ସ୍ତ୍ରୀ ନର୍ସ ଚାକିରୀ କରିବାକୁ ଇଚ୍ଛା କରିବାରୁ ସ୍ୱାମୀ ଘଟାଇଲା ଏଭଳି କା-ଣ୍ଡ । ତାପରେ ସ୍ତ୍ରୀ ଯାହା କଲା ତାହା ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ବର୍ତ୍ତମାନ ସମୟରେ ସମାଜରେ ଏଭଳି ସ୍ୱାମୀ କଣ ଥାଇପାରେ ? ଯିଏ ନିଜ ସ୍ତ୍ରୀ ର ସ୍ବପ୍ନକୁ ସାକାର କରିବାକୁ ସପୋର୍ଟ କରୁ ନଥିବ କିମ୍ବା ଅତିକମରେ ସ୍ତ୍ରୀ ଉପରେ କୌଣସି ପ୍ରତିବନ୍ଧକ ଦେଉଥିବ । କାରଣ ବର୍ତ୍ତମାନ ସମୟରେ ଏଭଳି ଏକ ଘ-ଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେତେବେଳେ ସ୍ତ୍ରୀ ସରକାରୀ ନର୍ସ ଚାକିରୀ କରିବ ବୋଲି କହିଛି ସେତେବେଳେ ଉ-ଦ୍ଧତ ସ୍ୱାମୀ ଏଭଳି ସ୍ତ୍ରୀର ଡାହାଣ ହାତ କା-ଟି ଦେଇଛି ।

ତେବେ ୨୬ ବର୍ଷୀୟା ମହିଳା ରେଣୁଙ୍କ କ୍ଷେତ୍ରରେ ଏଭଳି ଏକ ଘ-ଟଣା ଘଟି ଯାଇଛି । କିନ୍ତୁ ସେ ବର୍ତ୍ତମାନ ନର୍ସ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଆଉ ଚାକିରୀ କରିବା ପରେ ଏକ ବର୍ଷ ତଳେ ତାଙ୍କ ଜୀବନରେ ଘଟି ଯାଇଥିବା ଏକ ଅଭୁଲା କାହାଣୀ ପୁଣିଥରେ ସାମ୍ନାକୁ ଆସିଛି ।

ଗତବର୍ଷ ରେଣୁ ଯେତେବେଳେ ସରକାରୀ ନର୍ସ ଚାକିରୀ କରିବେ ବୋଲି କହିଥିଲେ ତାଙ୍କ ସ୍ୱାମୀ ଏଭଳି ଏକ କା-ଣ୍ଡ ଘଟାଇ ଥିଲେ । ତେବେ ମହିଳା ଜଣକ ଶୋଇଥିବା ସମୟରେ ସ୍ୱାମୀ ଜଣକ ତାଙ୍କ ଡାହାଣ ହାତକୁ କା-ଟି ଦେଇଥିଲେ । କାରଣ ସ୍ୱାମୀ ଜଣକ ନିଜ ସ୍ତ୍ରୀର ଚାକିରୀକୁ ପସନ୍ଦ କରୁ ନଥିଲେ । ସ୍ତ୍ରୀକୁ ବାରମ୍ବାର ମନା କରିଥିଲେ ଚାକିରୀ କରିବାକୁ ।

ବାରମ୍ବାର ମନା କରିବା ପରେବି ମହିଳା ଜିଦ ଧରିଥିଲେ । ମହିଳା ଜଣକ ନର୍ସ ଚାକିରୀ ଛାଡ଼ିବାକୁ ଚାହୁଁ ନଥିଲେ । ଯାହାଫଳରେ ସ୍ୱାମୀ ରା-ଗିଯାଇ ଏଭଳି କିଛି କା-ଣ୍ଡ ଘଟାଇ ଥିଲେ । ତେବେ ଏଭଳି ଏକ ଦୁଃ-ଖଦ ଘ-ଟଣା ବର୍ତ୍ତମାନ ସମୟରେ ଆସିବାର କାରଣ ଏହିକି ଯେ ସେହି ମହିଳା ଜଣକ ପୁଣିଥରେ ନର୍ସ ଚାକିରୀ ପାଇଛନ୍ତି ।

ବର୍ତ୍ତମାନ ରେଣୁ କୃତ୍ରିମ ହାତ ଲଗାଇ ଏକ ନୂତନ ଚାକିରୀ ପାଇଛନ୍ତି । ସ୍ତ୍ରୀକୁ ଚାକିରୀ କରିବାକୁ ଦେବେନି ଭାବି ସ୍ୱାମୀ ଏଭଳି କା-ଣ୍ଡ ଘଟାଇ ଥିଲେ । ମାତ୍ର ରେଣୁଙ୍କ ସ୍ୱପ୍ନ ସେହିଠାରେ ଅଟକି ଯାଇ ନଥିଲା । ବରଂ ସେ ବାମ ହାତରେ ଲେଖିବା ଅଭ୍ୟାସ କରିବା ଆରମ୍ଭ କରି ଦେଇଥିଲେ । ପରେ ପ୍ରଶିକ୍ଷଣ ପରେ ବର୍ତ୍ତମାନ ରେଣୁ ନର୍ସ ଭାବରୀ କାର୍ଯ୍ୟ କରୁଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଏକ କୃତ୍ରିମ ହାତ ଦେଇଛନ୍ତି । ଯାହାକୁ ଗ୍ରହଣ କରିବା ପରେ ବର୍ତ୍ତମାନ ରେଣୁ ଏହି ଚାକିରୀ ପାଇଛନ୍ତି । ଏହି ଚାକିରୀ ପାଇବା ସହିତ ତାଙ୍କର ଅନେକ ଦିନର ସ୍ୱପ୍ନ ସାକାର ମଧ୍ୟ ହୋଇଛି ।

ପଶ୍ଚିମବଙ୍ଗରେ ଏହିଭଳି ଏକ ନିଷ୍ଠୁର କା-ଣ୍ଡ ଘଟିଥିଲା । ଯେଉଁଠି ସ୍ତ୍ରୀକୁ ନର୍ସ ଚାକିରୀ କରିବାକୁ ମନା କରି ସ୍ୱାମୀ ତାର ଡାହାଣ ହାତ ସୁଦ୍ଧା କା-ଟି ଦେଇଥିଲା । ମାତ୍ର ସ୍ତ୍ରୀ ନିଜର ଦୃଢ଼ ମନୋବଳ ଦ୍ୱାରା ପୁଣିଥରେ ସ୍ୱପ୍ନରେ ବଞ୍ଚି ସ୍ବପ୍ନକୁ ସାକାର କରିଛନ୍ତି । ନିଜ ସ୍ବପ୍ନକୁ ପୁଣିଥରେ ନିଜ ପାଖରେ ଦେଖି ରେଣୁ ବର୍ତ୍ତମାନ ଖୁବ ଖୁସି ।

Leave a Reply

Your email address will not be published. Required fields are marked *