ସାମ୍ନାକୁ ଆସିଲା ସତ । ସ୍ୱାମୀ କହିଲା ନାଗ ସାପକୁ ସ୍ତ୍ରୀ ଓ ଝିଅ ପାଖରେ କେମିତି ଛାଡ଼ିଥିଲା , କହିଲା ଅଭି-ଯୁକ୍ତ ।

ଗଞ୍ଜାମର ସବୁଠାରୁ ବଡ଼ ଘ-ଟଣା ଏବଂ ଚର୍ଚ୍ଚାରେ ରହିଥିବା ଘଟଣା ଯାହାକି ଗତ ଅକ୍ଟୋବର ମାସ ୭ ତାରିଖରେ ଘଟି ଯାଇଥିଲା । ଯେଉଁ ଘ-ଟଣା ଅନୁଯାୟୀ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଝିଅର ରୁମରେ ନାଗ ସାପ ଛାଡ଼ି ଦୁହିଁଙ୍କୁ ଆରପାରିକୁ ପଠାଇ ଦେଇଛି । ତେବେ ଘଟ-ଣା ଘଟିବା ପରେ ପ୍ରଥମେ ଏହା ଜଣା ପଡ଼ିଥିଲା ଯେ ନାଗ ସାପ କାମୁ-ଡ଼ାରେ ସ୍ତ୍ରୀ ଏବଂ ଝିଅର ମୃ-ତ୍ୟୁ ହୋଇଛି । କିନ୍ତୁ ବର୍ତ୍ତମାନ ଅଭି-ଯୁକ୍ତ ସ୍ୱାମୀ ଧରା ପଡ଼ିଛି । ଯିଏକି ଗତ ତିନି ମାସ ହେବ ମୁଣ୍ଡ ଖଟାଇ ନିଜ ସ୍ତ୍ରୀ ଏବଂ ଝିଅକୁ ମା-ରିବାର ଏକ ପ୍ଲାନ ବନାଇ ଥିଲା । ତାପରେ ମୁଣ୍ଡକୁ ଏଭଳି ଏକ ପ୍ଲାନ ଆସିଥିଲା ।

ଆଉ ପ୍ଲାନ ଅନୁଯାୟୀ ନାଗ ସାପ କା-ମୁଡ଼ା ଦ୍ୱାରା ସ୍ତ୍ରୀ ଏବଂ ଝିଅକୁ ମାରିବାକୁ ଭାବିଥିଲା । ଏଭଳି ପ୍ଲାନ ପାଇଁ ପ୍ରଥମେ ସାପ ଧରାଳିଙ୍କୁ ଖୋଜିଥିଲା । ଆଉ ଏହାପରେ ଛଅ ଜଣ ସାପୁଆଙ୍କୁ ଯୋଗାଯୋଗ କରିଥିଲା ଅଭି-ଯୁକ୍ତ ସ୍ୱାମୀ । ଜଣେ ସାପୁଆ ମିଳିବା ପରେ ତାକୁ ୨୦୦୦ ଟଙ୍କା ଦେଇ ସାପ ଆଣିଥିଲା । ଆଉ ଯେତେବେଳେ ସାପୁଆ ସାପ ନେବାର କାରଣ ପଚାରିଥିଲା ସେତେବେଳେ ଅଭି-ଯୁକ୍ତ ସାପ ନେଇ ଶିବ ମନ୍ଦିରରେ ପୂଜା କରିବା କଥା କହିଥିଲା । ସେହି ସାପକୁ ରାତିରେ ସ୍ତ୍ରୀ ଏବଂ ଝିଅ ଶୋଇଥିବା ରୁମରେ ଛାଡ଼ି ଦେଇଥିଲା । ନାଗ ସାପ ଦଂଶ-ନରେ ବର୍ତ୍ତମାନ ସ୍ତ୍ରୀ ଏବଂ ଝିଅର ଜୀବନ ଚାଲି ଯାଇଛି ।

ତେବେ ବର୍ତ୍ତମାନ ଏଭଳି କୁହାଯାଉଛି ଯେ ସ୍ୱାମୀ ଭାଉଜ ପ୍ରେମରେ ପାଗଳ ହୋଇ ସ୍ତ୍ରୀ ଏବଂ ଝିଅକୁ ରାସ୍ତାରୁ ପୁରାପୁରି ହଟାଇବା ପାଇଁ ତିନି ମାସ ହେବ ପ୍ଲାନ କରୁଥିଲା । ଆଉ ଶେଷରେ ରୁମରେ ନାଗ ସାପ ଛାଡ଼ି ଝିଅ ଦେବସ୍ମିତା ଏବଂ ସ୍ତ୍ରୀ ବାସନ୍ତୀ ପାତ୍ରକୁ ସବୁ ଦିନ ପାଇଁ ଆରପାରିକୁ ପଠାଇ ଦେଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥା-ନା ଅଢେ଼ଇବର ଗାଁରେ ସାପ କାମୁଡ଼ାରେ ମା’ ଝିଅଙ୍କର ମୃ-ତ୍ୟୁ ହୋଇଛି । ସମସ୍ତେ ମଧ୍ୟ ଭାବିଥିଲେ ଯେ ସାପ କା-ମୁଡ଼ା ପାଇଁ ହିଁ ଜୀବନ ଯାଇଛି । ସେହି ଘରୁ ସାପ ମଧ୍ୟ ମିଳିଥିଲା । କିନ୍ତୁ ଘ-ଟଣା ଥିଲା କିଛି ଅଲଗା । ଘ-ଟଣା ଅନୁଯାୟୀ ସ୍ୱାମୀ ହିଁ ଏପରି କା-ଣ୍ଡ ଘଟାଇଥିଲା ।

ଆଉ ବର୍ତ୍ତମାନ ଅଭି-ଯୁକ୍ତ ମାନଙ୍କ ଧରା ମଧ୍ୟ ପଡ଼ି ଯାଇଛି । ଅଭି-ଯୁକ୍ତ ସ୍ୱାମୀ ଗଣେଶ ପାତ୍ରଙ୍କୁ ବର୍ତ୍ତମାନ ପୋ-ଲିସ ଗି-ରଫ କରିଛି । ଆଉ ବର୍ତ୍ତମାନ ଅଭି-ଯୁକ୍ତ ପୋଲି-ସକୁ ନିଜ କାରନାମାର ସବୁ ସତ କହିଛି । ତେବେ ମୃ-ତ ବାସନ୍ତୀ ପାତ୍ରଙ୍କ ବାପା ବି ଖୋଲି ପାତ୍ର କା-ନ୍ଦି କା-ନ୍ଦି ଝିଅକୁ ୩ ବର୍ଷ ତଳେ ବିବାହ ଦେଇଥିବା କଥା କହିଛନ୍ତି । କିନ୍ତୁ ସେହି ଲୋକ ଯେ ତାଙ୍କ ଝିଅକୁ ଏଭଳି ମା-ରିଦେବ ସେ ତାହା ବିଶ୍ୱାସ କରି ପାରୁ ନାହାଁନ୍ତି । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ଅଭି-ଯୁକ୍ତକୁ ଏଭଳି ଅପ-ରାଧ ପାଇଁ କଣ ଦ-ଣ୍ଡ ମିଳୁଛି ।

Leave a Reply

Your email address will not be published. Required fields are marked *