ଆଜେକ୍ସ ଶେଷରେ ଜିଜ୍ଞାସା ଙ୍କୁ ଏହି କଥା କହିଥିଲେ ।

ଜିଜ୍ଞାସା ସତ କହୁଛି ମୁଁ ତୁମକୁ ବହୁତ ଭଲ ପାଉଛି । ଆଉ ଯେତେବେଳେ ତୁମେ ଏହି ଅଡିଓ ଶୁଣିବ ସେତେବେଳେ ମୁଁ ଆଉ ନଥିବି । କେବଳ ମେମୋରିଜ ତୁମ ପାଖେ ଥିବ । ଆଉ ଫଟୋ ଏବଂ ସବୁକିଛି ତୁମ ପାଖେ ଥିବ ହେଲେ ମୁଁ ନଥିବି । ତୁମେ ଜାଣିଛ ମୁଁ ମା ବାପା ଲଭ ପାଇନି ସବୁ ଆଡୁ ଏମିତି ହୋଇଛି । ତେଣୁ ତୁମେ ଯଦି ଭଲ ନ ପାଇବ ମାଇଣ୍ଡ ଟା ଆଡେ ସାଡେ ହେବନି । ମୁଁ ତୁମ ସହ ଚିଟ କରିବା ଚକରରେ ନଥିଲି ମୁଁ ବାସ ମେଣ୍ଟାଲି ପିସ ପାଇବାକୁ ଚାହୁଁଥିଲି । ତୁମେ ଯେପରି ରଶ୍ମି ସହ କଥା ହେଉଥିଲ ମୁଁ ବି ସେହିଭଳି ପିସ ପାଇବା ପାଇଁ ତା ସହ କଥା ହେଉଥିଲି ।

ମତେ ଗାର୍ଲଫ୍ରେଣ୍ଡ ଛାଡି ମମି ଡାଡି ଲଭ ବି ଦରକାର ଯେହେତୁ ମୁଁ ପାଇନି । ମୁଁ ଖାଲି ଏଇଥି ପାଇଁ କଥା ହେଉଥିଲି ତାହା ସହ ମତେ କେମିତି ଟିକେ ଶାନ୍ତି ମିଳୁ । ହେଲେ ତୁମେ ମତେ ଛାଡି ପଳେଇଲ । ତୁମେ ମତେ କହିଲ କି ତୁମେ ମତେ ଘୃଣା କର । ହେଲେ ଗୋଟେ ଜିନିଷ ମନେ ରଖ ମୁଁ ମ-ରିଛି କେବଳ ମୁଁ ତୁମର ସେ କଥାକୁ ଗ୍ରହଣ କରି ପାରୁନି କି ତୁମେ ମତେ ଘୃଣା କର ବୋଲି । ତୁମେ ଯେବେ ମତେ ଲାଷ୍ଠ ଟାଇମ କଲ କରିଥିଲ ମୁଁ ଚୁପ ଚାପ ଶୁଣୁଥିଲି ।

ଶୁଣ ଆଉ ଦୁଇ ତିନି ଘଣ୍ଟା ପରେ ମୁଁ ଆଉ ଏ ଦୁନିଆରେ ନଥିବି । ହେଲା ହେଲେ ତୁମେ ଜମା କାନ୍ଦିବନି ଯେମିତି କା-ନ୍ଦୁନଥିଲ । ସରି ମୁଁ ବହୁତ ଖରାପ କରିଛି ତୁମ ସହ ଆଉ ନାଇଁ ଖରାପ କରିବାର ତୁମ ସାଙ୍ଗେ । ମୁଁ ଯଦି ରହିବି ପୁଣି ତୁମ ପଛରେ ଆସିବି । ଛାଡ଼ ମୁଁ କେବଳ ଚାହୁଁଥିଲି ତୁମେ ମତେ ଖାଲି କୁହ ମୁଁ ତୁମର ହେଲେ ତୁମେ ସେତିକି କଲନି । ହେଲେ ମୁଁ ମୋ କ୍ୟାରିଅର, ମୋ ଫ୍ୟାମିଲି ସବୁକିଛି ଛାଡିକି ଯାଉଛି ।

କାରଣ ଏଇଥି ପାଇଁ କି ମୁଁ ପ୍ରମାଣ କରିବାକୁ ଯାଉଛି କି ଆଇ ଲଭ ୟୁ । ମ-ରିବା ପୂର୍ବରୁ ଗୋଟେ ଜିନିଷ କେବଳ ମୁଣ୍ଡରେ ଆସୁଛି କି ମୁଁ ତୁମ ସହିତ ଲାଇଫ ଟାଇମ ରହି ପାରିଲିନି । ତୁମେ ମତେ କହିଥିଲ ନା ମୁଁ ଏକା କାନ୍ଦିବି ହେଲେ ସତ କହୁଛି ମୋ ଲାଇଫର ଜଷ୍ଟ କିଛି ଘଣ୍ଟା ମୁଁ ଏକା କା-ନ୍ଦୁଛି କାହାକୁ କିଛି କହୁନି ଛାଡିକି ଯାଉଛି । ମୁଁ ତୁମ ବିନା ରହି ପାରିବିନି ସେଥିପାଇଁ ଏମିତି ଛାଡିକି ଯାଉଛି ।

ତମେ ଆଜି ଯେତେବେଳେ ରଶ୍ମି ସହ ଗଲ ଆସିଲ ମୁଁ ଦେଖିଲି । ତୁମେ ଯେତେବେଳେ ବାଲୋକନି ପାଖରେ ବସି ଖାଇଲ ତାହା ବି ଦେଖିଲି । ଆଗରୁ ଫିଲ ହେଉଥିଲା କି ମୁଁ ମ-ରିଗଲା ପରେ ତୁମେ ତ ମତେ ମିସ କରିବ କାରଣ ଆଉ କେହି ତ ମିସ କରିବେ ନାହିଁ । ହେଲେ ଏବେ ମୁଁ ସିଓର ହେଇଗଲି କି ତୁମେ ମତେ ମିସ କରିବ ନାହିଁ କାରଣ କେହି ତ ଜଣେ ତୁମକୁ ବୁଲେଇବାକୁ ନେଇ ଯାଉଛି । ଖାଇବାକୁ ଆଣି ଦେଉଛି । ତୁମେ ପାଖରେ ରଶ୍ମି ଅଛି ହେଲେ ମୋ ପାଖରେ କେହି ନାହାଁନ୍ତି ।

ତୁମ ପାଖେ ସମସ୍ତଙ୍କ ଭଲ ପାଇବା ଅଛି ହେଲେ ମୋ ପାଖରେ କାହା ଲଭ ବି ନାହିଁ । ତେଣୁ ମୁଁ ସବୁବେଳେ ଜଳି ଜଳି ମ-ରିବା ଅପେକ୍ଷା ଗୋଟେ ଦିନ ହିଁ ଏକାଥରେ ମ-ରିଯିବାକୁ ପସନ୍ଦ କରିବି । ଆଉ ମାତ୍ର କିଛି ସମୟ ପରେ ଏ ଦୁନିଆରେ ମୁଁ ନଥିବି । ଲୋକେ କୁହନ୍ତି ପ୍ରେମରେ କଣ ତୁମେ ଜୀବନ ଦେଇ ପାରିବ । ମୁଁ ଆଜି ମୋ ପ୍ରେମରେ ଜୀବନ ଦେଇ ଦେବି । ଯାହା ଆଶା ଥିଲା ତାହା ଆଜି ଆଉ ନାହିଁ । ଆଉ କିଛି ସମୟ ପରେ ମୁଁ ଆର ପାରିକୁ ଚାଲିଯିବି । ଏମିତି କିଛି କହି ଆର ପାରିକୁ ଚାଲିଯାଇଛନ୍ତି ଆଜେକ୍ସ ।

କାରଣ ଆଜେକ୍ସ ଜିଜ୍ଞାସାଙ୍କୁ ଭଲ ପାଉଥିବା କଥା ଶେଷ ସମୟରେ ପ୍ରକାଶ କରି । କେଇ ମିନିଟର ଅଡିଓ ରେ-କର୍ଡ ପଠାଇ ଦେଇ ଆଜେକ୍ସ ସବୁଦିନ ପାଇଁ ଆର ପାରିକୁ ଚାଲିଯାଇଥିଲେ । ଆଉ ଯେଉଁ ଅଡିଓ ରେ-କର୍ଡ ଶେଷ ସମୟରେ ଛାଡି ଦେଇ ଯାଇଛନ୍ତି ତାହା ସମସ୍ତଙ୍କ ହୃଦୟରେ ମୃଦୁ ଭୂମିକମ୍ପ ତିଆରି କରିଛି । ତେବେ ଏହି ଘ-ଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚା ଓ ଆଲୋଚନା ଥିବା ବେଳେ । ଆଜେକ୍ସ ଙ୍କ ମୃ-ତ୍ୟୁକୁ ଯେତିକି ଦିନ ବିତୁଛି । ଆଜେକ୍ସ ଙ୍କ ମୃ-ତ୍ୟୁ ଉପରୁ ଧୀରେ ଧୀରେ ପରଦା ହଟିବାରେ ଲାଗିଛି ।
ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଶେଷରେ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *