ସ୍ତ୍ରୀ ମା ଭଉଣୀ ସମସ୍ତେ ମିଶି ଏକାଠି ରହୁଥିଲେ ହେଲେ କଣ ହେଲା କେଜାଣି ସ୍ୱାମୀ ଘରକୁ ଫେରିବା ପରେ ସ୍ୱାମୀ ସ୍ତ୍ରୀ ଅଲଗା ହୋଇଗଲେ । ଆଉ ସେମାନେ ଅଲଗା ରହିବାକୁ ଆରମ୍ଭ କଲେ । ଗତକାଲି କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝ-ଗଡା ହେବା ପରେ । ହେମନ୍ତ ରା-ଗରେ ସ୍ତ୍ରୀ ସୋଇଥିବା ସମୟରେ ସ୍ତ୍ରୀଙ୍କୁ ହ-ତ୍ୟା କରିଥିଲେ । ଆଉ ଏହା ପରେ ନିଜ ଜୀବନ ମଧ୍ୟ ହାରି ଦେଇଥିଲେ । ଗତ ରାତିରେ ଏ ସମ୍ପ-ର୍କରେ ଖବର ପାଇ ତଳସରା ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ଥିଲା ।

ଆଉ ଘ-ଟଣା ସ୍ଥଳରେ ପହଞ୍ଚିବା ପରେ । ଘଟ-ଣାର ତ-ଦନ୍ତ କରିଥିଲେ । ପରିବାର ଓ ଗ୍ରାମବାସୀ ମାନଙ୍କ କହିବା କଥା ଘରୋଇ କଳି ଯୋଗୁ ଘ-ଟିଯାଇଛି ଏଭଳି ଘ-ଟଣା । ସେପଟେ ପୋ-ଲିସ ଏହି ଘଟ-ଣାକୁ ତ-ଦନ୍ତ କରୁଥିବା ବେଳେ । ପୋଲି-ସର ତ-ଦନ୍ତ ପରେ କାହିଁକି ସ୍ୱାମୀ ସ୍ତ୍ରୀଙ୍କ ଜୀବନ ନେଲେ ଓ ଏହା ପରେ କାହିଁକି ନିଜ ଜୀବନ ହାରିଲେ ଏହା ଉପରୁ ପରଦା ଉଠିବ ।

Leave a Reply

Your email address will not be published. Required fields are marked *